Home

୬ ବଲ୍‌ରେ ୬ ଛକା…୧୬ ବର୍ଷ ପରେ ରୋମାଞ୍ଚକର ମ୍ୟାଚ୍‌କୁ ମନେପକାଇଲେ ଯୁବରାଜ  

ନୂଆଦିଲ୍ଲୀ,୧୯।୯: ଆଜିକୁ ୧୬ ବର୍ଷ ପୂର୍ବେ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଗୋଟିଏ ଓଭରର ୬ ବଲ୍‌ରେ ୬ ଛକା ମାରି ରେକର୍ଡ କରିଥିଲେ। ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ସେ ଏହି କାରନାମା କରିଥିଲେ। ତେବେ…

ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଣ

ନିରାକାରପୁର,୧୯।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତ ନିକଟସ୍ଥ ରାଜୁଆ, ଦୟା, ମକରା ନଦୀର ଲେଉଟାଣି ପାଣି ଯୋଗୁଁ ପଞ୍ଚାୟତର ହିରିମୂଳ ଗ୍ରାମରେ ଗତ ୨ଦିନଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତବର୍ଷର ଏହା ଦିତୀୟ ବନ୍ୟା। ବନ୍ୟା…

ଏହି କ୍ରିକେଟର ଏବେ ସମ୍ପୂର୍ଣ୍ଣ ଫିଟ୍‌, କହିଲେ- କେବଳ ଦଳକୁ ଫେରିବାକୁ ଅପେକ୍ଷା

ନୂଆଦିଲ୍ଲୀ,୧୯।୯: ଭାରତୀୟ ଟିମ୍‌ର ବୋଲର୍‌ ଦୀପକ ଚାହର ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଫିଟ୍‌ ହୋଇଛନ୍ତି। ଏବେ ସେ ଦଳରେ ପୁଣି ଥରେ ସ୍ଥାନ ମିଳିବାକୁ ଅପେକ୍ଷା କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ନିଜର ନୂଆ ବ୍ରାଣ୍ଡ ‘ଡିନାଇନ’ର ଲଞ୍ଚ ଅବସରରେ କ୍ରିକେଟର କହିଛନ୍ତି,…

ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ମୃତ, ଆର୍ମେନିଆ ମୁଣ୍ଡରେ ଅଠା…

ବାକୁ,୧୯।୯ : ମଙ୍ଗଳବାର ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୂଚନା ପ୍ରଦାନ କରି ନ୍ୟୁଜ ଏଜେନ୍ସି ରଏଟର୍ସ କହିଛି ଆଜରବୈଜାନର ନାଗର୍ଣ୍ଣୋ-କରାବାଖ ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ୬ ଜଣ ନାଗରିକଙ୍କର ଲ୍ୟାଣ୍ଡମାଇନ…

ବିଶ୍ୱକପ୍‌ ୨୦୨୩ରେ ସ୍ବତନ୍ତ୍ର ଅତିଥି ହେବେ ରଜନୀକାନ୍ତ, ବିସିସିଆଇ ଦେଲା ‘ଗୋଲ୍ଡେନ୍‌ ଟିକେଟ’

ନୂଆଦିଲ୍ଲୀ,୧୯।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ମଙ୍ଗଳବାର ସୁପରଷ୍ଟାର ରଜନୀକାନ୍ତଙ୍କୁ ଗୋଲ୍ଡେନ୍‌ ଟିକେଟ ପ୍ରଦାନ କରାଯାଇଛି। ଏହାଫଳରେ ସେ ଆସନ୍ତା ମାସରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ୨୦୨୩ରେ ବିଶିଷ୍ଟ ଅତିଥି ହେବେ। ଏନେଇ ବିସିସିଆଇ ନିଜର ଏକ୍ସ ଆକାଉଣ୍ଟରୁ…

ଶେଷ ହେଲା ଅନନ୍ତନାଗ ଏନ୍‌କାଉଣ୍ଟର: ଲଶ୍ମର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିହତ

ଅନନ୍ତନାଗ,୧୯।୯: ଗତ ସପ୍ତାହେ ଧରି ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଏନକାଉଣ୍ଟର ମଙ୍ଗଳବାର ଶେଷ ହୋଇଛି। ଏଥିରେ ଲଶ୍କର-ଏ-ତାଇବା କମାଣ୍ଡର ଉଜୈର ଖାନ୍‌ଙ୍କ ସମେତ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାଛଡ଼ା ଭାରତୀୟ ସେନାର ଦୁଇ ଅଫିସର ଏବଂ…

ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୧୯।୯(ଅମିତାଭ ବେହେରା ) କୋରାପୁଟ ଜ଼ିଲାର ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ଚାଲିଥିବାବେଳେ ସହରର ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସ ଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା ମଣ୍ଡପର ଚନ୍ଦ୍ରାୟାନ ୩ ଆକାରର…

ବଜ୍ରାଘାତରେ ଛେଳି ଚରାଳିଙ୍କ ମୃତ୍ୟୁ

ଦିଗପହଣ୍ଡି,୧୯।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ ଗାଈ ଗୁହାଳ ଛକ ଏରାବନ୍ଧ ପାହାଡ଼ ନିକଟରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ବଜ୍ରପାତ ହେବାରୁ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୋକର୍ଣ୍ଣପୁର…

ଏସିଆନ ଗେମ୍ସ ପାଇଁ ଆସିଲା ଭାରତୀୟ ପୁରୁଷ ମହିଳା ଦଳର ଜର୍ସି…

ନୂଆଦିଲ୍ଲୀ,୧୯।୯ : ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଦଳର ଜର୍ସିର ପ୍ରଥମ ଲୁକ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଜର୍ସିର ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କିଛି ଖେଳାଳି ଭାରତୀୟ ଜର୍ସିରେ ନଜର ଆସିଛନ୍ତି। ଏଥର ଏସିଆନ ଗେମ୍ସର…

ରାଜ୍ୟରେ ନିର୍ବାଚନ କରିବାକୁ ଡରୁଛନ୍ତି ସରକାର: ଓମାର ଅବଦୁଲ୍ଲା…

ଶ୍ରୀନଗର,୧୯।୯ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ ବିରୋଧରେ ନୁହେଁ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଦଳର କୌଣସି ଆପତ୍ତି ନାହିଁ। ଜମ୍ମୁ-କଶ୍ମୀରର ବଡ଼ଗାମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା…

ମହିଳାମାନଙ୍କୁ ବୋକା ବନାଇବା ପାଇଁ ସରକାର ଆଣିଛନ୍ତି ସଂରକ୍ଷଣ ବିଲ: ଏଏପି…

ନୂଆଦିଲ୍ଲୀ,୧୯।୯ : ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ମଙ୍ଗଳବାର ଭାଜପାକୁ ଟାର୍ଗେଟ କରିଛି। ଏଏପି କହିଛି ବିଲକୁ ଆମେ ନୈତିକ ଭାବରେ ସମର୍ଥନ କରୁଛୁ। କେଜରିୱାଲ ସରକାରଙ୍କ ଜଣେ ମନ୍ତ୍ରୀ ତଥା…

ମହିଳା ସଂରକ୍ଷଣ ବିଲ୍‌: ବିରୋଧ କରିବାରୁ ସମାଜବାଦୀ ଏମପିଙ୍କ କଲର ଧରି ଗୃହରୁ ବାହାର କରିଥିଲେ ମମତା…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri