Home

ମାତ୍ର ୩୫୦୦ ଟଙ୍କା ପାଇଁ ଆତ୍ମହତ୍ୟା କରିଥିଲେ ମୁନାଓ୍ବାରଙ୍କ ମା’, କଷ୍ଟରେ ବିତିଥିଲା ପିଲାଦିନ

ବମ୍ବେ: ବିଗ୍‌ବସ୍‌ ଯିବା ପରଠାରୁ ଚର୍ଚ୍ଚାରେ କମେଡିଆନ୍‌ ତଥା ପ୍ରତିଯୋଗୀ ମୁନାଓ୍ବାର। ସେ ନିଜର କବିତା, ସ୍ବଭାବକୁ ନେଇ ଦର୍ଶକଙ୍କ ମନ କିଣୁଛନ୍ତି। ସେ ଫାଇନାଲରେ ପ୍ରବେଶ କରିବା ନିଶ୍ଚିତ ବୋଲି କୁହାଯାଉଛି। ଏମିତିରେ ମୁନାଓ୍ବାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା…

ମାଇନସ୍‌ ୧୬ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ସୈନିକଙ୍କ ସହ ପୁଶ୍‌ଅପ୍‌ କଲେ ମହିଳା, ଭିଡିଓ ଦେଖିଲେ…

ସୈନିକମାନଙ୍କର କାର୍ଯ୍ୟ କେତେ ଯେ, କଷ୍ଟସାଧ୍ୟ ତାହା ଆପଣ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ଉତ୍ତର ଭାରତର ଲୋକମାନେ ଶୀତଦିନେ ନିଜକୁ କମ୍ବଳ ଭିତରେ ରଖୁଥିବା ବେଳେ ସୈନିକମାନେ ବରଫର ମୋଟା ଚାଦର ମଧ୍ୟରେ ଦେଶକୁ ଜଗିଥାନ୍ତି। ଏପରି ପରିସ୍ଥିତିରେ ସେମାନେ…

ସମସ୍ତ ବିଶ୍ୱବିଦ୍ୟାଳୟ-କଲେଜରେ ଲଗାଯିବ ମୋଦିଙ୍କ ଫଟୋ : ୟୁଜିସି ପଠାଇଲା ଚିଠି…

ନୂଆଦିଲ୍ଲୀ,୨।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ଲଗାଯିବ। ଏହା ସହିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଠିକ ନିଜ ନିଜର ସେଲଫି ପଏଣ୍ଟ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କହିଛି। ୟୁଜିସିର…

କ୍ଲାସରେ ରିଲେଶନଶିପ୍‌ ଉପରେ ପରାମର୍ଶ ଦେଲେ ଶିକ୍ଷକ, ପୁଅଙ୍କ ଭାବାବେଗ ସହ ଖେଳିବ ନାହିଁ…ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨।୧୨:ସ୍କୁଲ ଓ କଲେଜକୁ ବିଦ୍ୟାର ମନ୍ଦିର କୁହାଯାଏ। ଏଠାରେ କେବଳ ଶିକ୍ଷାଦାନ ନୁହେଁ ଚରିତ୍ର ଗଠନ ହୋଇଥାଏ। ଏହାକୁ ମଣିଷ ତିଆରି କାରଖାନା କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ। ସ୍କୁଲ-କଲେଜରେ ଶିକ୍ଷୟତ୍ରୀ ଓ ଶିକ୍ଷକ ବହିଜ୍ଞାନ ବ୍ୟତୀତ ଜୀବନ ସହ ଜଡିତ…

ଫିଲ୍ମ ଦୁନିଆକୁ ଅଲବିଦା କରିବେ ଇଲିଆନା, କାରଣ…

ମୁମ୍ବାଇ : ଅନେକ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଦୀର୍ଘ ଦିନ ଧରି ଚଳଚ୍ଚିତ୍ର ଜଗତରୁ ଦୂରେଇ ରହିଛନ୍ତି। ସମ୍ପ୍ରତି ଅଭିନେତ୍ରୀ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି । ତେବେ ତାଙ୍କ ପ୍ରଶଂସକମାନେ ଇଣ୍ଡଷ୍ଟ୍ରି ଏବଂ ଚଳଚ୍ଚିତ୍ରରେ ତାଙ୍କର…

ଦାମ୍ପତ୍ୟ ଜୀବନରେ ସ୍ତ୍ରୀଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ବଳାତ୍କାର କି ? କ’ଣ କହୁଛି ଆଇନ…

ନୂଆଦିଲ୍ଲୀ,୨।୧୨ : ବୈବାହିକ ଜୀବନରେ ବଳାତ୍କାର ଏକ ବିଷୟ ଯାହାକୁ ଅଣଦେଖା କରାଯାଇପାରିବ ନାହିଁ। ଭାରତ ସମେତ ସାରା ବିଶ୍ୱରେ ମହିଳାମାନେ ଏହାର ଶିକାର ହେଉଛନ୍ତି। ଅନେକ ସମାଜରେ, ଏହି ଚିନ୍ତାଧାରା ଜାରି ରହିଛି ବିବାହ ପରେ ସ୍ବାମୀଙ୍କର ସ୍ତ୍ରୀଙ୍କ ଶରୀର…

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର ଗଢିବା…

ମୃତ ଯୁବକଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି ପରିବାର ସଦସ୍ୟ, ହମାସ ଆକ୍ରମଣରେ ହୋଇଥିଲା ମୃତ୍ୟୁ…

ଜେରୁଜେଲମ,୨।୧୨ : ହମାସ ଆକ୍ରମଣରେ ନିହତ ହୋଇଥିବା ଯୁବକମାନଙ୍କର ପରିବାର ବର୍ଗ ସେମାନଙ୍କ ଶୁକ୍ରାଣୁ ସଂରକ୍ଷଣ କରୁଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏହା ଦ୍ୱାରା ଏକ ନୂତନ ଆଶାର କିରଣ ଦେଖୁଛନ୍ତି। ଏହି କାରଣରୁ ଇସ୍ରାଏଲରେ ଲୋକମାନେ ନିଜ…

ଜାଣନ୍ତି କି ବିମାନ ଉଡ଼ାଣ ଏବଂ ଅବତରଣ ସମୟରେ କ୍ରୁ ମେମ୍ବର ଜଙ୍ଘ ତଳେ କାହିଁକି ରଖିଥାନ୍ତି ହାତ

ବିମାନରେ ଯାତ୍ରା କରିବା ଏକ ନିଆରା ଅନୁଭୂତି। ଲୋକମାନେ ମଧ୍ୟ ଏହି ଯାତ୍ରା ସମୟରେ ବହୁତ କିଛି ଶିଖିବାକୁ ପାଇଥାନ୍ତି। ଯଦି ଆପଣ ବିମାନ ଭିତରେ ଥିବା ବିଭିନ୍ନ ଜିନିଷକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ, ସେଗୁଡ଼ିକ ବହୁତ ଆଶ୍ଚର୍ଯ୍ୟଜନକ।…

ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ଇସଲାମାବାଦ,୨।୧୨ : ପାକିସ୍ତାନର ପଞ୍ଜାବର ସାଦିକାବାଦର ଅହମ୍ମଦପୁର ଲୁମ୍ମା ସହରର ଏକ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗି ଏହାକୁ ମଦ୍ରାସାରେ ପରିଣତ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ବିବାଦ ଆରମ୍ଭ ହୋଇଛି। ଭାଇରାଲ…

ଅଟୋ ଚଳାଇବାବେଳେ ମହମ୍ମଦ ରଫିଙ୍କ ଗୀତ ଗାଇଲେ ଡ୍ରାଇଭର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨।୧୨: କିଏ ପ୍ୟାଶନ ଭାବେ ଗୀତ ବୋଲିଥାଏ ତ କାହାକୁ ଖୁସି ଲାଗିଲେ ଗୀତ ବୋଲିଥାଏ। ହେଲେ ନିକଟରେ ଏକ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ଜଣେ ଅଟୋ ଡ୍ରାଇଭର ଅଟୋ ଚଳାଇବାବେଳେ ଗୀତ ବୋଲୁଛନ୍ତି। ସେ ବି…

ଯୁବବର୍ଗଙ୍କ ହାତରେ ଭାରତର ଭବିଷ୍ୟତ: ଜାତିସଂଘରେ ଚର୍ଚ୍ଚା…

ଜେନେଭା,୨।୧୨: ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ଏକ କାର୍ଯ୍ୟକ୍ରମରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତର ଯୁବବର୍ଗଙ୍କ ଜନସଂଖ୍ୟା ବିଶ୍ୱରେ ସର୍ବାଧିକ। କାମ୍ବୋଜ କହିଛନ୍ତି ଆମର ଯୁବବର୍ଗମାନେ ଭବିଷ୍ୟତ ଗଠନ କରୁଛନ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ସ୍ଥାୟୀ ବିକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?