୨ କପ ୟୁନିଭର୍ସରେ ନଜର ଆସିବେ ଏହି ଟେଲି ଅଭିନେତ୍ରୀ
ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଧାରାବାହିକ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ଗୋଟିଏ ଦିନ ପୂର୍ବରୁ ଲଞ୍ଚ କରାଯାଇଥିଲା। କପ ୟୁନିଭର୍ସର ଏହି ପ୍ରଥମ ସିରିଜରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ…
କାହାକୁ ୭୪ ଥର ମାଡ ତ କାହାକୁ ୨ ବର୍ଷ ଜେଲ, ଇରାନରେ ହିଜାବ ନ ପିନ୍ଧିବାରୁ ମହିଳାଙ୍କ ସହ କ୍ରୁରତା
ତେହେରାନ,୬।୧: ଇରାନରେ ବାଧ୍ୟତାମୂଳକ ହିଜାବ ଉଲ୍ଲଂଘନ କରି ଦୁଇ ମହିଳାଙ୍କୁ ଦଣ୍ଡିତ କରାଯାଇଛି। ଜଣେ ମହିଳାଙ୍କୁ ହିଜାବ ନ ପିନ୍ଧିବାରୁ ୭୪ ଥର ପିଟି ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ ଇରାନରେ ହିଜାବ…
ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ମିଳିବ ଏବେ ସାପ୍ତାହିକ ଛୁଟି, NMC ଜାରି କଲା ନୂଆ ନିୟମ
ନୂଆଦିଲ୍ଲୀ,୬।୧: ଡାକ୍ତରୀ ପଢୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ନ୍ୟାଶନାଲ ମେଡିକାଲ କମିଶନ(NMC) ଛାତ୍ରୀଛାତ୍ରଙ୍କ ଛୁଟି ପାଇଁ ନୂଆ ନିୟମ ଲାଗୁ କରିଛି। ଏନଏମସି ମେଡିକାଲ ଛାତ୍ରୀଛାତ୍ରଙ୍କୁ ଅଧିକ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି। ଏବେ ସାପ୍ତାହିକ ଛୁଟି ବ୍ୟତୀତ କାଜୁଆଲ…
ଅର୍ଜୁନ ଓ ମଲାଇକାଙ୍କ ବ୍ରେକଅପ୍! ବିବାହ ନା ଆଫାୟାର ଏହାର କାରଣ?
ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଲଭବାର୍ଡ ମଲାଇକା ଅରୋରା ଓ ଅର୍ଜୁନ କପୁର୍ ଖବରରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିଜ ପ୍ରଫେଶନକୁ ହେଉ କି ଲଭ୍ ଲାଇଫ୍ ବିଟାଉନରେ ତାଙ୍କର ଖୁବ୍ ଚର୍ଚ୍ଚା ହୁଏ। ତେବେ ନିକଟରେ ଶୁଣିବାକୁ ମିଳିଛି ଦୁହିଁଙ୍କର ବ୍ରେକଅପ୍…
ଥଣ୍ଡା ଯୋଗୁ ହୃଦରୋଗୀଙ୍କ ସଂଖ୍ୟା ହେଲା ଦୁଇଗୁଣ, ବିଶେଷଜ୍ଞ କହିଲେ ଅନିୟମିତ ଜୀବନଶୈଳୀର ପ୍ରଭାବ
ନୂଆଦିଲ୍ଲୀ,୬।୧: ଶୀତଦିନ ଛୁଟି ଏବଂ ଡିସେମ୍ବର-ଜାନୁଆରୀରେ ହୃଦଘାତର ଆଶଙ୍କା ଅଧିକ ଥାଏ ଏହି ସମୟ ମଧ୍ୟରେ, ଆମେରିକୀୟ ହାର୍ଟ ଆସୋସିଏସନ ଦ୍ୱାରା ଲୋକଙ୍କୁ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏସଏସଏମ ହେଲଥ ଡଟ କମ ଅନୁଯାୟୀ ଖ୍ରୀଷ୍ଟମାସ…
ସଂସଦରେ ଗର୍ଜିଲେ ମହିଳା ଏମପି, ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ, ଭିଡିଓ ଭାଇରାଲ
ଓ୍ବେଲିଂଟନ୍,୬।୧: ନେତାଙ୍କ ଦମଦାର ଭାଷଣ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ସହ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ। ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରନ୍ତ। ନିକଟରେ ଏପରି ଏକ ମହିଳା ଏମପିଙ୍କ ଭାଷଣ…
ମିଶନ ୨୦୨୪: ବିଧାନସଭା ଫର୍ମୁଲାରେ ଭାଜପା, ସିନିୟର ନେତାଙ୍କୁ ଲୋକ ସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ପ୍ରସ୍ତୁତି
ନୂଆଦିଲ୍ଲୀ,୬।୧: ଲୋକ ସଭା ନିର୍ବାଚନ ହେବାର ୬ମାସରୁ କମ ସମୟ ରହିଛି। ଏଭଳି ପରିସ୍ଥିତିରେ ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି। ଏଥିରେ ଦଳର ବରିଷ୍ଠ ନେତାମାନଙ୍କୁ ମଇଦାନକୁ ଓହ୍ଲାଇବାକୁ ଭାଜପା ପ୍ରସ୍ତୁତ…
ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ଦେଶର ପୁତ୍ର’ ଘୋଷଣା କରିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ‘ଦେଶର ପୁତ୍ର’ ଘୋଷଣା ଦାବି କରୁଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅମର ଏବଂ ତାଙ୍କର ମହାନତା ଦେଖାଇବା…
ନିଜ ପୁଅକୁ ଜେଲ ପଠାଇଲେ ଭାଜପା ବିଧାୟକ, କହିଲେ ଅପରାଧୀଙ୍କର କୌଣସି ସମ୍ପର୍କ ନ ଥାଏ
ଭୋପାଳ,୬।୧: ମଧ୍ୟପ୍ରଦେଶର ଗ୍ବାଲିଅର ଜିଲାର ପିଛୋର ବିଧାନସଭା ଆସନରୁ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପ୍ରୀତମ ଲୋଧି ସାଧାରଣ ଜନତା ତଥା ଜନ ପ୍ରତିନିଧୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜର ଲୁଣ୍ଠିତ ପୁଅର କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ବିଧାୟକ…
ହ୍ବାଟସ୍ ଆପ ୟୁଜର୍ସଙ୍କୁ ଦେଲା ନୂଆ ଫିଚର, ବଦଳିଯିବ ଆପର ରଙ୍ଗ
ନୂଆଦିଲ୍ଲୀ,୬।୧: ସୋସିଆଲ ମିଡିଆର ନାମୀ କମ୍ପାନୀ ହ୍ବାଟସ ଆପ ନୂଆ ବୈଶିଷ୍ଟ୍ୟ ଉପରେ କାର୍ଯ୍ୟ ଜାରି ରଖିଛି। ପ୍ରଥମେ ନଆ ଫିଚରଗୁଡିକ ବିଟା ଟେଷ୍ଟରମାନଙ୍କ ପାଇଁ ଜାରି କରାଯାଏ, ତାପରେ ସେଗୁଡିକ ସାଧାରଣ ଲୋକଙ୍କ ପାଇଁ ଲାଇଭ କରାଯାଏ। ଏହି ସମୟରେ,…
କ୍ୟାରିୟରର ଶେଷ ଟେଷ୍ଟ ପରେ ଡେଭିଡ ୱାର୍ନରଙ୍କୁ ଖାସ୍ ଉପହାର ଦେଲା ପାକିସ୍ତାନୀ ଦଳ
ନୂଆଦିଲ୍ଲୀ,୬।୧: ଡେଭିଡ ୱାର୍ନର ନିଜ କ୍ୟାରିୟରର ଶେଷ ଟେଷ୍ଟ ପାକିସ୍ତାନ ବିପକ୍ଷରେ ସିଡନୀରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳିଛନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଥିବାରୁ ୱାର୍ନରଙ୍କ ପାଇଁ ଶେଷ ଟେଷ୍ଟ ବହୁତ ଭଲ ଥିଲା। ମ୍ୟାଚ ବେଳେ ୱାର୍ନର ୭ ଚୌକା…
ରାଶନ ଘୋଟାଲା ମାମଲାରେ ଗିରଫ ହେଲେ ଟିଏମସି ନେତା
କୋଲକାତା,୬।୧: ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ରାଶନ ଘୋଟାଲା ମାମଲାରେ ଇଡି ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତା ତଥା ପୂର୍ବତନ ବେନଗାଁବ ପୌରପାଳିକାର ଅଧ୍ୟକ୍ଷ ଶଙ୍କର ଆଧ୍ୟାଙ୍କୁ ଗିରଫ କରିଛି। ଶଙ୍କର ଆଧ୍ୟାଙ୍କୁ ବଙ୍ଗଳାର ଉତ୍ତର ୨୪ପ୍ରଗଣାରୁ ଗିରଫ କରାଯାଇଛି। ନ୍ୟୁଜ ଏଜେନ୍ସି ଏଏନଆଇ…

