Home

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ସମୟରେ ଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ…

ଏବେ ମାତ୍ର ୯ ବର୍ଷ ହୋଇଛି,ଏତେ ଚିନ୍ତିତ କାହିଁକି ମୋଦି ସରକାର: ପିକେ

ମୁଜାଫରପୁର,୨୦।୯: ନିର୍ବଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଆଜିକାଲି ବିହାରର ମୁଜାଫରପୁର ଜିଲାରେ ଜନ ସୁରଜ ପଦଯାତ୍ରା କରୁଛନ୍ତି। ବୁଧବାର ମୋଦି ସରକାର, ଇନ୍ଦିରା ଗାନ୍ଧୀ ଏବଂ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାଁ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ପ୍ରଶାନ୍ତ କିଶୋର…

ମଦ ଭଳି ନିଶା ପାଲଟିଛି ସୋସିଆଲ ମିଡ଼ିଆ, ସରକାର ଧାର୍ଯ୍ୟ କରନ୍ତୁ ବୟସ ସୀମା: ହାଇକୋର୍ଟ…

ବେଙ୍ଗାଲୁରୁ,୨୦।୯ : ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ସ୍ଥିର କରିବାକୁ କେନ୍ଦ୍ର ସରକାର ବିଚାର…

ସ୍ବାମୀ ପ୍ରସାଦ ମୌର୍ଯ୍ୟ ଜଣେ ପାଗଳ, ତାଙ୍କୁ ଜେଲ୍‌ରେ ରଖାଯାଉ: ଟି ରାଜା ସିଂ

ଲକ୍ଷ୍ନୌ,୨୦।୯: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସପି) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ହିନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ମୌର୍ଯ୍ୟ କହିଛନ୍ତି, ହିନ୍ଦୁ ଏକ ଧର୍ମ ନୁହେଁ, ପାର୍ସୀ ଭାଷାରେ ଏହାର ଅର୍ଥ ଚୋର ଏବଂ ଘୃଣ୍ୟ। ହିନ୍ଦୁ…

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ସିରାଜ୍‌

ନୂଆଦିଲ୍ଲୀ,୨୦।୯: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ…

୪୩ ପାଇଲଟଙ୍କ ଇସ୍ତଫା ପରେ ସଙ୍କଟରେ ଆକାସା ଏୟାରଲାଇନ୍ସ, ୭୦୦ ବିମାନ ଉଡାଣ ବାତିଲ ଆଶଙ୍କା…

ନୂଆଦିଲ୍ଲୀ,୨୦।୯ : ନିକଟରେ ଆରମ୍ଭ ହୋଇଥିବା ଆକାସା ଏୟାରକୁ ନେଇ ସଙ୍କଟ ବଢ଼ିବାରେ ଲାଗିଛି। ୪୩ ପାଇଲଟଙ୍କ ଇସ୍ତଫା ପରେ ବିମାନ ଉଡାଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ବୋଲି ଦିଲ୍ଲୀ ହାଇକୋର୍ଟ ସୂଚନା ଦେଇଛନ୍ତି। ପାଇଲଟଙ୍କ ହଠାତ ଇସ୍ତଫା ଯୋଗୁଁ…

ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଲେ ଡିମ୍ପଲ

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଲୋକସଭାରେ ବିତର୍କ ଚାଲିଛି। ଏଥିରେ ଉଭୟ ସରକାର ଏବଂ ବିରୋଧୀ ନିଜର ଯୁକ୍ତି ଉପସ୍ଥାପନ କରୁଛନ୍ତି। ମହିଳା ସଂରକ୍ଷଣ ବିଲରେ ଏସସି, ଏସଟି, ଓବିସି ଏବଂ ଅଳ୍ପସଂଖ୍ୟକ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରିଛନ୍ତି…

ଏହି ଦିନ ଓଟିଟିରେ ରିଲିଜ୍‌ ହେବ ‘ଗଦର ୨’

ସନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମ ପ୍ରେକ୍ଷାଳୟରେ ରାଜ୍‌ କରୁଛି। କିଛି ପ୍ରଶଂସକ ଅଛନ୍ତି ଯେଉଁମାନେ ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରଶଂସକଙ୍କ…

ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଭଲ: ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୦।୯: ମହିଳା ସଂରକ୍ଷଣ ବିଲ ଉପରେ ଆଜି ସଂସଦରେ ଆଲୋଚନା ହୋଇଛି। ଏଥିରେ ଭାଗ ନେଇ ଲୋକସଭାରେ ଟିଏମସି ଏମ୍‌ପି କାକୋଲି ଘୋଷ ଦସ୍ତିଦାର ସଂସଦରେ କହିଛନ୍ତି ଯେ, ଭାଜପା ମହିଳାଙ୍କୁ ଅପମାନିତ କରିବାରେ ଲାଗିଛି। ମହିଳାମାନେ ପୁରୁଷଙ୍କ ସହ ସମାନ…

ଭାରତ-କାନାଡା ତିକ୍ତତା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୦।୯: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ନୂତନ ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି। ଗତ କିଛି ଦିନ ହେବ କାନାଡା ସହ ଚାଲିଥିବା ଉତ୍ତେଜନା ଏବଂ ଭାରତର ପରବର୍ତ୍ତୀ ପଦକ୍ଷେପକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି।…

ଭାରତ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୦।୯ : ଭାରତ ଏବଂ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟା ଚାରି ହଜାରରୁ ଅଧିକ ରହିଛି। ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ବହୁ ଉଦ୍ୟମ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ ସେମାନଙ୍କସଂଖ୍ୟା…

ସନାତନ ଧର୍ମ ମନ୍ତବ୍ୟ ମାମଲା: ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ

ନୂଆଦିଲ୍ଲୀ,୨୦।୯: ସନାତନ ଧର୍ମ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଅଡୁଆ ଥମିବାର ନାଁ ଧରୁନି। ଏବେ ତାଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯାଇଛି। ଉଦୟାନିଧି ଷ୍ଟାଲିନଙ୍କ ବିରୋଧରେ ଏହି ମାମଲା ୟୁପିର ବାଡାଉନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri