Odisha Elections 2024
Posted inଫୁରସତ

ଆୟୁଷ୍ମାନ ଯୋଗରେ ଆସିବ ନୂଆବର୍ଷ ୨୦୨୪: ବିବାହ ପାଇଁ ଏହା କରନ୍ତୁ ପ୍ରେମୀ ଯୁଗଳ…

ପ୍ରୟାଗରାଜ : ନୂତନ ବର୍ଷ ୨୦୨୪ ଆସିବାକୁ ଯାଉଛି। ତେବେ ଅତିବାହିତ ଥିବା ପ୍ରେମୀଯୁଗଳଙ୍କ ପାଇଁ ନୂଆବର୍ଷ ବହୁ ସମ୍ଭାବନା ନେଇ ଆସୁଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୪ ବର୍ଷ ଆୟୁଷ୍ମାନ ଯୋଗରେ ଆସିବାକୁ ଯାଉଛି ଏବଂ ଏହି ଯୋଗକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ। ଏପରି ପରିସ୍ଥିତିରେ, ଯଦି ପ୍ରେମୀଯୁଗଳ ବିବାହ କରିବାକୁ ଇଚ୍ଛା କରନ୍ତି ଅବା କେହି ଜଣେ ଭଲ ଜୀବନସାଥୀ ଖୋଜୁଛନ୍ତି, ତେବେ ନୂତନ ବର୍ଷ ୨୦୨୪ ସେମାନଙ୍କୁ ମନ ପସନ୍ଦର ଜୀବନସାଥୀ ଦେବାକୁ ସକ୍ଷମ ହେବ।

ଜ୍ୟୋତିଷ ପଣ୍ଡିତ ମନୀଷ ଉପାଧ୍ୟାୟ କହିଛନ୍ତି ଏଥର ନୂଆ ବର୍ଷ ୨୦୨୪ ଆୟୁଷ୍ମାନ ଯୋଗରେ ଆରମ୍ଭ ହେବାକୁ ଯାଉଛି ଏବଂ ଆୟୁଷ୍ମାନ ଯୋଗରେ ନୂତନ ବର୍ଷର ଆଗମନ ଏକ ଉତ୍ତମ ଏବଂ ଶୁଭ ସଙ୍କେତ ଅଟେ। ସେ କହିଛନ୍ତି ନୂଆ ବର୍ଷ ଆରମ୍ଭରେ ମଳମାସ ରହିବ କିନ୍ତୁ ଏହା ପରେ ମାଘମାସ ଆସିବ। ଯେଉଁମାନେ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହି ମାଘମାସ ବହୁତ ଭଲ ସମୟ। ଉପାଧ୍ୟାୟ କହିଛନ୍ତି ଯଦି ବିବାହ କରିବାକୁ ଇଚ୍ଛା କରୁଥିବା ପ୍ରେମୀ ଯୁଗଳ ଅବା ବିବାହ କରିବାକୁ ଚାହୁଁଥିବା ଯୁବତୀ ଯୁବକ ଦୁର୍ଗା ସପ୍ତଶତୀରେ ଥିବା ଶ୍ଳୋକର ଦୁଇଟି ପଦ ପାଠ କରନ୍ତି, ତେବେ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ମନ ପସନ୍ଦର ଜୀବନ ସାଥୀ ପାଇବେ।

ଜ୍ୟୋତିଷ ଉପାଧ୍ୟାୟଙ୍କ ଅନୁଯାୟୀ, ଯଦି ଯୁବକ ନୂଆ ବର୍ଷରେ ବିବାହ କରିବାକୁ ଇଚ୍ଛା କରନ୍ତି ତେବେ ‘ ପତ୍ନୀ ମନୋରାମାଂ ଦେହି ମନୋବ୍ରୁତାନୁ ସାରିଣୀମ।’ ପାଠ କରିବା ଉଚିତ। ା

ଅପରପକ୍ଷରେ ଅବିବାହିତା ଯୁବତୀମାନେ ‘କାତ୍ୟାୟାନୀ ମହାମାୟେ ମହାଯୋଗିନୀଧିଶ୍ୱରୀ, ନନ୍ଦାଗୋପସୁତମ ଦେବୀପତିମେ ମେ କୁରୁ ତେ ନମଃା’ ପାଠ କରିବା ଦ୍ୱାରା ଉପଯୁକ୍ତ ଜୀବନ ସାଥୀ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri