ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ଫ ଉଠାଇଲେ ବୟସ ପ୍ରସଙ୍ଗ! ବାଇଡେନଙ୍କ ଜନ୍ମଦିନରେ ଜାରି କଲେ ନିଜର ହେଲଥ ରିପୋର୍ଟ
ଓ୍ବାଶିଂଟନ,୨୧।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ତାଙ୍କ ଡାକ୍ତରଙ୍କଠାରୁ ଏକ ଚିଠି ଲେଖିଛନ୍ତି ଯେ ତାଙ୍କ ଶାରୀରିକ ଏବଂ ମାନସିକ ଅବସ୍ଥା ସଂପୂର୍ଣ୍ଣ ଠିକ ଅଛି। ବିଶେଷ କଥା ହେଉଛି ରାଷ୍ଟ୍ରପତି ଜୋ ବାଇଡେନଙ୍କ ୮୧ ତମ ଜନ୍ମଦିନ…
ଆକର୍ଷିତ କରୁଛି ଓଡ଼ିଶା ପାଭିଲିୟନ ସାଜସଜ୍ଜା
ଭୁବନେଶ୍ୱର, ୨୧।୧୧(ଅସମାପିକା ସାହୁ):ଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ସୋମବାର ଥିଲା ସପ୍ତମ ଦିବସ। ବାଣିଜି୍ୟକ ଦିବସ ପରେ ରବିବାରଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଖୋଲା ହୋଇଥିବାରୁ ପ୍ରଗତି ମଇଦାନ ପରିସର ସମେତ ଓଡ଼ିଶା ପାଭିଲିୟନରେ ପ୍ରବଳ ଜନଗହଳି…
ଏମ୍ସରେ ଏମଆରଆଇ-ଅଲଟ୍ରାସାଉଣ୍ଡ ପାଇଁ ମିଳୁଛି ୨-୩ ବର୍ଷ ପରର ତାରିଖ, ରୋଗୀ ପଚାରୁଛନ୍ତି କେବେ ହେବ ଚିକିତ୍ସା!
ନୂଆଦିଲ୍ଲୀ,୨୧।୧୧: ଯଦି ଆମେ ଏକ ବର୍ଷ ପରେ ତାରିଖ ଦେବା ଆରମ୍ଭ କରିବା, ତେବେ ଏହା ସହଜରେ ଅନୁମାନ କରାଯାଇପାରେ ଯେ ସେଠାରେ ସାଧାରଣ ରୋଗୀଙ୍କ ପାଇଁ ଚିକିତ୍ସା କେତେ ସହଜ ଏବଂ ଶସ୍ତା ହେବ। ଏହା ହେଉଛି ଏମ୍ସ ରୋଗୀଙ୍କ…
ଭାରତ ହାରିବା ପରେ ହୃଦଘାତରେ ପ୍ରଶଂସକଙ୍କ ମୃତ୍ୟୁ, ପଶ୍ଚିମବଙ୍ଗରେ ଆତ୍ମହତ୍ୟା କଲେ ଯୁବକ
ନୂଆଦିଲ୍ଲୀ,୨୧।୧୧: ଚଳିତ ବର୍ଷ କ୍ରିକେଟ ବିଶ୍ୱକପ ଫାଇନାଲରେ ଭାରତର ପରାଜୟ ହେତୁ ଦେଶବାସୀଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଏହି ସମୟରେ ତିନି ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ଭାରତର ପରାଜୟରେ ଦୁଃଖିତ, ଜଣେ ୨୩ବର୍ଷୀୟ ଯୁବକ ପଶ୍ଚିମବଙ୍ଗର ବ୍ୟାଙ୍କୁରା ଜିଲାରେ…
ଇମୋଶନାଲ୍ ହେଲେ ନୀଳନୟନା
ବଲିଉଡ୍ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସୁନ୍ଦର ଏବଂ ଦକ୍ଷ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ନିଜ କ୍ୟାରିୟରରେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। ବ୍ୟକ୍ତିଗତ ଜୀବନରେ ବହୁତ ସଫଳ ହୋଇଥିବା ଐଶ୍ୱର୍ଯ୍ୟା ବ୍ୟକ୍ତିଗତ ଜୀବନରେ ମଧ୍ୟ ନିଜର ଦାୟିତ୍ୱକୁ ସୂଚାରୁ…
ହମାସ ସହ ସମ୍ପର୍କ ଅଭିଯୋଗରେ ଫ୍ରିଲାଂସ ଖବରଦାତାଙ୍କୁ ଗିରଫ କଲା ଇସ୍ରାଏଲ ସେନା
ଜେରୁଜେଲମ,୨୧।୧୧: ଆମେରିକାର ନ୍ୟୁଜ ଚ୍ୟାନେଲ ଏନବିସି ନ୍ୟୁଜରେ କାର୍ଯ୍ୟ କରୁଥିବା ପାଲେଷ୍ଟାଇନର ଜଣେ ଫ୍ରିଲାନ୍ସର୍ ମିରୱାଟ ଅଲ-ଆଜେଙ୍କୁ ଆତଙ୍କବାଦୀ ଉତ୍ତେଜନା ଏବଂ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ଥିବା ଅଭିଯୋଗରେ ଇସ୍ରାଏଲ ସେନା ଗିରଫ କରିଛି। ଗିରଫ ପରେ ଏନବିସି ନ୍ୟୁଜ…
ମହାପ୍ରଭୁଙ୍କ ଦର୍ଶନ ପାଇଁ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତ
ପୁରୀ, ୨୧ା୧୧(ଅଜିତ୍ ମହାନ୍ତି):ସମ୍ପ୍ରତି ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷିଆଙ୍କ ଗହଳି ଅଧିକ ରହୁଛି। ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି।…
ପ୍ରେମିକାଙ୍କ ଫଟୋ ଭାଇରାଲ ଘଟଣା: ପ୍ରେମିକ ଗିରଫ
ଭୁବନେଶ୍ୱର,୨୧।୧୧(ସୂର୍ଯ୍ୟକାନ୍ତ ବେହେରା):ପ୍ରେମିକା ଦୂରେଇଯିବାରୁ ତାଙ୍କ ନାଁରେ ଫେକ୍ ଇନ୍ଷ୍ଟାଗ୍ରାମ ଆଇଡି ଖୋଲି ଖରାପ ଟିପ୍ପଣୀ ଦେବା ସହ ଫଟୋ ଭାଇରାଲ କରିବା ଅଭିଯୋଗରେ ତମାଣ୍ଡୋ ଥାନା ପୋଲିସ ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରିଛି। ସେ ହେଲେ ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର…
ଡିସେମ୍ବର ୨୬ରେ ପ୍ରତାପ ଜେନାଙ୍କ ପରବର୍ତ୍ତୀ ଶୁଣାଣି
ନିଶ୍ଚିନ୍ତକୋଇଲି,୨୧।୧୧ (ଅଶୋକ କୁମାର ମହାପାତ୍ର):ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ପରେ ସାଲେପୁର ଜେଏମ୍ଏଫ୍ସି(ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ) ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଡିସେମ୍ବର ୨୬ରେ ଏହି ମାମଲାର ପରବର୍ତ୍ତୀ…
କୋଭିଡ ଭ୍ୟାକ୍ସିନ ଯୋଗୁ ବଢୁଛିକି ଯୁବବର୍ଗଙ୍କ ମୃତ୍ୟୁ ହାର, ଜବାବ ଦେଲା ଆଇସିଏମଆର
ନୂଆଦିଲ୍ଲୀ,୨୧।୧୧: କୋଭିଡ -୧୯ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡ଼ ଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ। ଦେଶର ଲୋକଙ୍କୁ ୨ ବିଲିୟନରୁ ଅଧିକ ଡୋଜ ଟିକା ଦିଆଯାଇଥିଲା। କିନ୍ତୁ, ଗତ ଦେଢ ବର୍ଷ ମଧ୍ୟରେ…
ଆଜି ଅଁଳାନବମୀ, ସାକ୍ଷୀଗୋପାଳ ଚଳଚଞ୍ଚଳ:ଓଡ଼ିଆଣୀ ବେଶରେ ଦର୍ଶନ ଦେବେ ଶ୍ରୀରାଧା
ସାକ୍ଷୀଗୋପାଳ, ୨୧ା୧୧ (କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ):କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି ମଙ୍ଗଳବାର ସାକ୍ଷୀଗୋପାଳ ମନ୍ଦିରରେ ପାଳନ ହେବ ଅଁଳାନବମୀ। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡ଼ିଆଣୀ ବେଶରେ ସଜେଇ ହେବେ। ପାରମ୍ପରିକ ସୁବର୍ଣ୍ଣ ଗହଣାଗୁଡିକ ମଧ୍ୟରେ…
ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ସାଲୁଗା ପ୍ରଧାନ
ଭୁବନେଶ୍ୱର,୨୧ା୧୧(ଅନିଲ ଦାସ):ଜି.ଉଦୟଗିରିର ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି। ଉପବାଚସ୍ପତି ନିର୍ବାଚନ ପାଇଁ ସେ ସୋମବାର ପୂର୍ବାହ୍ନରେ ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତ ନଭେମ୍ବର ୮ରେ ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଉପବାଚସ୍ପତି…

