ପୁଟିନଙ୍କୁ ବାଇଡେନଙ୍କ ଧମକ: ସୁଧୁରି ଯାଅ ନ ହେଲେ ରୁଷିଆ ସହ ଆମେରିକା କରିବ ଯୁଦ୍ଧ…
ଓ୍ବାଶିଂଟନ/ମସ୍କୋ,୩୦।୧୨ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆକୁ ପ୍ରତ୍ୟକ୍ଷ ଯୁଦ୍ଧ ପାଇଁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ୟୁକ୍ରେନ ଯୁଦ୍ଧରେ ସଫଳ ହୁଅନ୍ତି, ତେବେ ଆମେରିକା ଏହି ବିବାଦରେ ସିଧାସଳଖ ଜଡିତ ହେବାର ଆଶଙ୍କା…
ନୀତୀଶଙ୍କ ଜେଡିୟୁରେ ଫାଟ,ଲଲନଙ୍କୁ ହଟାଇବା ସ୍କ୍ରିପ୍ଟ ଦୁଇ ମାସ ପୂର୍ବରୁ ଲେଖାଯାଇଥିଲା: ଜୀତନ ରାମ…
ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲଙ୍ନ ସିଂଙ୍କୁ ହଟାଇବା ପରେ ଏବେ ବିହାରରେ ଚର୍ଚ୍ଚା ଚାଲିଛି। ଏହି ସମୟରେ, ଶାସକ ଗ୍ରାଣ୍ଡ ଆଲାଇନ୍ସର ସହଯୋଗୀ ଥିବା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ…
ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼…
ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ପଦବୀ: ତେଜସ୍ବୀ କ୍ଷମତା ଦଖଲ କରିବା ନେଇ କଳ୍ପନାଜଳ୍ପନା…
ପାଟନା,୩୦।୧୨ : ଜେଡିୟୁ ସଭାପତି ପଦରୁ ଲଲନ ସିଂଙ୍କ ଇସ୍ତଫା ପରେ ନୀତୀଶ କୁମାରଙ୍କ ହାତରେ ଦଳର ଡୋର ଆସିବା ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ରାଜନୈତିକ ବିଶ୍ଳେଷକମାନେ ନିଜ ନିଜଶୈଳୀରେ ବିଶ୍ଳେଷଣ କରୁଛନ୍ତି। କେହି କେହି କହୁଛନ୍ତି…
ସରକାର ନେବେ ବଡ଼ ନିଷ୍ପତ୍ତି ! ଟ୍ରୁକଲର ହେବ କି ବନ୍ଦ ? ଆଉ ଦେଖା ଯିବନି ନମ୍ବର ସହିତ କଲରଙ୍କ ନାମ…
ନୂଆଦିଲ୍ଲୀ,୩୦।୧୨ : ସ୍ମାର୍ଟଫୋନ ଆସିବା ସହିତ ୟୁଜରଙ୍କୁ ନୂତନ ବୈଶିଷ୍ଟ୍ୟ ମଧ୍ୟ ମିଳିଛି। ଟ୍ରୁକଲରର ଏପରି ଏକ ବୈଶିଷ୍ଟ୍ୟ ଅଛି ଯେଉଁଥିରେ ଉପଭୋକ୍ତା ଫୋନ ନମ୍ବର ସହିତ କଲରଙ୍କ ନାମ ଦେଖିଥାନ୍ତି । କିନ୍ତୁ ବର୍ତ୍ତମାନ ସରକାର ଏକ ବଡ ନିଷ୍ପତ୍ତି…
ନିର୍ବାଚନ ପୂର୍ବରୁ ନଓ୍ବାଜ ପାସ୍-ଇମ୍ରାନ ଫେଲ୍: ଭୟ ନା ଯୋଜନାବଦ୍ଧ କୂଟନୀତି, ଏବେ ଅପିଲ ଶେଷ ଆଶା…
ଇସଲାମାବାଦ,୩୦।୧୨ : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନାମାଙ୍କନପତ୍ର ଖାରଜ କରାଯାଇଛି। ଇମ୍ରାନ ଖାନ ପାକିସ୍ତାନ ପଞ୍ଜାବର ରାଜଧାନୀ ଲାହୋର ଏବଂ ତାଙ୍କ ଘର ଟାଉନ ମିଆନୱାଲିରୁ ଜାତୀୟ ସଭା ପାଇଁ ନାମାଙ୍କନ ଦାଖଲ…
ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ: ଗେମିଂ ଆପ ଦ୍ୱାରା ଛୋଟ ପିଲାଙ୍କୁ କରୁଛି ଟାର୍ଗେଟ…
ବେଜିଂ,୩୦।୧୨ : ଚାଇନା କମ୍ପାନୀଗୁଡିକ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି। ଏହି କାରଣରୁ ସରକାର ଗତ କିଛି ବର୍ଷ ମଧ୍ୟରେ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ତଥାପି କିଛି ଆପ ଅଛି ଯାହା ଭାରତରେ…
ଇସ୍ତଫା ଦେଲେ କିରିକୁଟି ସରପଞ୍ଚ
ଦାରିଙ୍ଗବାଡ଼ି,୩୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ସରପଞ୍ଚ ଅଶୋକ ପ୍ରଧାନ ସରପଞ୍ଚ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫାପତ୍ର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କୁ ଦେଇଛନ୍ତି। ପ୍ରକାଶ ଯେ, ଅଶୋକ ଜଣେ ଉଚ୍ଚ ଶିକ୍ଷିତ…
ଶିକ୍ଷିତା ସ୍ତ୍ରୀ ଜାଣିଶୁଣି ରୋଜଗାର ନ କଲେ ଛାଡପତ୍ର ଭରଣପୋଷଣ ଦେବେନି ସ୍ବାମୀ: ହାଇକୋର୍ଟ…
ନୂଆଦିଲ୍ଲୀ,୩୦।୧୨ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯଦି ସ୍ତ୍ରୀ ଶିକ୍ଷିତା ମାତ୍ର ସେ ଜାଣିଶୁଶି ରୋଜଗାର କରିବା ଲାଗି କୌଣସି ଚାକିରି କରୁ ନାହାନ୍ତି ତେବେ ଛାଡପତ୍ର ମାମଲାରେ ସ୍ବାମୀ ତାଙ୍କୁ ଭରଣପୋଷଣ ଦେବାକୁ ବାଧ୍ୟ ନୁହନ୍ତି। ସ୍ତ୍ରୀ ଜାଣିଶୁଣି ବେକାର…
କ୍ରୁଟ୍ ମୋ’ ବସ୍ ସଂଖ୍ୟାରେ ଯୋଗ ହେବ ୨୦୦ ଅତିରିକ୍ତ ଇ-ବସ୍
ଭୁବନେଶ୍ୱର,୩୦ା୧୨: କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(crut) ଜନସାଧାରଣଙ୍କ ଯାତାୟାତର ଗତିଶୀଳତା, ପରିବେଶ ସ୍ଥିରତା ବୃଦ୍ଧି ଏବଂ ଜନ ପରିବହନରେ ପରିବର୍ତ୍ତନ ଆଣିବା ପାଇଁ ନଭେମ୍ବର ୨୦୧୮ରେ ୨୦୦ ଡିଜେଲ ବସ୍ ସହିତ ୫୫ ମିଡି ବସ୍ (୨୫ ନୂତନ ଏବଂ ୩୦…
ଆଉ ଏବେ ନାହିଁ ଭୟ, କମି ଯିବ ବୟସ, ବୈଜ୍ଞାନିକ ବାହାର କଲେ ଉପାୟ…
ଓ୍ବାଶିଂଟନ,୩୦।୧୨ : ବଢ଼ନ୍ତା ବୟସକୁ ମନ୍ଥର କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରନ୍ତି । କେହି କେହି ଜିମ ଯାଇ ବ୍ୟାୟାମ କରନ୍ତି, ଆଉ କେତେକ ନେଚରପାଥିର ସାହାଯ୍ୟ ନେଇଥାନ୍ତି । ଲୋକମାନେ ପ୍ଲାଷ୍ଟିକ ସର୍ଜରୀ ଠାରୁ ଆରମ୍ଭ…
ନବରଙ୍ଗପୁର ସବୁବେଳେ ମୋ’ ଫୋକସ୍ରେ ଅଛି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୧୨(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନବରଙ୍ଗପୁର ଜିଲା ପାଇଁ ୨ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଭିତ୍ତି ରଖିଛନ୍ତି। ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ୧୧ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୧୨୭୨ କୋଟି ଟଙ୍କା…

