Home

ପର୍ଯ୍ୟଟନ ମାନଚିତ୍ରକୁ ବିଗାଡୁଛି ସେମିଳିଗୁଡାର ଟ୍ରାଫିକ ସମସ୍ୟା, ନିଦାବିଷ୍ଣୁ ସାଜିଛି ପ୍ରଶାସନ

ସୁନାବେଡା/ସେମିଳିଗୁଡା, ୨୮ା୧୨ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ): ସେମିଳିଗୁଡାରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବିଗିଡିବାରେ ଲାଗିଛି । ଏଥିପ୍ରତି ଜିଲା ପ୍ରଶାସନ କିମ୍ବା ପୌର ପ୍ରଶାସନ ଦୃଷ୍ଟି ଦେଉନି। ଯାହାକୁ ନେଇ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ…

ସର୍ବେଶ୍ୱରଙ୍କୁ ୨୨୮ କୋଟିର ଝଟକା

ଯାଜପୁର,୨୮ା୧୨(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ଥିବା ମାଣ୍ଡୁକା ପାହାଡ଼ରୁ ମୋରମ ଲୁଟ୍‌ ମାମଲାର କ୍ଷତିପୂରଣ ବାବଦକୁ ୨୨୮ କୋଟି ୨୫ ଲକ୍ଷ ୬୧ ହଜାର ୭୮ ଟଙ୍କା ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ…

୭ ବର୍ଷ ପରେ ଆମେରିକା ଦମ୍ପତିଙ୍କ ସହ ଆସିଲା କାବ୍ୟା

ଦଶମନ୍ତପୁର, ୨୮ା୧୨( ଅରବିନ୍ଦ ନାୟକ): ଜଣେ ପରତ୍ୟକ୍ତା ଝିଅ ଦୁନିଆକୁ ଦେଖିବା ପୂର୍ବରୁ ଜନ୍ମ ଦେଇଥିବା ଅବିବାହିତ ମା ଲୋକ ଲଜ୍ୟା ନିମନ୍ତେ ତାଙ୍କୁ ପରିତ୍ୟାଗ କରିବ ଓ ସେ ଭାଗ୍ୟ ବଳରେ ଆମେରିକାର “ଚି଼କାଗୋ” ସହରରେ ଯାଇ ରହିବା ଭଳି…

ଅସ୍ତିତ୍ୱ ହରାଉଛି ପୁରାଣ ପ୍ରସିଦ୍ଧ ଗୋବରୀ ନଦୀ

କେନ୍ଦ୍ରାପଡ଼ା, ୨୮ା୧୨ (ଜଗନ୍ନାଥ ଧଳ)ପୁରାଣ ପ୍ରସିଦ୍ଧ ମଧୁସାଗର ତଥା କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଗୋବରୀ ନଦୀ ଏବେ ଜଳଧାରଣ କ୍ଷମତା ହରାଇଛି। ଏହାର ଜଳ ମଧ୍ୟ ଜହର ପାଲଟିଛି। ନଦୀମାର୍ଗ ଏବେ ଜବରଦଖଲକୁ ଚାଲି ଯାଉଥିବାରୁ କୃଷି କ୍ଷେତ୍ରକୁ ଆଉ ପର୍ଯ୍ୟାପ୍ତ…

ମୁସଲିମ୍‌ ଦେଶରେ ବି ରୋହିଙ୍ଗ୍ୟାଙ୍କୁ ଶରଣ ମନା: ଦେଶରୁ ତଡ଼ିବାକୁ ଦାବି, ଭିଡିଓ ଭାଇରାଲ…

ଜାକର୍ତ୍ତା,୨୮।୧୨: ଇଣ୍ଡୋନେସିଆରେ ମ୍ୟନେମାରରୁ ଆସିଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ତୀବ୍ର ବିରୋଧ କରାଯାଉଛି। ଇଣ୍ଡୋନେସିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କର ଭିଡ ବାନ୍ଦା ଆଚେ ସହରରେ ଥିବା ରୋହିଙ୍ଗ୍ୟା ଆଶ୍ରୟସ୍ଥଳୀ ଉପରେ ଆକ୍ରମଣ କରିଛନ୍ତି। ଏହି ଶରଣାର୍ଥୀମାନଙ୍କୁ ଦେଶରୁ ବିତାଡିତ କରିବାକୁ ସେମାନେ ଦାବି କରିଛନ୍ତି।…

ନିର୍ବାଚନମଣ୍ଡଳୀ ବିଲୋପ ପରେ ପଟ୍ଟାମୁଣ୍ଡାଇ ଅବହେଳିତ

ପଟ୍ଟାମୁଣ୍ଡାଇ,୨୮ା୧୨(କଳ୍ପତରୁ ନାୟକ)ସ୍ବାଧୀନ ଭାରତରେ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ବତନ୍ତ୍ର ପରିଚିତି ଲାଭ କରିଥିଲା। ୨୦୦୯ ସୀମା ପୁନଃ ନିର୍ଦ୍ଧାରଣ ପରେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ନିର୍ବାଚନଆସନର ବିଲୋପ ଘଟି ପଟ୍ଟାମୁଣ୍ଡାଇ ବ୍ଲକର ୧୯ଟି ପଂଚାୟତ, ପୌରାଂଚଳ ଏବଂ…

ଖାଦ୍ୟ ମାନ ଗ୍ରାହକଙ୍କୁ ଅଜଣା

ଭୁବନେଶ୍ୱର,୨୮ା୧୨(ଅନିଲ ଦାସ): ସପ୍ତାହକୁ ଥରେ କିମ୍ବା ଦୁଇଥର ପରିବାର ସହ ଲୋକମାନେ ନିଜ ପସନ୍ଦର ହୋଟେଲ କିମ୍ବା ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ବିଶେଷକରି ଯୁବବର୍ଗଙ୍କ ଘର ଖାଦ୍ୟ ଅପେକ୍ଷା ରେଷ୍ଟୁରାଣ୍ଟ କିମ୍ବା ଫାଷ୍ଟଫୁଡ୍‌ ଷ୍ଟଲ୍‌ରେ…

ରାସ୍ତାରେ ଯାଉଥିବାବେଳେ ଯୁବତୀଙ୍କ ଆଖିକୁ ଖୁମ୍ପି ଦେଲା ଚିଲ: ଭିଡିଓ ଦେଖିଲେ ଲୋକ ଟାଙ୍କୁରି ଉଠିବ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଦେଖିଲେ ଲୋକ ଟାଙ୍କୁରି ଉଠେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବତୀ ରାସ୍ତାରେ ବୁଲୁଛନ୍ତି ଏବଂ ହାତରେ…

ବଡ଼ ଚାକିରି ପାଇଲେ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତିଥିବା ସୁଶୀଲ କୁମାର

ପାଟନା,୨୮।୧୨: କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡପତି(କେବିସି) କଥା ଯେତେବେଳେ ବି ମନକୁ ଆସେ, ବିହାରର ସୁଶୀଲ କୁମାର ନାଁ ନିଶ୍ଚିତ ଭାବରେ ମନକୁ ଆସେ। ସାଧାରଣ ପୃଷ୍ଠଭୂମିରୁ ଆସିଥିବା ସୁଶୀଲ ପ୍ରଥମଥର କେବିସିରେ ୫ କୋଟି ଟଙ୍କା ଜିତି ଦର୍ଶକଙ୍କ…

ରାଜ୍ୟର ସବୁଠୁ ଥଣ୍ଡା ସହର କୋରାପୁଟ

କୋରାପୁଟ,୨୭ା୧୨(ଅମିତାଭ ବେହେରା): ଓଡ଼ିଶାରେ ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢୁଥିବା ବେଳେ ଶୀତର ପ୍ରକୋପ ହ୍ରାସ ପାଇଛି। ବୁଧବାର କୋରାପୁଟ ସହରର ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବାରୁ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଥିବା ଜଣାଯାଇଛି। ବୁଧବାର ରାଜ୍ୟର ୪…

ୟୁଏନ୍‌ଏସ୍‌ସିରେ ଭାରତର ସ୍ଥାୟୀ ସଦସ୍ୟତାକୁ ରୁଷିଆର ସମର୍ଥନ

ମସ୍କୋ,୨୭ା୧୨:ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ବୁଧବାର ରୁଷିଆର ସମର୍ଥନ ମିଳିଛି। ଏଥିସହ ନୂଆଦିଲ୍ଲୀ ପକ୍ଷରୁ ଜି୨୦ର ସଫଳ ଆୟୋଜନକୁ ମଧ୍ୟ ‘ସତ୍ୟର ବିଜୟ’ ଭାବେ ଅଭିହିତ କରି ମସ୍କୋ ପ୍ରସଂଶା କରିଛି। ସୁରକ୍ଷା ପରିଷଦରେ ବର୍ତ୍ତମାନ ୫…

ଡିସେମ୍ବର ୩୦ରେ ଭାରତ ବନ୍ଦ ଡାକରା

ଜାମସେଦପୁର,୨୭ା୧୨: ଆସନ୍ତା ଡିସେମ୍ବର ୩୦ରେ ସରନା ଧର୍ମକୁ ସ୍ବୀକୃତି ପ୍ରଦାନ ଦାବିରେ ଆଦିବାସୀ ସେଙ୍ଗେଲ ଅଭିଯାନ (ଏଏସ୍‌ଏ) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ସରନା ଧର୍ମାବଲମ୍ବୀମାନେ ଦୀର୍ଘବର୍ଷ ଧରି ଏହି ଦାବି କରିଆସୁଥିବାରୁ ଆଦିବାସୀ ସଙ୍ଗଠନ ଏଏସ୍‌ଏ ସେମାନଙ୍କ ସମର୍ଥନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?