ଅଭାବୀ ବିକ୍ରିର ଶିକାର ହେଉଛନ୍ତି ମକାଚାଷୀ
କୋକସରା,୨୧।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଗାଁ ଗୁଡିକରେ ପର୍ଯ୍ୟାପ୍ତ ମାତ୍ରାରେ ମକାଚାଷ ବିଗତ କିଛିବର୍ଷ ହେବ କରାଯାଉଛି। କୋକସରା ବ୍ଲକର ଅନେକ ପଞ୍ଚାୟତରେ ଧାନ ଚାଷ ପାଇଁ ଜଳସେଚନର କୌଣସି ସୁବିଧା ନ…
ଅଶ୍ଳୀଳ ଫିଲ୍ମ ଦେଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ: ଅଭିଯୋଗ ପରେ ରାଜନୀତିରେ ଉଷ୍ଣତା…
ବେଙ୍ଗାଲୁରୁ,୨୧।୧୧ : ଅଶ୍ଳୀଳ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ଏବଂ ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବାସ୍ତବରେ କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଶିବକୁମାର ଅଶ୍ଳୀଳ ଚଳଚ୍ଚିତ୍ର…
କରୋନାରେ ମରନ୍ତୁ ଲୋକେ, ଲକଡାଉନ ହେବନି, ସୁନକଙ୍କ ଗୁପ୍ତ ଡାଏରୀରେ ଉଲ୍ଲେଖ ଥିବା ଦାବି…
ଲଣ୍ଡନ,୨୧।୧୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କରୋନା ମହାମାରୀ ପରିସ୍ଥିତିର ମୁକାବିଲାକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ବାସ୍ତବରେ, ଏଠାରେ ଏକ ପ୍ୟାନେଲ ଦୀର୍ଘ ଦିନ ଧରି କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ଅନୁସନ୍ଧାନ କରିଆସୁଛି। ପ୍ୟାନେଲ ଦାବି…
ପୀଡିତାଙ୍କୁ ମାସେ ଭିତରେ କର ବିବାହ: ବଳାତ୍କାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
ବେଙ୍ଗାଲୁରୁ,୨୧।୧୧ : କର୍ନାଟକରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ହାଇକୋର୍ଟଙ୍କର ଏକ ବଡ ନିଷ୍ପତ୍ତି ଆସିଛି। କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ପ୍ରକାଶ ଥାଉକି, ଏହି ମାମଲାରେ ଅଭିଯୁକ୍ତ ଯୁବକ ଜଣକ ପୀଡିତା ନାବାଳିକାଙ୍କୁ ବିବାହ କରିବା ପାଇଁ ମଧ୍ୟ…
ରାଜଭବନରେ କରାଯାଉଛି ଗୁପ୍ତଚରୀ: ମମତା ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କ ଅଭିଯୋଗ…
କୋଲକାତା,୨୧।୧୧ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମଙ୍ଗଳବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ରାଜଭବନ ଉପରେ ଗୁପ୍ତଚରୀ କରୁଛନ୍ତି। ଏସମ୍ପର୍କରେ ତାଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ରହିଛି।…
କିଆରାଙ୍କୁ ବିବାହ କରିବା ପରେ ବଦଳିଯାଇଛି ମୋ’ ଜୀବନ: ସିଦ୍ଧାର୍ଥ
ବମ୍ବେ: ବିବାହ ପରେ ବଦଳିଗଲେଣି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା। ଏକଥା ଆମେ ନୁହେଁ, ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍ ଶୋ’ ‘କଫି ଉଇଥ୍ କରନ୍ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶୋ’ର ଆଗାମୀ…
ଭୁଲ ବିଜ୍ଞାପନ ଦେଇ ଭ୍ରମିତ କର ନାହିଁ: ପତଞ୍ଜଳିକୁ ସୁପ୍ରିମ୍କୋର୍ଟଙ୍କ ତାଗିଦ…
ନୂଆଦିଲ୍ଲୀ,୨୧।୧୧ : ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ବିଭ୍ରାନ୍ତିକର ଭୁଲ ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ କୋର୍ଟ ପତଞ୍ଜଳିଙ୍କୁ କହିଛନ୍ତି। ଏଭଳି କଲେ ଜରିମାନା ଲାଗୁ…
ପାକିସ୍ତାନରେ ଟିମ ଇଣ୍ଡିଆର ଜୟଜୟକାର…
ଇସଲାମାବାଦ,୨୧।୧୧ : ଭାରତୀୟ କ୍ରିକେଟ ଦଳର ୨୦୨୩ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବା ପଦ୍ଧତିକୁ ପ୍ରଶଂସା କରାଯାଉଛି। ପାକିସ୍ତାନର ଦ୍ରୁତ ବୋଲର ୱାସିମ ଆକ୍ରାମ ଭାରତୀୟ କ୍ରିକେଟର ପ୍ରଶଂସକ ପାଲଟିଛନ୍ତି। ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ସତ୍ତ୍ୱେ…
୨୦୨୩ ଶ୍ରେଷ୍ଠ ଟିମ୍ ତାଲିକାରେ ନାହାନ୍ତି ବୁମରା…
ମୁମ୍ବାଇ,୨୧।୧୧ : ବିଶ୍ୱକପ ୨୦୨୩ଶେଷ ହୋଇଛି। ଅଷ୍ଟ୍ରେଲିଆ ଟାଇଟଲ ମ୍ୟାଚରେ ଟିମ ଇଣ୍ଡିଆକୁ ପରାସ୍ତ କରି ଷଷ୍ଠ ଥର ବିଶ୍ୱକପ ଟ୍ରଫି କବଜା କରିଛି। ଅନେକ ଖେଳାଳି ଟୁର୍ନାମେଣ୍ଟରେ ନିଜର ଭଲ ପ୍ରଦର୍ଶନ କରିଥିଲେ । କେତେକ ବ୍ୟାଟ୍ସମ୍ୟାନ ସେମାନଙ୍କର ଶକ୍ତିଶାଳୀ…
ସଚିନ ନୁହନ୍ତି କୋହଲି ହେଉଛନ୍ତି ମହାନ କ୍ରିକେଟର: ବ୍ରେଟ ଲିଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୨୧।୧୧ : ବିଶ୍ୱକପ ଟ୍ରଫି ଜିତିବାର ଭାରତୀୟ ଦଳର ସ୍ବପ୍ନ ପୁଣି ଥରେ ପୂରଣ ହୋଇନାହିଁ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ଏଥର ଟାଇଟଲ ଜିତିବାର ଅତି ନିକଟତର ହୋଇଥିଲା, କିନ୍ତୁ ଅଷ୍ଟ୍ରେଲିଆ ଭାରତକୁ ପରାଜିତ କରିଥିଲା। ଏହି ବିଶ୍ୱକପରେ…
ଭାରତ ହାରିଲା କେବଳ ରୋହିତଙ୍କ ଏହି ନିଷ୍ପତ୍ତି ପାଇଁ: ଗମ୍ଭୀର-ଓ୍ବାସିମ ଆକ୍ରାମ…
କୋଲକାତା,୨୧।୧୧ : ଭାରତର ବିଶ୍ୱକପ ଟ୍ରଫି ଜିତିବାର ସ୍ବପ୍ନ ୧୨ ବର୍ଷ ପରେ ସାକାର ହୋଇପାରିଲା ନାହିଁ। ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ପରାଜିତ ହୋଇଛି। ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନମାନେ ଟାଇଟଲ ମ୍ୟାଚରେ…
ସାରାଙ୍କ ବିବାହ କରାଇବା ମୋର ପରବର୍ତ୍ତୀ ମିଶନ: କରନ ଜୋହର
ମୁମ୍ବାଇ: ଷ୍ଟାର କିଡସ୍ଙ୍କ ନାଁ ଆସିଲେ ସାରା ଅଲ୍ଲୀ ଖାନଙ୍କ ନାଁ ମଧ୍ୟ ଆସିଥାଏ। ପ୍ରଶଂସକଙ୍କୁ ବହୁତ ଗୁଡିଏ ଫିଲ୍ମ ଭେଟି ଦେଇ ସେ ମଧ୍ୟ ଦର୍ଶକଙ୍କ ହୃଦୟରେ ଘରଟିଏ କରିଛନ୍ତି। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ବିଥ କରନ’କୁ…

