ଖାଦ୍ୟରୁ ବାହାରିଲା ଅସରପା, ମହିଳା ଭିଡିଓ କରିବାରୁ ବାଡେଇଲେ ହୋଟେଲ କର୍ମଚାରୀ
ବେଙ୍ଗାଲୁରୁ,୬।୧: ବେଙ୍ଗାଲୁରୁରୁ ଏକ ଚମକାଇବା ଭଳି ଖବର ଆସିଛି। ଗୁରୁବାର ଏଠାରେ ଥିବା ଏକ ହୋଟେଲରେ ଜଣେ ମହିଳାଙ୍କୁ ଦିଆଯାଉଥିବା ଖାଦ୍ୟରେ ଏକ ଅସରପା ମିଳିଥିଲା। ଯେଉଁ ମହିଳାଙ୍କ ସହ ଏହି ଘଟଣା ଘଟିଛି ସେ ବୃତ୍ତି ଅନୁଯାୟୀ ଜଣେ ଓକିଲ।…
ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ
ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ…
ଲୟର୍ଡ ଅଷ୍ଟିନ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି
ଓ୍ବାଶିଂଟନ,୬।୧: ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ…
ବେସିକ୍ କଷ୍ଟମ୍ ଡ୍ୟୁଟିର ଦୀର୍ଘକାଳୀନ ଛାଡ଼ ପ୍ରସ୍ତାବ
ନୂଆଦିଲ୍ଲୀ,୬।୧: ଭାରତର ସର୍ବବୃହତ୍ ଷ୍ଟେନ୍ଲେସ୍ ଷ୍ଟିଲ୍ ଉତ୍ପାଦନକାରୀ କମ୍ପାନୀ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ (ଜେଏସ୍ଏଲ୍) ୨୦୨୪-୨୫ ବଜେଟ ପୂର୍ବରୁ କଞ୍ଚାମାଲର ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଶୁଦ୍ଧ ନିକେଲ ବ୍ୟତୀତ ଷ୍ଟେନ୍ଲେସ ଷ୍ଟିଲ୍ ସ୍କ୍ରାପ୍ ଏବଂ ଷ୍ଟିଲ୍ ସ୍କ୍ରାପ୍ ଉପରେ ଜିରୋ…
ଶେୟାର ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୬।୧: କ୍ରମାଗତ ୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢ଼ାଇପାରିଛନ୍ତି। ବିଶେଷକରି ଶୁକ୍ରବାର ବମ୍ବେ ଷ୍ଟକ୍…
ଏମ୍ସିଏଲ୍ର ବାର୍ଷିକ ଖଣି ସୁରକ୍ଷା ପକ୍ଷ
ତାଳଚେର,୬ା୧ (ମନୋଜ ନନ୍ଦ): ମହାନଦୀ କୋଲଫିଲ୍ଡସ ଲିମିଟେଡ (ଏମସିଏଲ)ରେ ବାର୍ଷିକ ଖଣି ସୁରକ୍ଷା ପକ୍ଷ-୨୦୨୪ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟମାନଙ୍କ ଦ୍ୱାରା ‘ସୁରକ୍ଷା ପଦଯାତ୍ରା’ ମାଧ୍ୟମରେ ସଚେତନ କରାଯାଇଥିଲା। ୨୦୨୪ ଜାନୁୟାରୀ…
ବୈଦେଶିକ ମୁଦ୍ରାଭଣ୍ଡାରରେ ବୃଦ୍ଧି
ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): କ୍ରମାଗତ ଭାବେ ଭାରତର ଫରେକ୍ସ ରିଜର୍ଭ (ବୈଦେଶିକ ମୁଦ୍ରା ଭଣ୍ଡାର) ରେ ବୃଦ୍ଧି ଘଟି ଚାଲିଛି। ଏପରିକି ୨୦୨୩ ଡିସେମ୍ବର ୨୯ରେ ଶେଷ ହୋଇଥିବା ସପ୍ତାହରେ ଭାରତର ଫରେକ୍ସ ରିଜର୍ଭ ୨.୭୫୯ ବିଲିୟନ ଡଲାରକୁ ବୃଦ୍ଧି ପାଇ…
ଫେଣ୍ଟାନିଲ ଇଞ୍ଜେକ୍ଶନ ବଦଳରେ ପାଣି :୧୦ ରୋଗୀ ମୃତ
ଓ୍ବାଶିଂଟନ,୬।୧: ଆମେରିକାର ଓରେଗନ୍ ହସ୍ପିଟାଲକୁ ଯୋଗାଇଦିଆଯାଉଥିବା ଯନ୍ତ୍ରଣା ଉପଶମ ଇଞ୍ଜେକ୍ଶନ ଫେଣ୍ଟାନିଲ୍ ଇଣ୍ଟ୍ରାଭେନସ୍ (ଆଇଭି) ସ୍ଥାନରେ ଜଣେ ନର୍ସ ଷ୍ଟେରିଲାଇଜ୍ ହୋଇ ନ ଥିବା ଟ୍ୟାପ୍ ପାଣିକୁ ଇଞ୍ଜେକ୍ଶନ ଭାବେ ରୋଗୀଙ୍କୁ ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।…
ନିର୍ବାଚନର ଦୁଇଦିନ ପୂର୍ବରୁ ହିଂସା, ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ , ୪ ମୃତ
ଢାକା,୬।୧: ବାଂଲାଦେଶର ଗୋପିବାଗରେ ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଢାକା ଟ୍ରିବ୍ୟୁନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଢାକା ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ଶୁକ୍ରବାର ରାତି ପ୍ରାୟ ୯ଟା ୫ ମିନିଟରେ ଏହି ନିଆଁ ଲାଗିଥିବା ବେଳେ…
ଯୋଧପୁର-ଭୋପାଳ ପାସେଞ୍ଜର ଟ୍ରେନ ଲାଇନଚ୍ୟୁତ
କୋଟା,୬।୧: ରାଜସ୍ଥାନରୁ ଏକ ବଡ ଖବର ଆସୁଛି । ଯୋଧପୁର-ଭୋପାଳ ଯାତ୍ରୀବାହୀ ଟ୍ରେନର ଦୁଇଟି କୋଚ ଶୁକ୍ରବାର ବିଳମ୍ବିତ ରାତିରେ କୋଟା ଜଙ୍କସନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା ଏବଂ ଅନେକ ଯାତ୍ରୀ…
ଆଉ ଏକ ଇତିହାସ ରଚିବାକୁ ନିକଟତର ହେଲାଣି ଭାରତ, ଆଜି ସୂଯର୍ୟଙ୍କୁ ‘ହ୍ୟାଲୋ’ କହିବ ଆଦିତ୍ୟ ଏଲ-୧
ବେଙ୍ଗାଲୁରୁ,୬।୧: ଚନ୍ଦ୍ରରେ ଅବତରଣ କରିବା ପରେ ଭାରତ ଅନ୍ୟ ଏକ ଇତିହାସ ସୃଷ୍ଟି କରିବାକୁ ଅତି ନିକଟତର ହୋଇଛି। ସୂର୍ଯ୍ୟ ମିଶନରେ ଥିବା ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) ର ଆଦିତ୍ୟ ଏଲ -୧ ଶନିବାର ଅପରାହ୍ନ ୪ଟାରେ ଗନ୍ତବ୍ୟ…
ନିଲାମ ହେଲା ଗ୍ୟାଙ୍ଗ୍ଷ୍ଟର ଦାଉଦ ଇବ୍ରାହିମ୍ଙ୍କ ସମ୍ପତ୍ତି: ୧୫ ହଜାରର ପ୍ଲଟ ୨ କୋଟିରୁ ଅଧିକ ଟଙ୍କାରେ ବିକ୍ରି
ମୁମ୍ବାଇ,୫।୧: ଗ୍ୟାଙ୍ଗ୍ଷ୍ଟର ଦାଉଦ୍ ଇବ୍ରାହିମ୍ଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ୨ଟି ସମ୍ପତ୍ତି ଶୁକ୍ରବାର ନିଲାମ ଜରିଆରେ ବିକ୍ରି ହୋଇଛି। ୧୭୦.୯୮ ବର୍ଗମିଟରର କୃଷି ଜମି୨.୦୧ କୋଟିରେ ବିକ୍ରି ହୋଇଛି, ଯାହାର ରିଜର୍ଭ ପ୍ରାଇସ୍ ୧୫,୪୪୦ ଟଙ୍କା ଥିଲା। ସେହିପରି ୧୭୩୦…

