ମନ୍ତ୍ରୀଙ୍କୁ ଭେଟିଲେ, ଚାଲିବ ଆନ୍ଦୋଳନ
ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ସରକାରୀ ଅନୁଦାନ ନୀତି (ଜିଆଇଏ) ଲାଗୁ କରିବା ପାଇଁ ସମସ୍ତ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ ୨ ଓ ଯୁକ୍ତ ୩) ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ଗାନ୍ଧୀମାର୍ଗରେ ୭୫ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ…
ସ୍କ୍ରବ୍ ଅଣାୟତ୍ତ: ସୁନ୍ଦରଗଡ଼ରେ କେନ୍ଦ୍ରୀୟ ଟିମ୍
ସୁନ୍ଦରଗଡ଼,୧।୧୦(ଜୟ ନାରାୟଣ ମେଣ୍ଡୁଳି)ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ। ଗତ୨୪ଘଣ୍ଟାରେ ୩ ନୂଆ ସଂକ୍ରମିତ ଚିହ୍ନଟ ପରେ ଏବେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୨୯୫ରେ ପହଞ୍ଚିଛି। ଶୁକ୍ରବାର ଜିଲାରେ ୬ ଜଣିଆ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ…
୧୪ ଦିନିଆ ନ୍ୟାୟିକ ହେପାଜତରେ ସୁଖପାଲ ସିଂ
ଚଣ୍ଡିଗଡ,୧।୧୦: ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ ଶେଷ…
କାର୍ ମାଡ଼ିଯାଇ ଶ୍ରମିକ ମୃତ, ଚାଳକ ଫେରାର
ଭୁବନେଶ୍ୱର,୧।୧୦(ସତ୍ୟଜିତ୍ ରାଉତ)ରାଜଧାନୀରେ ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଜମହଲ ଫୁଟ୍ପାଥ୍ରେ ଶୋଇଥିବା ଜଣେ ଶ୍ରମିକଙ୍କ ଉପରେ କାର୍ ମାଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ପୁରୀ ଜିଲା ପିପିଲି ଅଞ୍ଚଳର ଦିନବନ୍ଧୁ…
ଆଜିଠୁୁ ଅନ୍ଲାଇନ ଗେମିଂ ମହଙ୍ଗା
ଭୁବନେଶ୍ୱର ,୧।୧୦ (ଅଭୟ ଦାଶ): ବର୍ତ୍ତମାନ ସମୟରେ ଅନ୍ଲାଇନ ଗେମିଂର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଫଳରେ ଭାରତରେ ପ୍ରଚଳିତ ଏବଂ କାର୍ଯ୍ୟକ୍ଷମ ଅନ୍ଲାଇନ ଗେମିଂ ପ୍ଲାଟ୍ଫର୍ମ (କମ୍ପାନୀ)ଗୁଡିକ ସରକାରଙ୍କୁ କୌଣସି ପ୍ରକାର ଟିକସ ଦେଉ ନ ଥିବାବେଳେ କୋଟି କୋଟି…
ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍୧
ନୂଆଦିଲ୍ଲୀ,୧।୧୦: ଇସ୍ରୋ ଶନିବାର ଭାରତର ସୂର୍ଯ୍ୟ ମିଶନ ବିଷୟରେ ବଡ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ କିଲୋମିଟରରୁ…
ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି
ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍ଗୋସ୍ଥିତ ଗୁରୁଦ୍ୱାରାକୁ…
କୋଟା କୋଚିଂ ସେଣ୍ଟରରେ ଆତ୍ମହତ୍ୟା ରୋକିବା ପାଇଁ ନୂଆ ନିୟମ: ନବମ ଶ୍ରେଣୀ ପରେ ମିଳିବ ନାମଲେଖା ସୁଯୋଗ…
ଜୟପୁର,୩୦।୯ : ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ ହେବ।…
୧୦ ଲକ୍ଷ ଟଙ୍କାର ନକଲି ପ୍ରସାଧନ ସାମଗ୍ରୀ ଜବତ
ବ୍ରହ୍ମପୁର,୩୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଲାକ୍ମି ବ୍ରାଣ୍ଡ କମ୍ପାନୀର ନକଲି ପ୍ରସାଧନ ସମାଗ୍ରୀ ବିକ୍ରି ହେଉଥିବା ନେଇ ହିନ୍ଦୁସ୍ତାନ ଲିଭର୍ କମ୍ପାନୀ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ଆଧାର କରି ଶନିବାର ବଡ଼ବଜାର ଏବଂ ଟାଉନ୍ ଥାନା ପୋଲିସ ପକ୍ଷରୁ ଏକାଧିକ ସ୍ଥାନରେ…
ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…
ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ ପାଇଁ…
ତେଲ ପାଇପ୍ଲାଇନ୍ରେ ବଡ଼ଧରଣର ଅଗ୍ନିକାଣ୍ଡ, ୩ ଆହତ
କିଭ୍,୩୦ା୯: ପଶ୍ଚିମ ୟୁକ୍ରେନର ତେଲ ପାଇପ୍ଲାଇନ୍ରେ ବଡ଼ଧରରଣ ଅଗ୍ନିକାଣ୍ଡ ଘଟିଛି। ପଶ୍ଚିମ ୟୁକ୍ରେନ ଇଭାନୋ-ଫ୍ରାଙ୍କିଭସ୍କର ଥିବା ତେଲ ପାଇପ୍ଲାଇନ୍ରେ ଏହି ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି ବୋଲି ଜରୁରୀକାଳିନ ସେବାପକ୍ଷରୁ ଶନିବାର କୁହାଯାଇଛି। ସୋସିଆଲ ମିଡିଆରେ ଶେୟାର ହୋଇଥିବା…
୧୦ ହଜାର ମିଟର ଦୌଡରେ ଭାରତକୁ ରୋପ୍ୟ-ବ୍ରୋଞ୍ଜ ପଦକ…
ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ଭାରକ ୧୦ ହଜାର ମିଟର ଦୌଡରେ ୨ଟି ପଦକ ହାସଲ କରିଛି। ଭାରତ ପାଇଁ କାର୍ତ୍ତିକ କୁମାର ୨୮:୧୫:୩୮ ଟାଇମିଂରେ ରୌପ୍ୟ ପଦକ ଜିତିଥିବାବେଳେ ଗୁଲବୀର ସିଂ ୨୮:୧୭:୨୧ ଟାଇମିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତ…
Archives


