Home

ହୋଟେଲ ପାର୍କିଂରେ ଥିବା କାର୍‌ରୁ ମିଳିଲା ଲୋକପ୍ରିୟ ଅଭିନେତାଙ୍କ ମୃତଦେହ, ପ୍ରଶଂସକ ସ୍ତବ୍ଧ

ମାଲାୟାଲମ ସିନେମାଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିନୋଦ ଥୋମସଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଏକ ହୋଟେଲ ପାର୍କିଂରେ ଥିବା କାର୍‌ରୁ ତାଙ୍କ ମୃତଦେହ ଜବତ କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ…

ଭାରତ ନେବ ବିଶ୍ୱକପ ନା ବ୍ୟାଟିଂରେ ବାଜି ମାରିବେ ଓ୍ବାର୍ନର, ଜାଣନ୍ତୁ କ‘ଣ କହିଲେ ଜ୍ୟୋତିଷ…

ଅହମଦାବାଦ,୧୯।୧୧ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁଥିବା ବିଶ୍ୱକପ ୨୦୨୩ ର ଅନ୍ତିମ ମ୍ୟାଚ ୧୯ ନଭେମ୍ବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମହାନ ମ୍ୟାଚ ପୂର୍ବରୁ ବିଶ୍ୱ ଚାମ୍ପିୟନଙ୍କ ନାମକୁ ନେଇ ଅନେକ ଭବିଷ୍ୟବାଣୀ…

ଆଜି ଶତକ କରିବେ ଶୁଭମନ ଗିଲ, ଫାଇନାଲ ଦେଖିବା ପାଇଁ ପହଞ୍ଚିଲେ ସାରା ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧: ମହା ମୁକାବିଲା ବାସ୍‌ ଆଉ କିଛି ସମୟ ବାକି ରହିଲା। ଭାରତ-ଅଷ୍ଟ୍ରେଲିଆ ମ୍ୟାଚକୁ ନେଇ ଫ୍ୟାନ୍ସଙ୍କ ଛାତି ଧକ୍‌ ଧକ୍‌ ହେଉଥିବାବେଳେ ସବୁଠି ମ୍ୟାଚ ନେଇ କ୍ରେଜ ଦେଖିବାକୁ ମିଳିଛି। ମ୍ୟାଚ ପୂର୍ବରୁ ଗୋଟିକ ପରେ ଗୋଟିଏ ସେଲିବ୍ରେଟି ଅହମ୍ମଦାବାଦ…

ଯୁଦ୍ଧ ବିରାମ ହେଲେ ବି ଫେରିବନି ଶାନ୍ତି: ବାଇଡେନ…

ଜେରୁଜେଲମ,୧୯।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି, ଯେଉଁଥିରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଏକ ବଡ ବିବୃତ୍ତି ଦେଇଛନ୍ତି। ଗଣମାଧ୍ୟମର…

ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ…

ସୁପର ସଣ୍ଡେରେ ହେବ ସୁପର ଫାଇଟ: ଅହମ୍ମଦାବାଦରେ ପହଞ୍ଚିଲେ ସଚ୍ଚିନ ତେନ୍ଦୁଲକର

ଅହମ୍ମଦାବାଦ,୧୯।୧୧:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ହେବ ମହା ମୁକାବିଲା। ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍‌। ଟିମ୍‌ ବ୍ଲୁ ଟିମ୍‌ ୧୧ ଫାଇନାଲ ମ୍ୟାଚ ପାଇଁ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ଦେଖିବାକୁ ଅହମ୍ମଦାବାଦ ପହଞ୍ଚିଛନ୍ତି…

ବିଶ୍ୱକପ ଉପରେ ପ୍ରସ୍ତୁତ ହେଲା ଗୀତ: ‘କୋହଲି ସେଞ୍ଚୁରୀ ପେ ସେଞ୍ଚୁରୀ ଲଗାଏଙ୍ଗେ’…

ନୂଆଦିଲ୍ଲୀ,୧୯।୧୧: ସୁପର ସଣ୍ଡେରେ ହେବ ଫାଇନାଲ ଫାଇଟ। ଏଥିପାଇଁ ଇଣ୍ଡିଆର ଟିମ୍‌ ୧୧ ସମେତ ପିଚ୍‌, ଷ୍ଟାଡିୟମ ଓ ୧୪୦କୋଟି ଲୋକ ପ୍ରସ୍ତୁତ। ଘଣ୍ଟା କଣ୍ଟା କେତେବେଳେ ୨ଟା ବାଜିବ ସମେସ୍ତେ ଅପେକ୍ଷା କରି ରହିଛନ୍ତି। ଦେଶର ପ୍ରତିଟି କୋଣରୁ ଟିମ…

ବିଶ୍ୱକପ ମ୍ୟାଚ ପୂର୍ବରୁ ନୂଆ ଲୁକ୍‌ରେ ଶ୍ରେୟସ, ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୧୯।୧୧:ଭାରତୀୟ କ୍ରିକେଟ ଟିମର ୟଙ୍ଗ ଷ୍ଟାର ଶ୍ରେୟସ ଆୟରଙ୍କ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପରିଛନ୍ତି। ସେ ଓ୍ବାନ ଡେ ଓ୍ବାଲର୍‌ଡକପର ଗୋଟିଏ ସିଜିନରେ ଅଧିକ ରନ କରିଥିବା ବ୍ୟାଟର ଭାବେ ଅନ୍ୟତମ। ବର୍ତ୍ତମାନ ଶ୍ରେୟସ ରବିବାର ଅର୍ଥାତ୍‌ ଆଜିର ଫାଇନାଲ ପାଇଁ…

ଦୁଃସାହସୀ ବାପିନା

କଥାରେ ଅଛି ଦୃଢ଼ ମନୋବଳ ଥିଲେ ‘ପଙ୍ଗୁ ଲଙ୍ଘୟତେ ଗିରିମ୍‌’। ଅର୍ଥାତ୍‌ ଆତ୍ମବିଶ୍ୱାସ ଓ ନିଷ୍ଠା ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ। ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସେ। ଜଣେ ଦୃଷ୍ଟିହୀନ ଭାବେ ଦୁନିଆର ଆଲୋକ ନ ଦେଖିପାରୁଥିଲେ ବି…

ବ୍ରେକ୍‌ଅପ୍‌

ପ୍ରେମ ଏକ ଏଭଳି ସମ୍ପର୍କ, ଯାହାକି ଦୁଇ ଅଚିହ୍ନା ମଣିଷଙ୍କୁ ବି ଏକାଠି କରିପାରେ। ଏହି ନିଃସ୍ବାର୍ଥପର ଶାଶ୍ୱତ ସମ୍ପର୍କ ଦୁଇ ହୃଦୟକୁ ଏକ ସୂତ୍ରରେ ବାନ୍ଧିରଖେ । ଏହି ସମ୍ପର୍କରେ କେବେ ଭଲପାଇବା ତ ଆଉ ପୁଣି କେବେ ରାଗ,…

ଖୁଣ୍ଟୁଣୀ: ବଢୁଛି ଦେଶୀମଦ କାରବାର

ଖୁଣ୍ଟୁଣୀ, ୧୯ା୧୧ (ସଚ୍ଚିଦାନନ୍ଦ ପଣ୍ଡା)ଖୁଣ୍ଟୁଣୀ ଥାନା ଅଞ୍ଚଳରେ ବ୍ୟାପକ ଦେଶୀମଦ କାରବାର ବୃଦ୍ଧି ପାଇଛି। ଖଣ୍ଡୁଆଳି ଓ ରାଧାକୃଷ୍ଣପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ ହେଉଛି। ହେଲେ ଏ ଦିଗରେ…

ଖୋର୍ଦ୍ଧାରୁ ମିଳିଲା ଭଗ୍ନ ବୀରଶିଳା ସମୂହ

ଭୁବନେଶ୍ୱର,୧୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ)ଅଲୋଡ଼ା ଅବହେଳିତ ଅବସ୍ଥାରେ ପଡ଼ିରହିଛି ଓଡ଼ିଆ ପାଇକଙ୍କ ବୀରତ୍ୱର ଗାଥା ବହନ କରୁଥିବା ଭଗ୍ନ ବୀରଶିଳା ସମୂହ। ୧୮୧୭ ମସିହା ପାଇକ ବିଦ୍ରୋହ ସମୟରେ ମହାନ ପାଇକ ନେତା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଇଂରେଜଙ୍କ ସହ ଯୁଦ୍ଧ କରି ପ୍ରାଣବଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?