ମହିଳା ସଂରକ୍ଷଣ ବିଲ୍ ଜରିଆରେ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଛି କଂଗ୍ରେସ: ନିଶିକାନ୍ତ ଦୁବେ
ନୂଆଦିଲ୍ଲୀ,୨୦।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଉପରେ ଆଲୋଚନା ହେଉଛି। ଏହି ଆଲୋଚନା ନୂଆ ସଂସଦ ଗୃହରେ ହେଉଛି। ଏଥିରେ ଯୋଗ ଦେଇ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କହିଛନ୍ତି…
ଭୁଲ୍ ନ ଥିଲେ ବି ସ୍ତ୍ରୀଙ୍କୁ କ୍ଷମା ମାଗନ୍ତି ବିକି
ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବଲିଉଡ୍ର ପାଓ୍ବାରଫୁଲ୍ ଦମ୍ପତି ଭାବେ ଜଣାଶୁଣା। ଉଭୟ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ମତ ରଖିଥାନ୍ତି। ନିକଟରେ ଏକ ସାକ୍ଷାତକାରରେ ବିଭି ସ୍ତ୍ରୀ କ୍ୟାଟ୍ରିନାଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଯୋଗୁ ମୋ…
ଆଇସିସି ବିଶ୍ୱକପ କ୍ରିକେଟ ଆନ୍ଥେମ ରିଲିଜ, ରଣବୀର ସିଂ-ପ୍ରୀତମଙ୍କ ଧମାକା…
ନୂଆଦିଲ୍ଲୀ,୨୦।୯ : ଏକଦିବସୀୟ ବିଶ୍ୱକପ କ୍ରିକେଟ ୨୦୨୩ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ମେଗା ଇଭେଣ୍ଟ ଅକ୍ଟୋବର ୫ ରୁ ଭାରତରେ ଆୟୋଜିତ ହେବ ଯେଉଁଥିରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଇତି ମଧ୍ୟରେ ଆଇସିସି ଦ୍ୱାରା ଏକଦିବସୀୟ ବିଶ୍ୱକପ…
ଦ୍ୱିତୀୟଥର ବିବାହ କଲେ ଏହି କ୍ରିକେଟର୍
ଇସଲାମାବାଦ୍,୨୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିଛନ୍ତି। ଦୁହେଁ ପ୍ରଥମେ ପାରମ୍ପରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ ପରିବାର ସଦସ୍ୟ…
ପୂର୍ବ ଚାଇନାରେ ଘୂର୍ଣ୍ଣିବଳୟ ତାଣ୍ଡବ, ୫ ମୃତ, ୧୩୭ ଘର ଧ୍ୱଂସ…
ବେଜିଂ,୨୦।୯ : ପୂର୍ବ ଚାଇନାରେ ହୋଇଥିବା ଘୂର୍ଣ୍ଣିବଳୟରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ବୁଧବାର ସରକାରୀ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘୂର୍ଣ୍ଣିବଳୟ…
ବିଶ୍ୱକପ କ୍ରିକେଟ: ୧୦ ଟିମରୁ ୭ କଲେ ଦଳ ଘୋଷଣା, ଚିନ୍ତାରେ ପାକିସ୍ତାନ-ବାଂଲାଦେଶ-ଶ୍ରୀଲଙ୍କା…
ନୂଆଦିଲ୍ଲୀ,୨୦।୯ : ଆଉ ୧୫ ଦିନ ପରେ ଭାରତରେ ଏକଦିବସୀୟ କ୍ରିକେଟ ବିଶ୍ୱକପ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ୧୩ ତମ ସଂସ୍କରଣ ଅକ୍ଟୋବର ୫ ରୁ ଆରମ୍ଭ ହେବ। ଅନ୍ତିମ ତଥା ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ ।…
‘ଏହା ମୋ ସ୍ବାମୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ଥିଲା’: ମହିଳା ସଂରକ୍ଷଣ ବିଲ୍କୁ ସୋନିଆଙ୍କ ସମର୍ଥନ
ନୂଆଦିଲ୍ଲୀ,୨୦।୯: ବୁଧବାର ସଂସଦର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନ। ସଂସଦର ତୃତୀୟ ଦିନରେ ମହିଳା ସଂରକ୍ଷଣ ବିଲ୍ ଅର୍ଥାତ୍ ନାରୀଶକ୍ତି ବନ୍ଦନ ବିଲ୍ ଉପରେ ବିତର୍କ ଲୋକ ସଭାରେ ଆରମ୍ଭ ହୋଇଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ କହିଛନ୍ତି ,…
ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇଲା ତୁର୍କୀ…
ନ୍ୟୁୟର୍କ,୨୦।୯ : ମିଳିତ ଜାତିସଂଘ ସାଧାରଣ ସଭାରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ସାଧାରଣ ସଭାର ୭୮ତମ ଅଧିବେଶନରେ ସେ ଦେଇଥିବା ଅଭିଭାଷଣରେ ପୁଣିଥରେ ପାକିସ୍ତାନ ପ୍ରତି ନିଜର ଆନୁଗତ୍ୟ…
ମିସ ୟୁନିଭର୍ସ ଇଭେଣ୍ଟକୁ ଏକ ଷଡଯନ୍ତ୍ର କହିଲେ ପାକିସ୍ତାନ ସରକାର…
ଇସଲାମାବାଦ,୨୦।୯ : ଆଜିକାଲି ପାକିସ୍ତାନୀ ମଡେଲ ଏରିକା ରବିନଙ୍କୁ ନେଇ ଅନେକ ବିବାଦ ଲାଗି ରହିଛି। ମିସ ୟୁନିଭର୍ସ ପାକିସ୍ତାନର ଟାଇଟଲ ଜିତିବାରେ ଏରିକା ହେଉଛନ୍ତି ପ୍ରଥମ ମଡେଲ। କିନ୍ତୁ ପାକିସ୍ତାନର କାର୍ଯ୍ୟନିର୍ବାହୀ ସରକାର ଏବଂ ସେଠାରେ ଥିବା କିଛି ଲୋକ…
କ୍ରୁରତା ପ୍ରମାଣ ବିନା ଛାଡ଼ପତ୍ର ସମ୍ଭବ ନୁହେଁ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୦।୯ : ସୁପ୍ରିମକୋର୍ଟ ଏକ ରାୟରେ କହିଛନ୍ତି ଦାମ୍ପତ୍ୟ ଜୀବନରେ କ୍ରୁରତାର ପ୍ରମାଣ ବିନା ଛାଡପତ୍ର ପ୍ରକ୍ରିୟାରେ ହାଇକୋର୍ଟ ଉଭୟଙ୍କ ମଧ୍ୟରେ ବିବାହ ଭଙ୍ଗ କରିପାରିବେ ନାହିଁ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ କହିଛନ୍ତି କ୍ରୁରତାର ରେକର୍ଡ ନ କରି ବିବାହକୁ…
ସମାନତା ଆଧାରରେ ସୁରକ୍ଷା ପରିଷଦର ସଂସ୍କାର ଜରୁରୀ: ଜାତିସଂଘ ମୁଖ୍ୟ ଗୁଟେରସ…
ଜେନେଭା,୨୦।୯ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ବିଶ୍ୱର ସମାନତା ଏବଂ ପ୍ରାସଙ୍ଗିକତା ଉପରେ ଆଧାର କରି ସୁରକ୍ଷା ପରିଷଦ (ୟୁଏନଏସସି) ରେ ସଂସ୍କାର ଆଣିବାକୁ ଆହ୍ବାନ କରିଛନ୍ତି। ସେ କହିଛନ୍ତି ୧୫ ସଦସ୍ୟ ବିଶିଷ୍ଟ ସଂସ୍ଥା ୧୯୪୫ର ରାଜନୈତିକ…
ପାକିସ୍ତାନର ପର୍ଦ୍ଦାଫାଶ: ମାନବ ଅଧିକାରର ଉଲ୍ଲଂଘନ ଅଭିଯୋଗ…
ଜେନେଭା,୨୦।୯: ଆମଷ୍ଟରଡାମ ସ୍ଥିତ ଇଏଫଏସଏଏସ ଥିଙ୍କ ଟ୍ୟାଙ୍କର ଅନୁସନ୍ଧାନକାରୀ ବିଶ୍ଳେଷକ ମାଇକେଲା ମୁଟୋଭସିଭ ପାକିସ୍ତାନୀ ସେନା ଦ୍ୱାରା ମାନବିକ ଅଧିକାରର ଉଲ୍ଲଂଘନ ତଥା ଅତ୍ୟାଚାର ପ୍ରସଙ୍ଗ ଉଠାଇଛନ୍ତି। ମିଳିତ ଜାତିସଂଘ ସାଧାରଣ ସଭାର ୫୪ ତମ ଅଧିବେଶନର ‘ୱର୍କିଂ ଗ୍ରୁପ ଅନ…
Archives


