ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ବିଶେଷ କରି ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଘରୋଇ ବଜାରରେ କଞ୍ଚାମାଲର ଅଭାବ କାରଣରୁ ଯାନ ଦର ବୃଦ୍ଧି କରାଯାଉଛି ବୋଲି ଅଟୋମେକରଙ୍କ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ପହଞ୍ଚିଲେ ମାଇକ୍ରୋସଫ୍ଟ ସିଇଓ ବିଲ ଗେଟ୍ସ

ଭୁବନେଶ୍ୱର,୨୭।୨: ଭୁବନେଶ୍ବରରେ ପହଞ୍ଚିଲେ ମାଇକ୍ରୋସଫ୍ଟର ପୂର୍ବତନ ସିଇଓ ବିଲ ଗେଟ୍ସ। ବୁଧବାର ଅର୍ଥାତ୍‌ କାଲି କୃଷି ଭବନ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ଏହି ଗସ୍ତରେ ବିଲ...

Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍‌ କରନ୍ତୁ ରାସନ କାର୍ଡ

ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ମିଳିବ ମାଗଣା ରାସନ। ପ୍ରତିମାସରେ ମାଗଣା ଚାଉଳ-ଗହମ ସହ ଅନ୍ୟ ଜିନିଷ ମଧ୍ୟ ମିଳିବ। କିନ୍ତୁ ଆସନ୍ତା ମାର୍ଚ୍ଚ...

୧୪୫ କୋଟିର ଚାକିରି ଛାଡ଼ିଥିଲେ, ଏବେ ୮,୩୦୦ କୋଟିର କମ୍ପାନୀ ଛିଡ଼ା କରି ଚର୍ଚ୍ଚାରେ ଏହି ମହିଳା

ପାକିସ୍ତାନୀ ବଂଶୋଦ୍ଭବ ସୁନୀରା ମଧାନୀ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ମହିଳା ବ୍ୟବସାୟୀ। ସେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ସ୍ନାତକ କରିଥିଲେ। ପରେ ସେ ଆମେରିକାର...

ଯଦି ଆକାଉଣ୍ଟକୁ ନ ଆସେ ପିଏମ୍‌ କିଷାନ ୧୬ତମ କିସ୍ତି ଟଙ୍କା, ଏଭଳି କରିପାରିବେ ଅଭିଯୋଗ, ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନାର ୧୬ତମ କିସ୍ତି ବୁଧବାର ଅର୍ଥାତ ଫେବୃଆରୀ ୨୮ରେ କୃଷକଙ୍କ ଖାତାକୁ ପଠାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକଙ୍କ...

ବିମାନରେ ଯାତ୍ରା କରୁଛନ୍ତି କି ଆସିଲା ଖୁସିଖବର: ୧୪ ବନ୍ଦରରେ ଡିଜି ସର୍ଭିସ, ଭୁବନେଶ୍ୱର….

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଡିଜି ଯାତ୍ରା ସର୍ଭିସ ନେଇ ଯୋଜନା ପ୍ରସ୍ତୁତି ହୋଇଛି। ଚଳିତ ବର୍ଷ ଦେଶର ୧୪ ନୂଆ...

ହୋଲି ପୂର୍ବରୁ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ଉପହାର: ବଢିବ ଦରମା, ପେନସନ, ଜାଣନ୍ତୁ ସମସ୍ତ ସୂଚନା

ନୂଆଦିଲ୍ଲୀ,୨୭।୨: ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଅପେକ୍ଷା କରିଥିବା କେନ୍ଦ୍ରୀୟ କର୍ମଚାରୀମାନେ ଖୁବ୍‌ଶୀଘ୍ର ହୋଲି ଉପହାର ପାଇପାରନ୍ତି। ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର...

ଚାଷୀଙ୍କ ପାଇଁ ଖୁସି ଖବର: ବୁଧବାର ଆସିବ ୧୬ ତମ କିସ୍ତି, ଆପଣଙ୍କୁ ମିଳିବ କି ନାହିଁ ଏପରି କରନ୍ତୁ ଯାଞ୍ଚ

ନୂଆଦିଲ୍ଲୀ,୨୭।୨: ଯଦି ଆପଣ ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ...

କାରଖାନା ପରିସରରେ ଚାଲିବ ବୈଦ୍ୟୁତିକ ଯାନ

ଭୁବନେଶ୍ୱର,୨୭।୨ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ତଥା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି) ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ଗୋ ଗ୍ରୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri