Home

ଇଲେକ୍ଟୋରାଲ ବଣ୍ଡ୍‌ରୁ ଭାଜପା ପାଇଛି ୭୦% ଚାନ୍ଦା

ନୂଆଦିଲ୍ଲୀ,୪।୧: ୨୦୨୨-୨୩ରେ ରାଜନୈତିକ ଦଳଗୁଡ଼ିକ ଇଲେକ୍ଟୋରାଲ୍‌ ବଣ୍ଡ୍‌ରୁ ଯେଉଁ ପାଣ୍ଠି ପାଇଛନ୍ତି, ସେଥିରୁ ଭାଜପା କେବଳ ୭୦% ଚାନ୍ଦା ପାଇଛି ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟ୍ରିକ ରିଫର୍ମର୍ସ(ଏଡିଆର୍‌) ପକ୍ଷରୁ ପ୍ରକାଶ ପାଇଛି। ଏଡିଆର୍‌ ରିପୋର୍ଟ ଅନୁସାରେ ଭାରତ ରାଷ୍ଟ୍ରୀୟ ସମିତି(ବିଆର୍‌ଏସ୍‌) ୨୫%…

ଜେଲରେ ଜାତିଆଣ ଭେଦଭାବ: କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୪ା୧(ପି.ଟି.):ଦେଶର ଜେଲଗୁଡ଼ିକରେ ପ୍ରିଜନ୍‌ ମାନୁଆଲ ଅନୁସାରେ ନିୟମ ଚାଲୁନାହିଁ। ଜାତି ଭିତ୍ତିରେ କଏଦୀମାନଙ୍କୁ କାର୍ଯ୍ୟ ଓ ସୁବିଧା ଦିଆଯାଉଥିବା ଦର୍ଶାଇ ମହାରାଷ୍ଟ୍ରର କଲ୍ୟାଣ ନିବାସୀ ସୁକନ୍ୟା ସନ୍ଥ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିଛନ୍ତି। ତାଙ୍କ ପକ୍ଷରୁ ବରିଷ୍ଠ…

ବିମାନ ଯାତ୍ରୀଙ୍କ ଘୃଣ୍ୟ କାର୍ଯ୍ୟ

ଓ୍ବାଶିଂଟନ୍‌,୪ା୧: ବିମାନ ଯାତ୍ରାବେଳେ ଆଚରଣ କିପରି ହେବା କଥା ତାହା ଅନେକ ଯାତ୍ରୀ ଭୁଲିଗଲେଣି। ସେମାନେ ନିଜ ନଖରେ ନେଲ୍‌ ପଲିସ୍‌ ଲଗାଇବାଠୁ ନେଇ ୩୫,୦୦୦ ଫୁଟ୍‌ ଉଚ୍ଚତାର ଫ୍ଲୋରରେ ଶୌଚହେବା ପର୍ଯ୍ୟନ୍ତ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ବିମାନରେ ଯାତ୍ରୀଙ୍କ…

ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ: ଗିରଫ ପରେ ମୁଖ୍ୟ ଅଭିଯୁକ୍ତ ଅଭିଜିତ୍‌ ସିଂ କଲେ ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ମଡେଲ ଦିବ୍ୟା ପାହୁଜା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଭିଜିତ୍‌ ସିଂ, ଓମ୍‌ ପ୍ରକାଶ ଏବଂ ହେମରାଜ। ଅଶ୍ଳିଳ ଫଟୋକୁ ନେଇ ବ୍ଲାକମେଲିଂ କରିବା ଯୋଗୁ ଦିବ୍ୟାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ…

ପ୍ରେମିକଙ୍କ ହାତ ଧରିଲେ ଆମିରଙ୍କ ଝିଅ ଇରା

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍‌ର ପରଫେକ୍ସନିଷ୍ଟ ଆମିର ଖାନ୍‌ଙ୍କ ଝିଅ ଇରା। ପ୍ରେମିକ ନୂପୁର ଶିଖରେଙ୍କ ହାତ ଧରିଛନ୍ତି ସେ। ଧୁମ୍‌ଧାମ୍‌ରେ ନୁହେଁ ବରଂ ବେଶ୍‌ ସାଧାରଣ ଢ଼ଙ୍ଗରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଦୁହେଁ ପରିବାର ଏବଂ…

‘ମୁଁ ପୁର୍ନଜନ୍ମ ପାଇଛି’

ବମ୍ବେ: ବଲିଉଡ୍‌ ଅଭିନେତା ଶ୍ରେୟାସ ତଲପଡେଙ୍କ ପାଇଁ ଗତ ମାସ ବେଶ କଷ୍ଟକର ଥିଲା। ଡିସେମ୍ବର ୧୪ରେ ସେ ‘ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ର ଶୁଟିଂ କରୁଥିଲେ। ଶୁଟିଂ ଶେଷ ହେବା ପରେ ତାଙ୍କୁ ଅସହଜ ଅନୁଭବ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା…

ଗୁରଗାଓଁରେ ମଡେଲଙ୍କୁ ହତ୍ୟା କରି ମୃତଦେହ ସାଙ୍ଗରେ ନେଇଗଲେ ଅଭିଯୁକ୍ତ, ଥିଲେ ଗ୍ୟାଙ୍ଗଷ୍ଟରଙ୍କ ପ୍ରେମିକା

ନୂଆଦିଲ୍ଲୀ,୩।୧: ଗୁରଗାଓଁରେ ଜଣେ ମଡେଲଙ୍କୁ ହତ୍ୟା କରି ବିଏମ୍‌ଡବ୍ଲ୍ୟୁ କାର୍‌ରେ ମୃତଦେହକୁ ନେଇଯାଇଛନ୍ତି ଅଭିଯୁକ୍ତ। ମୃତକ ହେଲେ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗଷ୍ଟର ସନ୍ଦୀପ ଗାଡୋଲୀଙ୍କ ପ୍ରେମିକା ଦିବ୍ୟା ପାହୁଜା। ତେବେ ୨୦୧୬ରେ ମୁମ୍ବାଇର ହୋଟେଲରେ ପୋଲିସ ସହ ମୁହାଁମୁହିଁରେ ସନ୍ଦୀପଙ୍କ ମୃତ୍ୟୁ…

ମିଛର ହୋଲସେଲର୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ

ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ…

ସମ୍ବଲପୁରରେ ଲାଠି ଚାର୍ଜ

ସମ୍ବଲପୁର,୩ା୧: ବୁଧବାର ବସ୍‌ ଧକ୍କାରେ ଜଣେ ସ୍କୁଟି ଆରୋହୀଙ୍କ ମୃତ୍ୟୁକୁ ନେଇ ସମ୍ବଲପୁରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ସହରର ଲକ୍ଷ୍ମୀ ଟକିଜ୍‌ ଛକରେ ପୋଲିସ ଉତ୍ତ୍ୟେକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାର୍ଜ କରିଛି।

ଏହି ମହିଳାଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ମୋଦି: ପଠାଇଲେ ଢେର୍‌ ସାରା ଉପହାର

ନୂଆଦିଲ୍ଲୀ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୩୦ ରାମନଗରୀ ଅଯୋଧ୍ୟାକୁ ଯାଇ ଏକ ନୂତନ ବିମାନବନ୍ଦର ସମେତ ଅନେକ ଯୋଜନା ଉପହାର ଦେଇଥିଲେ। ଏହି ସମୟ ମଧ୍ୟରେ ସେ ଏକ ରୋଡ ଶୋ’ ମଧ୍ୟ କରିଥିଲେ ଏବଂ ଏସବୁ ମଧ୍ୟରେ ସେ…

ଓଡ଼ିଶାର ୭ଉତ୍ପାଦକୁ ଜିଆଇ ମାନ୍ୟତା

ଭୁବନେଶ୍ୱର,୩।୧(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଶାର ୭ଉତ୍ପାଦକୁ ବୁଧବାର ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇସ୍ଥିତ ଭୌଗୋଳିକ ସୂଚକ ରେଜିଷ୍ଟ୍ରି ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଓଡ଼ିଶା ଖଜୁରୀ ଗୁଡ଼(ଗଜପତି), ଢେଙ୍କାନାଳ ମଗଜି,ଶିମିଳିପାଳ କାଇ ଚଟୁଣୀ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପଡ଼ାଗଣ୍ଡାର ଡଙ୍ଗରିଆ କନ୍ଧ…

ଏହି ଫିଲ୍ମ ହିଟ୍‌ ହେବାକୁ ଅଭିନେତ୍ରୀଙ୍କ ପାଇଁ କିଣାଯାଇଥିଲା ୨୦ ଲକ୍ଷ ଟଙ୍କାର ଲେହେଙ୍ଗା

ଏକ ଫିଲ୍ମକୁ ହିଟ୍‌ କରିବା ପାଇଁ ନିର୍ମାତା ଏବଂ ଫିଲ୍ମର କଳାକାରମାନେ କଠିନ ପରିଶ୍ରମ କରନ୍ତି। ବେଳେବେଳେ ସେହି ଫିଲ୍ମଗୁଡ଼ିକ ସଫଳ ହୁଏ ଏବଂ ବେଳେବେଳେ ଫ୍ଲପ୍‌ ବୋଲି ପ୍ରମାଣିତ ହୁଏ। ୨୦୦୨ରେ ମଧ୍ୟ ଏକ ଫିଲ୍ମ ହଲ୍‌ରେ ହିଟ୍‌ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?