Home

ଅକ୍ଷର ପଟେଲଙ୍କ ଚମକିପାରେ ଭାଗ୍ୟ: ଖେଳିପାରନ୍ତି ବିଶ୍ୱକପ୍‌

ନୂଆଦିଲ୍ଲୀ,୧୮।୧୦: ଆଇସିସି ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କାରଣ ସେ ନୂଆ ବଲରେ ବୋଲିଂ ମଧ୍ୟ କରିପାରିବେ ଏବଂ ନିମ୍ନ କ୍ରମରେ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ମଧ୍ୟ ଧୈର୍ଯ୍ୟର ସହିତ…

କୋଇଲା ଖଣି କର୍ମଚାରୀଙ୍କୁ ଭେଟିଲେ ରାହୁଲ, ଶୁଣିଲେ ଅଭିଯୋଗ

ହାଇଦ୍ରାବାଦ,୧୯।୧୦: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ତେଲଙ୍ଗାନାର ସିଙ୍ଗରେନି କୋଇଲା ଖଣି (SCCL) ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଭେଟିଥିଲେ। କଂଗ୍ରେସ ପକ୍ଷରୁ ଏମପି ରାହୁଲ…

ମ୍ୟାଚ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ, ସ୍କାନ ପାଇଁ ପଠାଗଲା ହସ୍ପିଟାଲ

ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ଦଳ ପୁଣେରେ ମୁହାଁମୁହିଁ ହୋଇଛନ୍ତି। ଟସ୍‌ ଜିତିବା ପରେ ବାଂଲାଦେଶ ଦଳ ପ୍ରଥମେ ବ୍ୟାଟିଂ କରୁଛି। ଏହି ସମୟରେ ଭାରତୀୟ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା…

ସ୍ତ୍ରୀ ରାନ୍ଧି ନ ଜାଣିଲେ ଦିଆ ଯାଇ ପାରିବନି ଛାଡପତ୍ର: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୯।୧୦ : ସ୍ତ୍ରୀ ରାନ୍ଧି ନ ଜାଣିଥିବାରୁ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ପାଇଁ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ସ୍ତ୍ରୀ ରାନ୍ଧିବା ବିଷୟରେ ଜାଣି ନାହାଁନ୍ତି ତେବେ ଏହା କ୍ରୁରତା ବର୍ଗରେ…

ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି, ବୋତଲରେ କମଲନାଥଙ୍କ ଫଟୋ…

ଭୋପାଳ,୧୯।୧୦ : ଏବେ ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି କରିଛି। ଦମୋହରେ ନିର୍ବାଚନ ଆୟୋଗ କମଲ ନାଥଙ୍କ ଫଟୋ ଥିବା ଗଙ୍ଗାଜଳ ବୋତଲ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଭାଜପା ପାଇଁ ନୂଆ କଥା ନୁହେଁ। କିନ୍ତୁ, ସମାନ ମାର୍ଗ…

ଘାଗରା ପିନ୍ଧି ଏମିତି ଷ୍ଟଣ୍ଟ୍‌ କଲେ ଯୁବତୀ, ଥରେ ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ସେଥିରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଆଶ୍ଚର୍ଯ୍ୟଚକିତ। ଅନେକ ଲୋକ ଭିଡିଓ ଦେଖିବା ପରେ ବି ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ। ନିକଟରେ ଜଣେ ଯୁବତୀ ତାଙ୍କ…

କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ତନ୍ତ୍ର ସାଧନା, ରହିଛି କମଲନାଥଙ୍କ ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…

ଉଜ୍ଜୟନୀ,୧୯।୧୦ : ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ଏବଂ କ୍ଷମତାକୁ ଫେରିବା ପାଇଁ ନବରାତ୍ରୀରେ ଚକ୍ରତୀର୍ଥ ଶ୍ମଶାନରେ ତନ୍ତ ସାଧନା କରାଯାଉଛି। ତାନ୍ତ୍ରିକ ଭୟୁ ମହାରାଜ କହିଛନ୍ତି ଉଜ୍ଜୟନୀରେ କରାଯାଇଥିବା ତନ୍ତ୍ର ସାଧନା ଶୀଘ୍ର ଫଳାଫଳ ଦେଇଥାଏ, ସେଥିପାଇଁ ଲୋକମାନେ ତନ୍ତ୍ର ସାଧନା…

ମା’ ଝିଅଙ୍କୁ ବଳାତ୍କାର କରିବାକୁ ଧମକ ଦେଲେ ଭାଜପା ନେତା…

ଭୋପାଳ ,୧୯।୧୦ : ମଧ୍ୟପ୍ରଦେଶର ଦାମୋହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଅଧିକାରୀ ଏବଂ ତାଙ୍କ ୬ବର୍ଷର ଝିଅଙ୍କୁ ବଳାତ୍କାର ହେବାର ଧମକ ଦିଆଯାଇଛି। ଦମୋହରେ ଜଣେ ମହିଳା ଅଧିକାରୀ ଭୟରେ କାମ ଛାଡି ପୋଲିସ…

ନିଟ୍‌ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍‌, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର

ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍‌ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍‌ ପାସ କରିଥିଲେ। ଝିଅ ବାପାଙ୍କ ତୁଳନାରେ…

ଇସ୍ରାଏଲରେ ପହଞ୍ଚିଲେ ଋଷି ସୁନକ

ଲଣ୍ଡନ,୧୯ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲରେ ପହଞ୍ଚି ହମାସ୍‌ ସହ ଦେଶର ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ପୂର୍ବରୁ ଟୁଇଟର ଭାବେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ରେ ସୁନକ ଲେଖିଛନ୍ତି, ମୁଁ ଇସ୍ରାଏଲରେ ଅଛି, ଦୁଃଖରେ…

ବଂଶବାଦ ରାଜନୀତି ନେଇ କଂଗ୍ରେସର ଜବାବ , ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କର ଥାଏ ଅଧିକାର…

ନୂଆଦିଲ୍ଲୀ,୧୯।୧୦ : ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଅଣାଯିବା ପରେ କଂଗ୍ରେସ ନେତା ରାଜମଣି ପଟେଲ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଗାନ୍ଧୀ ପରିବାର ପିଢ଼ି ପରେ ପିଢ଼ି ଦେଶ ଶାସନ କରିଆସୁଛନ୍ତି। ଏହାକୁ…

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri