Home

୬ରେ ଦଶପଲ୍ଲାକୁ ଗଡ଼ିବ ରେଳ

ନୟାଗଡ଼/ଦଶପଲ୍ଲା,୪।୧ (ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଜାନୁଆରୀ ୬ରେ ଦଶପଲ୍ଲା ରେଳ ଷ୍ଟେଶନ ଉଦ୍‌ଘାଟନ ହେବ। ଏଥିପାଇଁ ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ ମନୋଜ ଶର୍ମା ନୟାଗଡ଼ ଜିଲାର ଦଶପଲ୍ଲା ଗସ୍ତ କରିଛନ୍ତି। ମହାପ୍ରବନ୍ଧକ ଭୁବନେଶ୍ୱରରୁ ଦଶପଲ୍ଲାକୁ ରେଳ ଇଞ୍ଜିନରେ ଆସି…

ଓଡ଼ିଶାକୁ ୧୫ ପଦକ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ବେଙ୍ଗାଲୁରୁସ୍ଥିତ କୋରମଙ୍ଗଲ ଇନ୍‌ଡୋର ଷ୍ଟାଡିୟମରେ ୩୮ତମ ଜାତୀୟ ଆଇଟିଏଫ୍‌ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୫ ରାଜ୍ୟରୁ ୬୬୮ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କଳିଙ୍ଗ ଯୋଦ୍ଧା ଟାଏକୋଣ୍ଡୋ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଲକ୍ଷ୍ମୀ ପ୍ରସାଦ…

ସବୁ କ୍ଷେତ୍ରରେ ପାରଙ୍ଗମ ଦୃଷ୍ଟିବାଧିତ

ସୁସ୍ଥ ଲୋକ ବିଭିନ୍ନ କ୍ଷେତ୍ରରେ ସହଜରେ ସଫଳତା ହାସଲ କରିବା ସାଧାରଣ କଥା। ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ତଥା ଜ୍ଞାନ ଆହରଣ କରିବା ପୂର୍ବରୁ କଷ୍ଟକର ହେଉଥିଲା। ଏହି ସମସ୍ୟାର ସମାଧାନ କରିଥିଲେ ଲୁଇସ…

ବିଜୟଧାରାକୁ ଫେରିଲା ଜଗରନଟ୍ସ

ଭୁବନେଶ୍ୱର,୪ା୧ (ସରୋଜ ଜେନା): କଟକର ଜବାହରଲାଲ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଅଲ୍‌ଟିମେଟ୍‌ ଖୋ ଖୋ ଲିଗ୍‌ରେ ଚମତ୍କାର ଡିଫେନ୍ସ ଦେଖାଇ ବିଜୟ ଧାରାକୁ ଫେରିଛି ଓଡ଼ିଶା ଜଗରନଟ୍ସ। ବୁଧବାର ସନ୍ଧ୍ୟାର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ଓ୍ବାରିୟର୍ସକୁ ୩୨-୨୧ ପଏଣ୍ଟରେ ପରାସ୍ତ କରିଥିଲା…

କିଟ୍‌ ପୁରୁଷ ଦଳ କ୍ୱାର୍ଟରରେ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): ଜୟପୁରର ମନିପାଲ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବୁଧବାର ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆନ୍ତଃ ଜୋନ୍‌ ଟେନିସ ଟୁର୍ନାମେଣ୍ଟରେ କିଟ୍‌ ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଦଳ ରୋହତକର…

ଭିନେଶ, ସାକ୍ଷୀ, ବଜରଙ୍ଗଙ୍କ ବିରୋଧରେ ପ୍ରତିବାଦ

ନୂଆଦିଲ୍ଲୀ,୪ା୧(ପି.ଟି): ଭାରତୀୟ ରେସ୍‌ଲିଂରେ ଦେଖାଦେଇଥିବା ସଙ୍କଟ ଏକ ନୂଆ ମୋଡ ନେଇଛି। ବୁଧବାର ଶତାଧିକ ଜୁନିୟର ରେସ୍‌ଲର ବଜରଙ୍ଗ ପୁନିଆ, ଭିନେଶ ଫୋଗଟ୍‌ ଓ ସାକ୍ଷୀ ମଲିକଙ୍କ ବିରୋଧରେ ଯନ୍ତରମନ୍ତରଠାରେ ୩ ଘଣ୍ଟିଆ ପ୍ରତୀକାତ୍ମକ ପ୍ରତିବାଦ କରିଛନ୍ତି। ଏହି ୩ ଖେଳାଳିଙ୍କ…

ମହିଳା ଦଳଗତ ବିଭାଗରେ ରେଲଓ୍ବେକୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୪।୧ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍ସ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିବସରେ ଅନୁଷ୍ଠିତ ମହିଳା ବିଭାଗ ପ୍ରତିଯୋଗିତାର ଅଲ୍‌ ରାଉଣ୍ଡ ବିଭାଗରେ ଚମକ ଦେଖାଇଛନ୍ତି ଅଲିମ୍ପିଆନ ଦୀପା କର୍ମକାର। ସେ ୪୯.୫୫ ପଏଣ୍ଟ ପାଇ…

ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ

ଭୁବନେଶ୍ୱର,୪।୧: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରୟାସ ‘ରୁଫ୍‌ ଟପ୍‌ ସୋଲାର’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ଅନୁକୂଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ…

ଡିସିବି ବ୍ୟାଙ୍କର ନୂତନ ସୁବିଧା

ଭୁବନେଶ୍ୱର,୪।୧: ଡିସିବି ବ୍ୟାଙ୍କର ନୂତନ ସୁବିଧା ‘ଡିସିବି ହାପି ସେଭିଂସ୍‌ ଆକାଉଣ୍ଟର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସୁବିଧା ଗ୍ରାହକମାନଙ୍କ ପାଇଁ ଲାଭଦାୟକ ହେବ। ଏପରିକି ଖାତାଧାରୀମାନେ ବର୍ତ୍ତମାନ,ଭାରତ ଭିତରେ ସେମାନଙ୍କ ଯୋଗ୍ୟ ୟୁପିଆଇ ଡେବିଟ୍‌ କାରବାର ଉପରେ କ୍ୟାଶ୍‌ବ୍ୟାକ୍‌…

ଏସ୍‌ବିଆଇର ଆର୍‌ବିଓ-୪ ଉଦ୍‌ଘାଟିତ

ଭୁବନେଶ୍ୱର,୪।୧ (ଅଭୟ ଦାଶ): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ)ର ଭୁବନେଶ୍ୱର ମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧା ରିଓଜିନାଲ ବିଜ୍‌ନେସ୍‌ ଅଫିସ-୪ (ଆର୍‌ବିଓ-୪) ବୁଧବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଏସ୍‌ବିଆଇ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥୀ ସମ୍ମାନିତ…

୭ ବ୍ଲକ୍‌ ହାତେଇଲା ଓଏନ୍‌ଜିସି

ନୂଆଦିଲ୍ଲୀ,୪।୧: ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ୍‌ କର୍ପୋରେଶନ (ଓଏନ୍‌ଜିସି) ତୈଳ ଏବଂ ଗ୍ୟାସ୍‌ର ଅନୁସନ୍ଧାନ ପାଇଁ ୭ଟି ବ୍ଲକ୍‌ ହାତେଇଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସିର ଏକ କନ୍‌ସୋର୍ଟିୟମ୍‌ ସର୍ବଶେଷ ବିଡ୍‌ ରାଉଣ୍ଡରେ ଚାଲିଯାଇଥିଲା। ତୈଳ ମନ୍ତ୍ରୀ ହରଦୀପ…

ଇନ୍‌ସ୍ୟୁରାନ୍ସ ପଲିସି ମିସ୍‌ ସେଲିଂରେ ଲାଗିବ ରୋକ୍‌

ଭୁବନେଶ୍ୱର,୪।୧(ଅନୁରାଧା ମହାରଣା): ଏଣିକି ଇନ୍‌ସ୍ୟୁରାନ୍ସ ଏଜେଣ୍ଟମାନେ ଠକେଇ କରିବାକୁ ସମର୍ଥ ହେବେ ନାହିଁ। କୌଣସି ଇନ୍‌ସ୍ୟୁରାନ୍ସ ପ୍ଲାନ୍‌ ବିଷୟରେ ସୂଚନା ଦେବାବେଳେ ସେମାନଙ୍କୁ ଅଡିଓ ଭିଜୁଆଲ ରେକର୍ଡ ରଖିବାକୁ ପଡିବ। ଏହି ସମୟ ମଧ୍ୟରେ ସେମାନଙ୍କୁ ପଲିିିସି ବିଷୟରେ ସମ୍ପୂର୍ଣ୍ଣ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?