ଗୋପପୁରରେ ଭୟାବହ ଅଗ୍ନିକାଣ୍ଡ: ଘର ସହ ୧୩ ଛେଳି, ୩ ଗୋରୁ ଜୀବନ୍ତ ଦଗ୍ଧ
ନିଶ୍ଚିନ୍ତକୋଇଲି,୪ା୧(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ପଞ୍ଚାୟତ ଗୋପପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଦୁଇ ବଖରା ଗୃହ ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ଘରେ ଥିବା ୧୮ଟି ଛେଳି ମଧ୍ୟରୁ…
ପାକିସ୍ତାନ ସେନା ଏବେ କରିବେ ଚାଷ…
ଇସଲାମାବାଦ,୪।୧ : ରାଜନୀତିରେ ନିଜର ସମ୍ପୃକ୍ତି ରଖିଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଷ ପାଇଁ ପ୍ରସ୍ତୁତ ହେଉଛି। ପଞ୍ଜାବର ଚୋଲିସ୍ତାନରେ ଚାଷ ପାଇଁ ସେନା ପକ୍ଷରୁ ଯୋଜନା କରାଯାଉଛି। ବାସ୍ତବରେ, ଚୋଲିସ୍ତାନରେ ପାକିସ୍ତାନ ସରକାର ନିଜ ଜମିରେ ଚାଷ କରିବାକୁ ଯାଉଛନ୍ତି,…
ବିପକ୍ଷ ବ୍ୟାଟର୍ଙ୍କୁ କଲେ ଆଉଟ୍, ଖୁସି ହେବା ପରିବର୍ତ୍ତେ ପାଭିଲିୟନ୍ ଆଡ଼କୁ ଦୌଡିଯାଇ ତାଙ୍କ ପିଠି ଥାପୁଡାଇଲେ ଭାରତୀୟ ଖେଳାଳି
କେପଟାଉନ,୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହି ମ୍ୟାଚ ଦକ୍ଷିଣ ଆଫ୍ରିକା ଟେଷ୍ଟ କ୍ରିକେଟର ଡିନ ଏଲଗାରଙ୍କ କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଅଟେ। ଏହା…
ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହେଲା ଚଳଚ୍ଚିତ୍ର ‘ଡିଅର ପୁରୁଷ’
ଭୁବନେଶ୍ୱର,୪।୧(ଶର୍ମିଷ୍ଠା ପାଣିଗ୍ରାହୀ): ଆମେରିକା ନ୍ୟୁୟର୍କସ୍ଥିତ ଟାଇମ୍ସ ସ୍କୋୟାରରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଛି ‘ଡିଅର ପୁରୁଷ’ର ଟ୍ରେଲର। ସମାଜରେ ନାରୀ ଓ ପୁରୁଷର ସମ୍ପର୍କ ଭିତରେ ପୁରୁଷ ସାମ୍ନା କରୁଥିବା ଆହ୍ବାନ ସହ ହାସ୍ୟରସକୁ ନେଇ ପ୍ରସ୍ତୁତ ଏହି…
ଅଲୋଡ଼ା ରେକର୍ଡର ନିକଟତର ହେଲେ କୋହଲି
କେପଟାଉନ,୪।୧: କେପଟାଉନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ବିରାଟ କୋହଲି ଦ୍ୱିତୀୟ ଇନିଂସରେ ୪୬ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଟେଷ୍ଟ କ୍ରିକେଟରେ ୨୦ ଥର ପାଇଁ ବିରାଟ ୪୦ ରୁ ୪୯…
ଶ୍ରୀରାମ ଥିଲେ ମାଂସାହାରୀ: ଏନସିପି ନେତାଙ୍କ ବିବାଦୀୟ ମନ୍ତବ୍ୟ…
ମୁମ୍ବାଇ,୪।୧ : ୟୁପିର ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଅନେକ ରାଜ୍ୟରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରା ଯାଇଛି। ଏହି କ୍ରମରେ ଭାଜପା ନେତା ରାମ କଦମ ମଧ୍ୟ ମହାରାଷ୍ଟ୍ର…
କେଜରିଓ୍ବାଲଙ୍କ ଘରେ ବଢ଼ିଲା ସୁରକ୍ଷା: ଗିରଫଦାରୀକୁ ଏକ ଗୁଜବ ବୋଲି କହିଲା ଇଡି…
ନୂଆଦିଲ୍ଲୀ,୪।୧ :ଲୋକସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ଆମ ଆଦମୀ ପାର୍ଟି ଦାବି କରିଛି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିବ। ତେବେ, ଇଡି…
ଜଗତ୍ସିଂହପୁର ଜିଲା: ଅଚଳ ଶତାଧିକ ଅନୁଷ୍ଠାନ
ଜଗତ୍ସିଂହପୁର, ୪ା୧ (ପ୍ରମୋଦ କୁମାର ନାୟକ): ଆବଶ୍ୟକ ବେଳେ ଅନେକ ସଙ୍ଗଠନ, ଅଭିଯାନ, ମଞ୍ଚ, ସମିତି, ପରିଷଦ, ସଂଘ, ଟ୍ରଷ୍ଟ, ମହାସଭା ଓ ୟୁନିୟନ ଆଦି ସୃଷ୍ଟି ହୁଏ। ଏହି ଜରିଆରେ ଆନ୍ଦୋଳନଠାରୁ ଆରମ୍ଭ କରି ଅନେକ ଦାବି ଓ ସାମାଜିକ…
ଏମ୍ସରେ ଅଗ୍ନିକାଣ୍ଡ, ପହଞ୍ଚିଲା ୭ ଦମକଳ ଗାଡ଼ି…
ନୂଆଦିଲ୍ଲୀ,୪।୧ : ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇବା ପରେ ୭ ଟି ଦମକଳ ଗାଡି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଅଗ୍ନିଶମ…
କେନ୍ଦ୍ରାପଡ଼ା ଜିଲାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି, କମୁଛି ଜଙ୍ଗଲ, ଚାଷ ଜମି
କେନ୍ଦ୍ରାପଡ଼ା, ୪ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଚିଙ୍ଗୁଡି ଘେରିର ଅହେତୁକ ଭାବେ ବୃଦ୍ଧି ସ୍ଥାନୀୟ ଅଞ୍ଚଳବାସୀ ସହ ପରିବେଶବିତ୍ଙ୍କ ଉଦ୍ବେଗର କାରଣ ସାଜିଛି। ଜିଲାରେ ମାତ୍ର ୭୨୯ ଚାଷୀ ଚିଙ୍ଗୁଡ଼ି ଘେରି ପାଇଁ ଜିଲା ମତ୍ସ୍ୟ ବିଭାଗରୁ ଅନୁମତି ନେଇଥିବା…
ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…
ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ ରୋଗ ସୃଷ୍ଟିକାରୀ ଅଣୁଜୀବଙ୍କ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ। ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଷ୍ଟଡି…
Houthi Rebels: ଲୋହିତ ସାଗର ପାଲଟିଲା ଯୁଦ୍ଧ କ୍ଷେତ୍ର, ଆମେରିକା ସମେତ ୧୩ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ…
କୋପେନହେଗେନ,୪।୧ : ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରୁଥିବା ୟେମେନର ହୋଉଥି ବିଦ୍ରୋହୀଙ୍କ କାର୍ଯ୍ୟକଳାପ ଏପର୍ଯ୍ୟନ୍ତ ଥମି ନାହିଁ। ଆମେରିକା ଏବଂ ୧୨ ସହଯୋଗୀ ଚେତାବନୀ ଦେଇଛନ୍ତି ଏହି ଆକ୍ରମଣ ବନ୍ଦ ନ ହେଲେ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ କରାଯିବ। ଅକ୍ଟୋବର…

