Home

ସଚିନ ନୁହନ୍ତି କୋହଲି ହେଉଛନ୍ତି ମହାନ କ୍ରିକେଟର: ବ୍ରେଟ ଲିଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୨୧।୧୧ : ବିଶ୍ୱକପ ଟ୍ରଫି ଜିତିବାର ଭାରତୀୟ ଦଳର ସ୍ବପ୍ନ ପୁଣି ଥରେ ପୂରଣ ହୋଇନାହିଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥର ଟାଇଟଲ ଜିତିବାର ଅତି ନିକଟତର ହୋଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରିଥିଲା। ଏହି ବିଶ୍ୱକପରେ…

ଭାରତ ହାରିଲା କେବଳ ରୋହିତଙ୍କ ଏହି ନିଷ୍ପତ୍ତି ପାଇଁ: ଗମ୍ଭୀର-ଓ୍ବାସିମ ଆକ୍ରାମ…

କୋଲକାତା,୨୧।୧୧ : ଭାରତର ବିଶ୍ୱକପ ଟ୍ରଫି ଜିତିବାର ସ୍ବପ୍ନ ୧୨ ବର୍ଷ ପରେ ସାକାର ହୋଇପାରିଲା ନାହିଁ। ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଛି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନମାନେ ଟାଇଟଲ ମ୍ୟାଚରେ…

ସାରାଙ୍କ ବିବାହ କରାଇବା ମୋର ପରବର୍ତ୍ତୀ ମିଶନ: କରନ ଜୋହର

ମୁମ୍ବାଇ: ଷ୍ଟାର କିଡସ୍‌ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘରଟିଏ କରିଛନ୍ତି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ…

ସମଲିଙ୍ଗୀ ବିବାହକୁ ସବୁଜ ସଙ୍କେତ: ବିବାହ ସମାନତା ବିଲ୍‌କୁ ମଞ୍ଜୁରୀ…

ବ୍ୟାଙ୍କକ,୨୧।୧୧: ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ଥାଇଲାଣ୍ଡର କ୍ୟାବିନେଟ ମଙ୍ଗଳବାର ଏହାର ସିଭିଲ କୋଡରେ ସଂଶୋଧନକୁ ଅନୁମୋଦନ କରିଛି। ଆସନ୍ତା ମାସରେ ସଂସଦରେ ଏହି ଡ୍ରାଫ୍ଟ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି। ଡେପୁଟି ସରକାରୀ ମୁଖପାତ୍ର କରୋମ ପୋଲପର୍ନକଲାଙ୍ଗ…

ବିହାରରେ ଲାଗୁ ହେଲା ୭୫ ପ୍ରତିଶତ ସଂରକ୍ଷଣ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାରି କଲେ ନୋଟିଫିକେଶନ

ପାଟନା,୨୧।୧୧: ବର୍ତ୍ତମାନ ବିହାରରେ ୭୫ ପ୍ରତିଶତ ସଂରକ୍ଷଣର ଲାଭ ମିଳିବ। ବିହାରର ନୀତୀଶ କୁମାର ସରକାର ଏ ସମ୍ପର୍କରେ ଏକ ଗେଜେଟ ପ୍ରକାଶ କରିଛନ୍ତି। ଏହାର ଅର୍ଥ ହେଉଛି, ବର୍ତ୍ତମାନଠାରୁ ଅନୁସୂଚିତ ଜାତି / ଜନଜାତି, ଇବିସି ଏବଂ ଓବିସିର ୭୫…

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ମନମୋହନ

ଗଞ୍ଜାମ,୨୧।୧୧(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ବ୍ଲକ ମଙ୍ଗଳବାର ଘେରାଉ କରିଥିଲା ଭାଜପା। ଛତ୍ରପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ଭାଜପା ନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଦଳୀୟ ନେତୃବୃନ୍ଦ ଜୟଶ୍ରୀ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ବ୍ଲକ…

ସ୍ତ୍ରୀଙ୍କୁ ବାଇକ୍‌ ଚଲାଇବା ଶିଖାଉଥିଲେ ବ୍ୟକ୍ତି, ବ୍ରେକ୍‌ ଲଗାଇବାକୁ କହିବାକୁ ହୋଇଗଲା ବଡ଼ କାଣ୍ଡ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୁଏ, ଯାହା ଚକିତ କରିଦିଏ। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ବାଇକ ଚଳାଇବା ଶିଖାଉଛନ୍ତି। କିନ୍ତୁ ବାଇକ ଚଲାଇବା…

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହତ୍ୟା ଧମକ ଦେଲେ ଦାଉଦ ଗ୍ୟାଙ୍ଗ

ନୂଆଦିଲ୍ଲୀ,୨୧।୧୧: ଅଣ୍ଡରୱାର୍ଲଡ ଡନ ଦାଉଡ ଇବ୍ରାହିମ ସହିତ ଜଡିତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ କରିଥିଲେ, ପରେ ପୋଲିସ ଅଭିଯୁକ୍ତକୁ ଖୋଜି ତାଙ୍କୁ ଗିରଫ କରିଥିଲା। ଗିରଫ…

ଟି-୨୦ ସିରିଜରେ ଖେଳିବେ ନାହିଁ ଡେଭିଡ

କାନବେରା,୨୧।୧୧: ଗୁରୁବାର ଅର୍ଥାତ୍‌ ନଭେମ୍ବର ୨୩ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି -୨୦ସିରିଜରେ ଡେଭିଡ ୱାର୍ନରଙ୍କୁ ଦେଖିବାକୁ ମିଳିବ ନାହିଁ। କ୍ରିକେଟ ଅଷ୍ଟ୍ରେଲିଆ ଏହି ସିରିଜରୁ ତାଙ୍କ ନାମ ପ୍ରତ୍ୟାହାର କରିନେଇଛି। ବିଶ୍ୱକପ ବିଜୟ ପରେ ତାଙ୍କୁ ବିଶ୍ରାମ ଦେବାକୁ…

ପୁଣି ଅଣଦେଖା ହେଲେ ଚହଲ, ଭୁବନେଶ୍ୱର, ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ମିଳିଲା ନାହିଁ ସ୍ଥାନ

ନୂଆଦିଲ୍ଲୀ,୨୧।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହା ୨୩ନଭେମ୍ବରରୁ ଆରମ୍ଭ ହେବ। ଭାରତୀୟ କ୍ରିକେଟ କଂଣ୍ଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ଦଳ ଘୋଷଣା କରିଛି । ସୁର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ କରାଯାଇଛି।…

ଡିସେମ୍ବର ୧ ହେବାକୁ ଯାଉଛି ବିଶେଷ ଦିନ, ଏଲପିଜି ସିଲିଣ୍ଡର ଦାମଠାରୁ ଆରମ୍ଭ କରି ବଦଳି ଯିବ ଦୈନନ୍ଦିନ ଜୀବନ ଶୈଳୀ

ନୂଆଦିଲ୍ଲୀ,୨୧।୧୧: ପ୍ରତି ମାସରେ କିଛି ଏମିତିତ କିଛି ନା କିଛି ପରିବର୍ତ୍ତନ ହେଉଛି। କିନ୍ତୁ ଡିସେମ୍ବରରେ ହେଉଥିବା ପରିବର୍ତ୍ତନଗୁଡିକ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏଗୁଡ଼ିକ ହେଉଛି ପରିବର୍ତ୍ତନ ଯାହା ସିଧାସଳଖ ଜଣେ ବ୍ୟକ୍ତିଙ୍କ ଜୀବନ ସହିତ ଜଡିତ।…

୪୦୦ରେ ଗ୍ୟାସ ସିଲିଣ୍ଡର, ମାଗଣା ଶିକ୍ଷା, ୪ ଲକ୍ଷ ସରକାରୀ ଚାକିରି, ରାଜସ୍ଥାନରେ ବଡ଼ ଘୋଷଣା କଲା କଂଗ୍ରେସ

ଜୟପୁର,୨୧।୧୧: ନଭେମ୍ବର ୨୫ରେ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନ ଚାରି ଦିନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ରାଜ୍ୟ ପାଇଁ ନିଜର ଘୋଷଣାପତ୍ର ଜାରି କରିଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି। ମନିଫେଷ୍ଟୋରେ କୃଷକ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?