୨୦୨୪ରେ ଭାଜପାକୁ ହରାଇବା ମହାତ୍ମା ଗାନ୍ଧୀଙ୍କ ପାଇଁ ହେବ ଅସଲ ଶ୍ରଦ୍ଧାଞ୍ଜଳି: ଖାର୍ଗେ
ହାଇଦ୍ରାବାଦ,୧୭।୯: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଆଗାମୀ ଆହ୍ବାନ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଗଣତନ୍ତ୍ର ପାଇଁ ଏହା ଏକ ଗୁରତ୍ୱପୂର୍ଣ୍ଣ ବିଷୟ ଏବଂ ଆମର ଲକ୍ଷ୍ୟ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବା ଉଚିତ…
ପାନ, କିଆଫୁଲ ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା
ଭୁବନେଶ୍ୱର,୧୭ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆଫୁଲ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା। ସେ…
ଜରିନ ଖାଁଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜରିନ ଖାଁଙ୍କୁ ନେଇ ଏକ ବଡ ଖବର ଆସିଛି। ଖବର ଅନୁଯାୟୀ, କୋଲକାତାର ସିୟାଲଦହ କୋର୍ଟ ଜରିନଙ୍କ ନାମରେ ଏକ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ନାଁରେ ଏଠାରେ ଏକ କମ୍ପାନୀ ଅଭିଯୋଗ ଦାଖଲ…
ବ୍ୟାଟିଂ ବିପର୍ଯ୍ୟୟ: ୫୦ ରନ୍ରେ ଅଟକିଲା ଶ୍ରୀଲଙ୍କା
କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍ ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତର ଦ୍ରୁତ ବୋଲି ମହମ୍ମଦ ସିରାଜ କମାଲ ବୋଲିଂ କରି…
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଲମାନ, ଶାହାରୁଖ
ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍ ରବିବାର ତାଙ୍କର ୭୩ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ସମଗ୍ର ଦେଶରୁ ଅଭିନନ୍ଦନ ଏବଂ ଶୁଭେଚ୍ଛାର ସୁଅ ଛୁଟୁଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ୍ କଳାକାର। କିଙ୍ଗ୍ଖାନ ଶାହାରୁଖ…
ଚାଇନାରେ ବ୍ଲୁ ଆଲର୍ଟ
ବେଜିଂ,୧୭।୯: ରବିବାର ଦେଶର ଅଧିକାଂଶ ଅଞ୍ଚଳରେ ଖରାପ ପାଗ ପାଇଁ ଚାଇନାର ପାଣିପାଗ ବିଭାଗ କର୍ତ୍ତୃପକ୍ଷ ଏକ ବ୍ଲୁ ଆଲର୍ଟ ସୂଚନା ଜାରି କରିଛନ୍ତି। ସିନ୍ଧୁ ନ୍ୟୁଜ ଏଜେନ୍ସି ଜାତୀୟ ପାଣିପାଗ କେନ୍ଦ୍ରର ଉଦ୍ଦେଶ୍ୟରେ କହିଛି ଯେ ରବିବାର ଅପରାହ୍ନ ୨ଟାରୁ…
ପାକିସ୍ତାନର ୨୯ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ କାଜି ଫୈଜ ଇସା
ଇସଲାମାବାଦ,୧୭।୯: ଜଷ୍ଟିସ କାଜି ଫୈଜ ଇସା ରବିବାର ପାକିସ୍ତାନର ୨୯ ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବରେ ତାଙ୍କର କାର୍ଯ୍ୟକାଳ ୧୩ ମାସ ହେବ, ଯାହା ଅକ୍ଟୋବର ୨୫, ୨୦୨୪ ରେ ଶେଷ…
ପ୍ରାରମ୍ଭରୁ ୬ ଉଇକେଟ ହରାଇ ସଙ୍କଟରେ ଶ୍ରୀଲଙ୍କା
କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍ ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର…
ବିମାନବନ୍ଦରରେ ନଜର ଆସିଲେ କରୀନାଙ୍କ ପୂରା ପରିବାର
ମୁମ୍ବାଇ: ଅଭିନେତା ସୈଫ୍ ଅଲି ଖାନ ଏବଂ କରୀନା କପୁର ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ୍ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ରବିବାର ନଜର ଆସିଛନ୍ତି। କେଉଁଆଡ଼େ ଛୁଟି ମନାଇବା ପାଇଁ ବାହାରିିଥିବା ଅନୁମାନ କରାଯାଉଛି। ସୈଫ୍ ଏକ ମେରୁନ୍…
ପ୍ଲାଷ୍ଟର ଅଫ ପ୍ୟାରିସର ଗଣେଶ ମୂର୍ତ୍ତି ବିସର୍ଜନ କରା ଯାଇପାରିବ ନାହିଁ, କିନ୍ତୁ ବିକ୍ରି ହୋଇପାରିବ: ମାଡ୍ରାସ ହାଇକୋର୍ଟ…
ଚେନ୍ନାଇ,୧୭।୯ : ବାଣିଜ୍ୟ କରିବାର ଅଧିକାର ଏବଂ ପରିବେଶର ସୁରକ୍ଷା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିବାବେଳେ ମାଡ୍ରାସ ହାଇକୋର୍ଟ କହିଛନ୍ତି ପ୍ୟାରିସର ପ୍ଲାଷ୍ଟରରେ ନିର୍ମିତ ଗଣେଶ ମୂର୍ତ୍ତି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। କିନ୍ତୁ ଏହାକୁ…
ହାତୀ କି ଘୋଡା ନୁହେଁ ଭିନ୍ନ ଏକ ରାଜକୀୟ ଢଙ୍ଗରେ ପରିଣିତିଙ୍କୁ ବିବାହ କରିବାକୁ ଶୋଭାଯାତ୍ରାରେ ଆସିବେ ରାଘବ
ମୁମ୍ବାଇ: ବଲିଉଡ କୁଇନ ପରିଣିତି ଚୋପ୍ରା ଓ ରାଜନେତା ରାଘବ ଚଢା ବିବାହକୁ ନେଇ ଏବେ ଖୁବ ଚର୍ଚ୍ଚାରେ ରହୁଥିବା ବେଳେ ଆଉ ମାତ୍ର କିଛିଦିନ ମଧ୍ୟରେ ଏମାନେ ସବୁଦିନ ପାଇଁ ଏକାଠି ହୋଇଯିବେ। ସେପ୍ଟେମ୍ବର ୨୪ରେ ଏମାନେ ଉଦୟପୁରରେ ରାଜକୀୟ…
ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ…ସିଡବ୍ଲୁସି ବୈଠକ ମଧ୍ୟରେ ହାଇଦ୍ରାବାଦରେ ଲାଗିଲା ଦଳ ବିରୋଧୀ ପୋଷ୍ଟର
ହାଇଦ୍ରାବାଦ,୧୭।୯: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ମଧ୍ୟରେ ହାଇଦ୍ରାବାଦରେ ଦଳକୁ ସମାଲୋଚନା କରୁଥିବା ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାାଯାଇଛି। ଏହି ବୈଠକ ପରେ ରବିବାର ଦଳ ଜାରି କରିବାକୁ ଥିବା କଂଗ୍ରେସର ୬ଟି ଗ୍ୟାରେଣ୍ଟିକୁ ନେଇ କଟାକ୍ଷ କରାଯାଇଛି। ପୋଷ୍ଟରରେ ଏହା…
Archives


