ପାକିସ୍ତାନ ଖେଳାଳିଙ୍କୁ ଶାମି କହିଲେ- ସୁଧୁରି ଯାଅ; ଦେଖନ୍ତୁ ଭିଡିଓ…
ନୂଆଦିଲ୍ଲୀ,୨୨।୧୧: କ୍ରିକେଟ ବିଶ୍ୱକପ୍ ୨୦୨୩ ଫାଇନାଲରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ହେଲେ ଟୁର୍ନାମେଣ୍ଟରେ ଦଳର କିଛି ଖେଳାଳି ଶ୍ରେଷ୍ଠ ପ୍ରଦର୍ଶନ କରି ଏକାଧିକ ରେକର୍ଡ ନିଜ ନାମରେ କରିଥିଲେ। ଏଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ରହିଥିଲେ,…
ଦେହରେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ଅଟୋଚାଳକ, ଆଜି ବୁଜିଲେ ଆଖି
ଭୁବନେଶ୍ୱର,୨୨ା୧୧: ପାରିବାରିକ କଳହ ଯୋଗୁ ରାଜଧାନୀର ବଡ଼ଗଡ଼ ଥାନା କେସୁରା ଗାଁର ଲକ୍ଷ୍ମଣ ପ୍ରଧାନଙ୍କ ବୁଧବାର ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମଙ୍ଗଳବାର ଲକ୍ଷ୍ମଣ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର…
ଫିଲ୍ମ ‘ଡଙ୍କି’ ପାଇଁ ମିଳିବନି ଟିକେଟ୍, ଘରୁ ନେବାକୁ ପଡ଼ିବ ସୋଫା
ବଲିଉଡର କିଙ୍ଗ ଶାହାରୁଖ ଖାନ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ଡଙ୍କି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଶାହାରୁଖ ପ୍ରଶଂସକଙ୍କୁ ସରପ୍ରାଇଜ୍ ଦେଇ ଏକ୍ସରେ ଆସ୍କ ଏସଆରକେ ସେଶନ୍ ରଖିଥିଲେ। ଏଥିରେ ସେ ପୁଣି ଥରେ ପ୍ରଶଂସକଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଇଥିଲେ।…
ଅଲଗା ହେବେ କି ଅଭିଷେକ-ଐଶ୍ୱର୍ଯ୍ୟା
ବଲିଉଡ୍ର ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ମତଭେଦ ରହିଥିବାର ଖବର ଆସିଛି। ଯଦିଓ ଦୁହେଁ ଏ ବିଷୟରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ଅନେକ ଆଲୋଚନା ହେଉଛି ଐଶ୍-ଅଭିଷେକଙ୍କ ଦାମ୍ପତ୍ୟ ଜୀବନ ଭଲରେ…
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ
ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍ ଅଭିଯୋଗରେ ଅନ୍ୟ…
ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ,୨୨।୧୧: ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏୟାର ଇଣ୍ଡିଆ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ବୈଧ ଟିକେଟ ଧରିଥିବା ଯାତ୍ରୀମାନଙ୍କୁ ବୋର୍ଡିଂକୁ ମନା କରିଦେଇଥିବାରୁ ଡିଜିସିଏ ଏୟାର ଇଣ୍ଡିଆ ଉପରେ…
ସ୍ବାମୀ ଜାଣି ନ ଥିଲେ ବୁଢ଼ା ପ୍ରେମିକଙ୍କ ସହ ରାତିରେ ଗପୁଥିଲେ ସ୍ତ୍ରୀ, ଜାଣିଲା ପରେ…
ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ଏପରି ହୋଇଥାଏ ଯେ, ଯଦି ବିଶ୍ୱାସ ଥାଏ ତେବେ ସବୁକିଛି ଠିକ୍ ରହିଥାଏ। ନଚେତ୍ ମାମଲା ଆହୁରି ଖରାପ ହୋଇଯାଏ। ଉଭୟ ସୁଖ ଏବଂ ଦୁଃଖରେ ପରସ୍ପରକୁ ସମର୍ଥନ କରନ୍ତି। ଯଦି ସମୟ ଭଲ ନ ଥାଏ ତେବେ…
ରାହୁଲଙ୍କ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଭାଜପା
ନୂଆଦିଲ୍ଲୀ,୨୨।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାଜପା ବୁଧବାର ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ମଧ୍ୟ ଆୟୋଗର ଦ୍ୱାରସ୍ଥ ହୋଇଛି। କେନ୍ଦ୍ର…
୧୧ଦିନରେ ଦେଶରେ ହେବ ୩୮ଲକ୍ଷ ବାହାଘର
ନୂଆଦିଲ୍ଲୀ,୨୨।୧୧: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିବାହ ଋତୁ। ମାର୍କେଟରେ ସେ ଲାଗି ଗହଳ ଚହଳ ଆରମ୍ଭ ହୋଇଯିବ। କିନ୍ତୁ ଏଥର ବିବାହ ଋତୁ କିଛି ଖାସ୍ ହେବାକୁ ଯାଉଛି। ବିବାହ ଋତୁ ନଭେମ୍ବର ୨୩ ଗୁରବାରରେ ଆରମ୍ଭ…
ଚେତାବନୀ ପରେ ସଫେଇ ଦେଲେ ସ୍ବାମୀ ରାମଦେବ
ହରିଦ୍ୱାର,୨୨।୧୧: ଯୋଗ ଗୁରୁ ସ୍ବାମୀ ରାମଦେବ ବୁଧବାର ସଫେଇ ଦେଇଛନ୍ତି। ହରିଦ୍ୱାରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ବିଭିନ୍ନ ଗଣମାଧ୍ୟମ ସାଇଟରେ ଏକ ଖବର ଭାଇରାଲ ହେଉଛି ସେ ସୁପ୍ରିମକୋର୍ଟ ପତଞ୍ଜଳିକୁ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଯଦି…
ଚୋରି କରିବାକୁ ଆସି ସିଗାରେଟ ଟାଣି ଶୋଇ ପଡିଲେ ଚୋର, ତାପରେ…
ବେଜିଂ,୨୨।୧୧ : ଦକ୍ଷିଣ ପଶ୍ଚିମ ଚାଇନାର ୟୁନାନ ପ୍ରଦେଶରେ ଏକ ମଜାଦାର ଘଟଣା ଘଟିଛି । ଏଠାରେ, ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପ୍ରବେଶ କରିଥିଲେ। ଚୋର ଘରେ ପଶି ପ୍ରଥମେ ସିଗାରେଟ ଟାଣିଥିଲେ। ଏହା ପରେ…
ବିଶ୍ୱଚାମ୍ପିୟନ୍ ହେବାପରେ ଘରେ ପହଞ୍ଚିଲେ ଅଷ୍ଟ୍ରେଲିଆ ଖେଳାଳି: ସ୍ବାଗତ କରିବାକୁ କେହି ଆସିଲେନି
ସିଡନୀ,୨୨।୧୧: କ୍ରିକେଟ ବିଶ୍ୱକପ ଟ୍ରଫି ସହ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଅଷ୍ଟ୍ରେଲିଆରେ ଅବତରଣ କରିଛନ୍ତି। କିନ୍ତୁ ବିମାନବନ୍ଦରରେ ବିଶ୍ୱକପ ବିଜେତା ଅଧିନାୟକଙ୍କୁ ସ୍ବାଗତ କରିବାକୁ କେହି କରିବାକୁ ଅନେକ ପ୍ରଶଂସକ ଆସି ନ ଥିଲେ। ଏହା ଦେଖି ଭାରତୀୟ ପ୍ରଶଂସକମାନେ…
Archives


