Home

ଏବେ ଆରଏସଏସ୍‌ କହିଲାଣି ଆଉ ମୋଦିଙ୍କ ନାମରେ ଲଢି ହେବନାହିଁ ନିର୍ବାଚନ: ଆଲୋକ ଶର୍ମା

ଜୟପୁର,୨୧।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି। ଉଭୟ ଦଳ ପକ୍ଷରୁ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ଏହି କ୍ରମରେ କଂଗ୍ରେସର ଜାତୀୟ ମୁଖପାତ୍ର ଆଲୋକ ଶର୍ମା ଉଦୟପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ…

ଅଣ୍ଡିରା ଜନ୍ମ ହୋଇ ମାଈ ହୁଏ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଅଛନ୍ତି। ତା’ ମଧ୍ୟରୁ ଅନେକ ବେଶ୍‌ ଅଜଣା। ତେବେ ରିବନ ଇଲ ବିଶ୍ୱର ସବୁଠୁ ଅଜବ ଜୀବ । ଯିଏ ନିଜର ପତଳା ଶରୀର ପାଇଁ ପୌରାଣିକ ଚାଇନିଜ୍‌ ଡ୍ରାଗନ ଭଳି ଦେଖାଯାଏ। ଏହି…

୨୨ରେ ଖୋଲିବ ଟିଟିଏଲ୍‌ର ଆଇପିଓ

ଭୁବନେଶ୍ୱର,୨୧ା୧୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଗ୍ରୁପର ସହଯୋଗୀ ସଂସ୍ଥା ଟାଟା ଟେକ୍ନୋଲୋଜି ଲିମିଟେଡ୍‌ (ଟିଟିଏଲ୍‌)ର ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ଚଳିତ ବର୍ଷ ନଭେମ୍ବର ୨୨ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି।…

କାନାରା ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ଦିବସ

ଭୁବନେଶ୍ୱର,୨୧ା୧୧ (ଅଭୟ ଦାଶ): କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତାଙ୍କ ୧୧୮ତମ ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭା (କାର୍ଯ୍ୟକ୍ରମ)ର ଆୟୋଜନ କରାଯାଇଥିଲା।…

ମୀନକେତନଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ

ଭୁବନେଶ୍ୱର,୨୧ା୧୧(ଅନୁରାଧା ମହାରଣା): ସମଗ୍ର ଓଡ଼ିଶା ଏବଂ ଭାରତରେ ନେଚେରୋପାଥି ଚିକିସତ୍ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନ୍ତର୍ଜାତୀୟ ନେଚେରୋପାଥି ସଙ୍ଗଠନ ତଥା ୱାଲଡେନ ଉଡ୍‌ସ ଫାଉଣ୍ଡେଶନ ପକ୍ଷରୁ ହେଲ୍‌ଥଭିଲେର ଚେୟାରମ୍ୟାନ ଡ. ସତ୍ୟବ୍ରତ ମୀନକେତନଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ (ଜୀବନବ୍ୟାପୀ କୃତିିତ୍ୱ…

ସେପ୍ଟେମ୍ବରରେ ୧୭.୨୧ ଲକ୍ଷ ନୂତନ ସଦସ୍ୟ

ଭୁବନେଶ୍ୱର,୨୧ା୧୧ :ଦେଶର ଜଣାଶୁଣା ତଥା ଲୋକପ୍ରିୟ ଅନୁଷ୍ଠାନ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ) ରେ ଚଳିତ ବର୍ଷ ସେପ୍ଟେମ୍ବରରେ ମୋଟ ୧୭.୨୧ ଲକ୍ଷ ନୂତନ ସଦସ୍ୟ ସାମିଲ ହୋଇଛନ୍ତି। ଏପରିକି ସୋମବାର ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ ଇପିଏଫଓ ୨୦୨୩ ସେପ୍ଟେମ୍ବରରେ…

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୨୧ା୧୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌…

ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟ୍‌କା

କାବୁଲ,୨୧।୧୧:ଆଫଗାନିସ୍ତାନରେ ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ବୋଲି ଆକଳନ କରାଯାଇଛି। ଭୂକମ୍ପ ଅନୁଭୂତ ହେବା କ୍ଷଣି ଲୋକେ ଭୟରେ ଘରୁ…

ମାଇକ୍ରୋସଫ୍ଟରେ ଯୋଗଦେବେ ଅଲ୍ଟମ୍ୟାନ

ଓ୍ବାଶିଂଟନ,୨୧।୧୧: ଓପନ୍‌ଏଆଇରୁ ବହିଷ୍କୃତ ହୋଇଥିବା ପୂର୍ବତନ ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ଏବଂ ପଦ ଛାଡ଼ିଥିବା ପୂର୍ବତନ ଅଧ୍ୟକ୍ଷ ଗ୍ରେଗ୍‌ ବ୍ରୋକ୍‌ମ୍ୟାନ୍‌ ମାଇକ୍ରୋସଫ୍ଟରେ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଉପରେ ଗବେଷଣା କରୁଥିବା ନୂଆ ଟିମ୍‌ର ନେତୃତ୍ୱ ନେବେ। ମାଇକ୍ରୋସଫ୍ଟ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ…

ଇନ୍ଦୋର ଜନ୍ମିତ ରାଜେଶ ଅଗ୍ରଓ୍ବାଲ ବ୍ରିଟେନ୍‌ ଏମ୍‌ପି ପ୍ରାର୍ଥୀ

ଲଣ୍ଡନ,୨୧ା୧୧: ଇନ୍ଦେର ଜନ୍ମିତ ଉଦ୍ୟୋଗୀ ତଥା ଲଣ୍ଡନ୍‌ର ଡେପୁଟି ମେୟର (ବିଜ୍‌ନେସ୍‌) ରାଜେଶ ଅଗ୍ରଓ୍ବାଲ୍‌ ବ୍ରିଟେନରେ ଆଗାମୀ ସାଧାରଣ ନିର୍ବାଚନରେ ଲିସେଷ୍ଟର ଇଷ୍ଟ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ବିରୋଧୀ ଦଳ ଲେବର ପାର୍ଟି ୪୬ ବର୍ଷୀୟ ଅଗ୍ରଓ୍ବାଲଙ୍କୁ ପାର୍ଲାମେଣ୍ଟ ନିର୍ବାଚନ ପାଇଁ…

ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ଦିଆଯାଇପାରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ବିଚାର କ୍ଷେତ୍ର ପରିସର ବାହାରେ ଦାଏର କୌଣସି ଏତଲା ଆଧାରରେ ଗିରଫ ବ୍ୟକ୍ତିଙ୍କୁ ହାଇକୋର୍ଟ କିମ୍ବା ସେସନ୍ସ କୋର୍ଟ ସୀମିତ ସମୟ ପାଇଁ ଅଗ୍ରିମ ଜାମିନ ପ୍ରଦାନ କରିପାରିବେ ବୋଲି ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ନାଗରିକଙ୍କ ଜୀବନ ଧାରଣ ଅଧିକାର,…

ରାଷ୍ଟ୍ରପତି ନିର୍ବାଚନରେ ବାଜି ମାରିଲେ ଜୋସେଫ ବୋକାଇ

ମୋନରୋଭିଆ,୨୧।୧୧: ଆଫ୍ରିକୀୟ ଦେଶ ଲିବେରିଆର ରାଷ୍ଟ୍ରପତି ନିର୍ବାଚନରେ ଜୋସେଫ ବୋକାଇ ଜିତିଛନ୍ତି। ସେ ବର୍ତ୍ତମାନର ରାଷ୍ଟ୍ରପତି ଜର୍ଜ ୱାହାଙ୍କ ସ୍ଥାନ ନେବେ। ଭୋଟ ଗଣିବା ପରେ ଲିବେରିଆର ନିର୍ବାଚନ ଆୟୋଗ ବିଜେତା ଘୋଷିତ ହୋଇଛି। ନିର୍ବାଚନ ଆୟୋଗର ଅଧ୍ୟକ୍ଷ ଡେଭିଡେଟା ବ୍ରାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?