Home

କରୋନା ପାଇଁ ପୁଣି ବନ୍ଦ ହେବ କି ଇଣ୍ଟରନ୍ୟାଶନାଲ କ୍ରିକେଟ, ଆଇପିଏଲ ୨୦୨୪ର କ’ଣ ହେବ?

ନୂଆଦିଲ୍ଲୀ,୨୫।୧୨: କରୋନା ପୁଣି ଥରେ ଭୟଭୀତ କରାଇଲାଣି। ଗତ କିଛି ସପ୍ତାହ ମଧ୍ୟରେ ଦେଶ ତଥା ବିଶ୍ୱରେ ଏହାର ବିପର୍ଯ୍ୟୟ ବୃଦ୍ଧି ପାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ଏକ ରିପୋର୍ଟରୁ ଜଣାପଡିଛି ଯେ, ଗତ ଏକ ମାସ ମଧ୍ୟରେ…

ମହାରେକର୍ଡ ଲକ୍ଷ୍ୟରେ ବିରାଟ କୋହଲି

ସେଞ୍ଚୁରିଅନ,୨୫।୧୨: ୨୦୨୩ ବର୍ଷର ଶେଷ ମ୍ୟାଚ ଖେଳିବାକୁ ଟିମ ଇଣ୍ଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଟିମ…

ଇମ୍ରାନଙ୍କୁ ଝଟ୍‌କା, ନିର୍ବାଚନ କମିଶନଙ୍କ ଲିଷ୍ଟରେ ନାହିଁ ଦଳର ନାମ

ଇସଲାମାବାଦ,୨୫।୧୨: ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଦେଶରେ ପଞ୍ଜୀକୃତ ରାଜନୈତିକ ଦଳର ଏକ ନୂତନ ତାଲିକା ପ୍ରକାଶ କରିଛି। ସର୍ବଶେଷ ତାଲିକା ଅନୁଯାୟୀ ପାକିସ୍ତାନରେ ପଞ୍ଜୀକୃତ ରାଜନୈତିକ ଦଳର ସଂଖ୍ୟା ୧୭୫ରେ ପହଞ୍ଚିଛି। ଏହା ସହିତ ନିର୍ବାଚନ କମିଶନ ପାକିସ୍ତାନ ତେହେରିକ-ଇ-ଇନସାଫ…

ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…

ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ ସ୍ନାପଚାଟ…

ଖ୍ରୀଷ୍ଟମାସର ପୂର୍ବ ସନ୍ଧ୍ୟାରେ ଫୁଟିଲା ଗୁଳି, ଜଣେ ମୃତ

କଲରାଡୋ,୨୫।୧୨: ଖ୍ରୀଷ୍ଟମାସ ଅବସରରେ ଆମେରିକାର କଲୋରଡୋସ୍ଥିତ ଏକ ସପିଂ ସେଣ୍ଟରରେ ଗୁଳି ବିନିମୟ ହୋଇଥିଲା। ସପିଂ ସେଣ୍ଟରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଚିମୁଟାଏ ଧୂଳିର ମୂଲ୍ୟ କୋଟି କୋଟି ଟଙ୍କା: ମାତ୍ର ୩ ଦେଶ ପାଖରେ ଅଛି ଏହି ଧୂଳି

ଧୂଳିର ମୂଲ୍ୟ ବୋଲି କିଛି ନ ଥାଏ। ବୋଧହୁଏ ସେଥିପାଇଁ ଲୋକେ କୁହନ୍ତି, ସେ ମୋ ପାଦ ଥିବା ଧୂଳି ସହିତ ମଧ୍ୟ ସମାନ ନୁହେଁ। ଲୋକମାନେ ଧୂଳି ଏବଂ ମାଟିର ମହତ୍ତ୍ୱ ବୁଝନ୍ତି ନାହିଁ କାରଣ ଏହା ପୃଥିବୀର ସବୁ…

ନିଆରା ଗାଁ, ଯେଉଁଠି କାହାର କିଛି ମନେ ରହେ ନାହିଁ

ଆଜିକାଲି ଲୋକଙ୍କ ପାଖରେ ଏତେ କାମ ଯେ, ସେମାନଙ୍କୁ ଅନେକ ଜିନିଷ ମନ ଭିତରେ ରଖିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ କିଛି ଭୁଲିଯିବା ବଡ଼ କଥା ନୁହେଁ। ତଥାପି ଭୁଲିଯିବାର ଏହି ଅଭ୍ୟାସ ବା ରୋଗ ବ୍ୟକ୍ତିର ଜୀବନକୁ ବହୁତ ପ୍ରଭାବିତ…

ଚାଇନା ଭୂକମ୍ପରେ ମୃତକଙ୍କ ସଂଖ୍ୟା ୧୪୯ ଛୁଇଁଲା, ଗାନସୁ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷତି

ବେଜିଂ,୨୫।୧୨: ଚାଇନାରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୧୪୯ରେ ପହଞ୍ଚିଛି ଏବଂ ଦୁଇ ଜଣ ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଡିସେମ୍ବର ୧୮ରେ ଚାଇନାର ଉତ୍ତର-ପୂର୍ବ ଭାଗରେ ୬.୨ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା। ଗତ ୯ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଏହା ସବୁଠାରୁ…

ପୁଣି ଚର୍ଚ୍ଚାରେ ଟିକଟିକ, ଏହାକୁ ନେଇ ପାକିସ୍ତାନରେ ଫତଓ୍ବା ଜାରି

ଇସଲାମାବାଦ,୨୫।୧୨: ପାକିସ୍ତାନ ସିନ୍ଧ ପ୍ରଦେଶର ରାଜଧାନୀ କରାଚିର ଏକ ଅଗ୍ରଣୀ ଧାର୍ମିକ ବିଦ୍ୟାଳୟ ଜାମିଆ ବିନୋରିଆ ଟାଉନ ଟିକ୍‌ଟକ୍‌ ସମ୍ବନ୍ଧରେ ଏକ ଫତୱା ଜାରି କରିଛନ୍ତି। ପାକିସ୍ତାନୀ ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଟିକଟକକୁ ବେଆଇନ ଏବଂ ହରାମ ବୋଲି ସ୍କୁଲ…

ଆକ୍ରାନ୍ତ ହରାଇବେ କଥା କହିବା ଶକ୍ତି: କରୋନାର ନୂଆ ଭାରିଆଣ୍ଟ ନେଇ ଆତଙ୍କ…

ନୂଆଦିଲ୍ଲୀ,୨୫।୧୨ : ଦୀର୍ଘ ଦିନର ବିରତି ପରେ କରୋନା ମହାମାରୀ ପୁଣି ଥରେ ଦେଶରେ ବ୍ୟାପିବାରେ ଲାଗିଲେ। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ନୂଆ ଭାରିଆଣ୍ଟ ଜେଏନ.ବ ନେଇ…

ମଧ୍ୟ ପ୍ରଦେଶରେ ୨୮ ମନ୍ତ୍ରୀ ନେବେ ଶପଥ

ଭୋପାଳ,୨୫।୧୨: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ଭାରତୀୟ ଜନତା ପାର୍ଟି (ଭାଜପା)ଜିତିବାର ତିନି ସପ୍ତାହରୁ ଅଧିକ ସମୟ ଅତିବାହିତ ହୋଇଛି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଏକ ସପ୍ତାହ ମଧ୍ୟରେ ଦଳ ଏକ ସହମତି ପ୍ରକାଶ କରିଥିଲା,…

ଭାଇବୋହୂଙ୍କ ସହ ଡ୍ୟାନ୍ସ କଲେ ସଲମାନ

ବଲିଉଡ୍‌ ଅଭିନେତା ଅରବାଜ ଖାନ ମେକଅପ କଳାକାର ଶୌରା ଖାନଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। କରିଥିଲେ। ଅରବାଜ-ଶୌରାଙ୍କ ବିବାହ ଭଉଣୀ ଅର୍ପିତା ଖାନଙ୍କ ଘରେ ହୋଇଥିଲା। ସଲମାନଙ୍କ ବ୍ୟତୀତ ଅନେକ ତାରକା ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ବିବାହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?