Home

ବିବାହର ୧୪ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ

ବଲିଉଡର ‘ଖଲାସ ଗର୍ଲ’ ଅର୍ଥାତ୍‌ ଇଶା କୋପିକର ତାଙ୍କ ସ୍ବାମୀ ଟିମି ନାରଙ୍ଗଙ୍କଠାରୁ ଅଲଗା ହୋଇଯାଇଛନ୍ତି। ବିବାହର ୧୪ ବର୍ଷ ପରେ ଏହି ଦମ୍ପତି ଛାଡପତ୍ର ନେଇଛନ୍ତି। ଇଶା ଏବଂ ଟିମି ନଭେମ୍ବରରେ ନିଜେ ଛାଡପତ୍ର ନେଇଥିଲେ। ଇଶା ୯ ବର୍ଷର…

ନିଶାଠୁ ଦୂରେଇ ରହିବାକୁ ଅଭିନେତା ସାତ୍ୟକିଙ୍କ ନିବେଦନ

ଭୁବନେଶ୍ୱର,୨୭।୧୨(ଶର୍ମିଷ୍ଠା ପାଣିଗ୍ରାହୀ): ଜଣେ ଭାଇ ହିସାବରେ, ଜଣେ ସାଙ୍ଗ ହିସାବରେ, ମଣିଷ ହିସାବରେ ସମସ୍ତଙ୍କୁ ଅନୁରୋଧ କେହି ତମାଖୁ ଖାଆନ୍ତୁ ନାହିଁ। ସିଗାରେଟ ପିଅନ୍ତୁ ନାହିଁ। ଏଭଳି କିଛି ଅନୁରୋଧ କରିଛନ୍ତି ଅଭିନେତା ସାତ୍ୟକି ମିଶ୍ର। https://www.facebook.com/DharitriNews/videos/381834534202998 ଓଲିଉଡରେ ସାତ୍ୟକି ଜଣେ…

ଓଜେଏସ୍‌ ରେଜଲ୍ଟ ପ୍ରକାଶ: ସୁଶ୍ରୀତା ଟପ୍ପର

ଭୁବନେଶ୍ୱର,୨୭ା୧୨: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏହି ପରୀକ୍ଷାରେ ସୁଶ୍ରୀତା ମିଶ୍ର ଟପ୍ପର ହୋଇଛନ୍ତି। ଏଥିରେ ମୋଟ୍‌ ୫୫ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୮ଜଣ…

ରାମ ମନ୍ଦିର ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ଦାନ କଲେ ଭିକାରି

ଅଯୋଧ୍ୟା,୨୭।୧୨: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦେଶ ତଥା ବିଶ୍ୱରୁ ସହାୟତା ଗ୍ରହଣ କରାଯାଉଛି। ଲୋକମାନେ ପବିତ୍ର କାର୍ଯ୍ୟ ପାଇଁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ଟଙ୍କା ପଠାଉଛନ୍ତି। ଏହି ପର୍ଯ୍ୟାୟରେ କାଶୀ ଏବଂ ପ୍ରୟାଗରାଜରୁ ଶହ ଶହ ଭିକାରୀ ମଧ୍ୟ…

ଅଯୋଧ୍ୟା ରେଳ ଷ୍ଟେଶନ ନାଁ ହେଲା ପରିବର୍ତ୍ତନ

ଅଯୋଧ୍ୟା,୨୭।୧୨: ଅଯୋଧ୍ୟା ରେଳ ଷ୍ଟେଶନର ନାମ ଅଯୋଧ୍ୟା ଧାମ ଜଙ୍କସନରେ ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାର ଭାଜପା ଏମ୍‌ପି ଲାଲୁ ସିଂଙ୍କ ବୁଧବାର ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାମ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ…

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼,୨୭ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ତଲାକଟା ଗ୍ରାମରେ ଗତ ୨୦୧୯ ଜୁଲାଇ ୩୦ରେ ଛେଳିମାଂସ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲାର ବିଚାର କରି ବରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌…

ଚିଟ୍‌ଫଣ୍ଡ ମାମଲାରେ ଯେଉଁ ଆଇପିଏସ୍‌ଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ, ମମତା ତାଙ୍କୁ କଲେ ଡିଜିପି

କୋଲକାତା,୨୭।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ପୋଲିସର ନୂଆ ମହାନିର୍ଦ୍ଦେଶକ(ଡିଜିପି) ଭାବେ ଆଇପିଏସ୍‌ ରାଜୀବ କୁମାରଙ୍କୁ ଦାୟିତ୍ୱ ଦେଇଛନ୍ତି। ବୁଧବାର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏକ ସମୟରେ ରାଜୀବ କୋଲକାତା ପୋଲିସ କମିଶନର ଭାବେ ନିଯୁକ୍ତ ଥିଲେ।…

ଓସ୍କାର ବିଜେତା ‘ପାରାସାଇଟ୍‌’ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ଘରେ ଛାଡ଼ି ଯାଇଥିଲେ ସୁଇସାଇଡ୍‌ ନୋଟ୍‌

ସିଓଲ: ଦକ୍ଷିଣ କୋରିଆ ଅଭିନେତା ତଥା ଓସ୍କାର ବିଜେତା ଫିଲ୍ମ ‘ପାରାସାଇଟ୍‌’ରେ କାମ କରିଥିବା ଅଭିନେତା ଲି ସୁନ କ୍ୟୁ ଆଉ ନାହାନ୍ତି। ସନ୍ଦେହ ଅବସ୍ଥାରେ ଏକ କାର୍‌ରୁ ତାଙ୍କ ମୃତଦେହକୁ ଜବତ କରାଯାଇଛି। ସେ ଡ୍ରଗ୍ସ ଏବଂ ନିଶାଦ୍ରବ୍ୟ ସେବନ…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ୨ ଯୁବକଙ୍କ ଜୀବନ, ଜାତୀୟ ରାଜପଥ ଅବରୋଧ କଲେ ଲୋକେ

ରେଢ଼ାଖୋଲ,୨୭ା୧୨(ଅଚ୍ୟୁତାନନ୍ଦ ପୁରୋହିତ): ରେଢ଼ାଖୋଲ ସହର ଉପକଣ୍ଠସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟ ହେଲେ ରେଢ଼ାଖୋଲ ସହର ଖନ୍ଦାଢିପର ଶୁଭେନ୍ଦୁ…

ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମ ବନ୍ଦ, ୟୁଜିସି ଜାରି କଲା ନୋଟିସ୍‌

ନୂଆଦିଲ୍ଲୀ,୨୭।୧୨: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଏମ୍‌.ଫିଲ୍‌ ଡିଗ୍ରୀ ପାଠ୍ୟକ୍ରମକୁ ବନ୍ଦ କରିଦେଇଛି। ଫଳରେ ବର୍ତ୍ତମାନଠାରୁ କୌଣସି କଲେଜରେ ଏମ୍‌.ଫିଲ୍‌ରେ ଆଡମିଶନ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ୟୁଜିସି କଲେଜଗୁଡ଼ିକୁ ନୋଟିସ ଜାରି କରି ନିର୍ଦ୍ଦେଶ ଦେଇଛନ୍ତି। କଲେଜଗୁଡ଼ିକ ସହିତ ୟୁଜିସି…

ପ୍ରଥମଥର ବିମାନରେ ଦିଲ୍ଲୀ ଯାତ୍ରା କଲେ ଏନ୍‌ସିସି ଛାତ୍ରୀଛାତ୍ର

ଭୁବନେଶ୍ୱର,୨୭ା୧୨(ଅସମାପିକା ସାହୁ): ଜାତୀୟସ୍ତରୀୟ ସାଧାରଣତନ୍ତ୍ରର ଦିବସରେ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି କୃତୀ ଓ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି) କ୍ୟାଡର ଛାତ୍ରୀଛାତ୍ର। ଏନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଛାତ୍ରୀଛାତ୍ରଙ୍କୁ ଭେଟିବା ସହ ଶୁଭେଚ୍ଛା ଜଣାଇଛନ୍ତି…

ଟେସ୍‌ଲା କର୍ମଚାରୀଙ୍କୁ ଲହୁଲୁହାଣ କରିଦେଲା ରୋବଟ

କାଲିଫର୍ନିଆ,୨୭।୧୨: ଅନେକ ହଲିଉଡ ଚଳଚ୍ଚିତ୍ରରେ ରୋବଟଗୁଡିକୁ ଭିଲେନ ଭାବରେ ଦର୍ଶାଯାଇଛି। ଏହି ସିନେମାରେ ରୋବଟ ସମଗ୍ର ବିଶ୍ୱକୁ କବ୍ଜା କରି ନେଇଥାଏ। ତା’ପରେ ମାନବ ଜାତିକୁ ବଞ୍ଚାଇବା ପାଇଁ କିଛି ସାହସୀ ଲୋକ ସେମାନଙ୍କ ସହ ଲଢ଼ନ୍ତି ଏବଂ ଜଗତକୁ ବଞ୍ଚାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?