Home

ଅବସର ନେବେ ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ସମେତ ୪ବିଚାରପତି, ଜାଣନ୍ତୁ କିଏ ହେବେ ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ,୨୮।୧୨: ଆସନ୍ତା ବର୍ଷ ଦେଶରେ ଅନେକ କିଛି ହେବାକୁ ଯାଉଛି। ବର୍ଷ ଆରମ୍ଭରୁ ରାଜନୈତିକ ହଲଚଲ ଦେଖିବାକୁ ମିଳିବ। ୫ବର୍ଷ ପରେ ପୁଣି ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି କୋର୍ଟ-କଚେରୀ ମାମଲାରେ କେଇଜଣ ବିଚାରପତି ଅବସର ନେବାକୁ…

ଡମ୍ପରକୁ ଧକ୍କା ଦେବା ପରେ ବସ୍‌ରେ ଲାଗିଗଲା ନିଆଁ: ୧୩ ଯାତ୍ରୀ ଜୀବନ୍ତ ଦଗ୍ଧ,୧୫ ଗୁରୁତର

ଗୁନା,୨୮।୧୨: ମଧ୍ୟପ୍ରଦେଶର ଗୁନାଠାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୯ ଟା ସମୟରେ ଡମ୍ପରକୁ ଧକ୍କା ଦେବା କାରଣରୁ ବସରେ ନିଆଁ ଲାଗିଯାଇଥିଲା। ଏଥିରେ ୧୩ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏବେ ପ୍ରାୟ…

୫୧ବର୍ଷରେ ୧୮୦ରୁ ଅଧିକ ପିଲାଙ୍କ ବାପା! ହେଲେ ମିଳୁନି ମନଲାଖି ପାର୍ଟନର

ମା’ ହେବା ଦୁନିଆର ସବୁଠାରୁ ସୁଖଦ ଅନୁଭବ, ଯାହାକୁ କେବଳ ଜଣେ ନାରୀ ହିଁ ଅନୁଭବ କରିପାରେ। ତଥାପି, କେତେକ କ୍ଷେତ୍ରରେ ମହିଳାମାନେ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ, ସେମାନେ ସ୍ପର୍ମ ଡୋନର କିମ୍ବା ଗର୍ଭଧାରଣର ଅନ୍ୟାନ୍ୟ…

ଚାଇନାର ଷଡ଼ଯନ୍ତ୍ର: ପାକିସ୍ତାନର ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାର କରୁଛି ହୀନ ପ୍ରୟାସ…

ବେଜିଂ/ଇସଲାମାବାଦ,୨୮।୧୨ : ପାକିସ୍ତାନରେ ବାଲୁଚ ବିଦ୍ରୋହକୁ ନେଇ ଚାଇନ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିଛି। ଚାଇନାର ସରକାରୀ ଗଣମାଧ୍ୟମର ପ୍ରଶ୍ନ ଉପରେ ବୈଦେଶିକ ମନ୍ତ୍ରଣାଳୟ ବାଲୁଚ ବିଦ୍ରୋହୀଙ୍କୁ ଭାରତ ସହ ଯୋଡିବାକୁ ଏକ ଅସଫଳ ଉଦ୍ୟମ କରିଛି। ଚାଇନା ବୈଦେଶିକ ମନ୍ତ୍ରଣାଳୟର…

ରାଜଧାନୀରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁଙ୍କୁ ଏନକାଉଣ୍ଟର, ବାମ ଗୋଡ଼ରେ ବାଜିଛି ଗୁଳି

ଭୁବନେଶ୍ୱର,୨୮।୧୨: ରାଜଧାନୀରେ ଫୁଟିଲା ଗୁଳି। ନୂଆବର୍ଷ ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ବିଶ୍ୱାଳଙ୍କୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ରଘୁଙ୍କ ନାମରେ ୧୫ ଥାନାରେ ଅନେକ ଡକାୟତି ସହ ରାହାଜାନୀ ମାମଲା ରହିଛି।…

ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): କ୍ଲବ-୭୩ର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ୟୁନିଟ-୧ସ୍ଥିତ ଭୁବନେଶ୍ୱର ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ସତ୍ୟବ୍ରତ ମହାପାତ୍ର ସ୍ମାରକୀ ଅଲ୍‌ ଓଡ଼ିଶା ଫୁଟବଲ ଟୁର୍ନାମେଣ୍ଟରେ ବୁଧବାର ୨ଟି ଲିଗ୍‌ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏଥିସହ ପ୍ରତିଯୋଗିତାର…

କିଟ୍‌ ମହିଳା ବିଚ୍‌ ଭଲିବଲ ଦଳକୁ ବ୍ରୋଞ୍ଜ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ଚେନ୍ନାଇରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ଜୋନ୍‌ ବିଶ୍ୱବିଦ୍ୟାଳୟ ଭଲିବଲ ଚାମ୍ପିୟନଶିପ୍‌ରେ କିଟ୍‌ ମହିଳା ବିଚ୍‌ ଭଲିବଲ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଥମରୁ ୪ର୍ଥ ପୋଜିଶନ ପାଇଁ ଅନୁଷ୍ଠିତ ଲିଗ୍‌ ରାଉଣ୍ଡରେ କିଟ୍‌ ମହିଳା…

ଦେବାଶିଷ ସାହୁଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ଉଦୀୟମାନ ଟେନିସ ପ୍ରତିଭା ଦେବାଶିଷ ସାହୁ ଚଳିତ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ ଇମ୍ଫା ଦ୍ୱାରା ପରିଚାଳିତ ‘ଇଣ୍ଡିଆନ ମେଟାଲ୍ସ ପବ୍ଲିକ୍‌ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ)…

‘ନିଜ ପ୍ରତିଭାକୁ ଚିହ୍ନିବା ଅତ୍ୟନ୍ତ ଜରୁରୀ’

ଭୁବନେଶ୍ୱର, ୨୮।୧୨(ତପନ ସ୍ବାଇଁ): ”କେବଳ ଅଭ୍ୟାସ ଦ୍ୱାରା ପରିପୂର୍ଣ୍ଣତା ଆସି ନ ଥାଏ। ଉପଯୁକ୍ତ ଅଭ୍ୟାସ ହିଁ ଜଣକୁ ପରିପୂର୍ଣ୍ଣ ଖେଳାଳି ଭାବେ ଗଢ଼ି ତୋଳିଥାଏ। ପ୍ରତି ଖେଳାଳି ଚାମ୍ପିୟନ ମନୋବୃତ୍ତି ନେଇ ସବୁବେଳେ ଚିନ୍ତା କରିବା ଆବଶ୍ୟକ। ଏହାଦ୍ୱାରା ଚିନ୍ତାଧାରାରେ…

ଓଡ଼ିଶା ଭିନ୍ନକ୍ଷମ କ୍ରୀଡ଼ାବିତ୍‌ଙ୍କ ପାରଦର୍ଶିତା ପ୍ରଦର୍ଶନ

ଭୁବନେଶ୍ୱର, ୨୮।୧୨ (ତପନ ସ୍ବାଇଁ): ପଶ୍ଚିମବଙ୍ଗର କାଲିମପଙ୍ଗ୍‌ ଜିଲା ଅନ୍ତର୍ଗତ ପାହାଡ଼ ଓ ଜଙ୍ଗଲ ଘେରା ଖରଖୋଲ ଗ୍ରାମରେ ଗତ ୧୮ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହିମାଳୟାନ ନେଚର ଆଣ୍ଡ ଆଡ୍‌ଭେଞ୍ଚର କ୍ୟାମ୍ପରେ ଓଡ଼ିଶାରୁ ଏକ ୧୧ ଜଣିଆ ଭିନ୍ନକ୍ଷମ ଦଳ…

ଦ୍ୱିତୀୟ ବିଜୟ ସହ ଶୀର୍ଷରେ ଜଗରନଟ୍ସ

ଭୁବନେଶ୍ୱର,୨୮ା୧୨(ସରୋଜ ଜେନା) : କଟକର ଜବାହର ଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଜଗରନଟ୍ସ। ବୁଧବାର ଆରମ୍ଭରୁ ପଛୁଆ ରହିଥିବା ଜଗରନଟ୍ସ ଦୃଢ ପ୍ରତ୍ୟାବର୍ତ୍ତନ ସହିତ ୩୧-୨୮ରେ ମୁମ୍ବାଇ…

ଦିଭିସା ହର୍ବାଲ୍ସ ପକ୍ଷରୁ ଖ୍ରୀଷ୍ଟମାସ୍‌ ପାଳିତ

ଭୁବନେଶ୍ୱର,୨୮।୧୨: ହର୍ବାଲ ହେଲ୍‌ଥକେୟାର ୟୁନିଟ୍‌ (କମ୍ପାନୀ) ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଖ୍ରୀଷ୍ଟମାସ୍‌ ସମାରୋହ ନିକଟରେ ପାଳିତ ହୋଇଯାଇଛି। କମ୍ପାନୀର ମୁଖ୍ୟାଳୟ ଚଣ୍ଡିଗଡ଼ଠାରେ ଉକ୍ତ ଉତ୍ସବ ଧୁମଧାମରେ ଉଭୟ କର୍ମଚାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ମିଳିତ ଭାବେ ପାଳନ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?