Home

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ

ବରଗଡ଼,୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗ୍ରାମର ଅଞ୍ଜଳି ଭୋଇ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି। ମୃତ ଅଞ୍ଜଳିଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ୱନାଥ ଭୋଇଙ୍କ ବିରୋଧରେ…

T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ…

ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍‌ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…

ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍‌ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍‌ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍‌ ୧ରେ ଆରମ୍ଭ ହେବ। ଜୁନ୍‌ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି…

୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…

ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି…

ଶୁଣାଣିବେଳେ ସିଜେଆଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦୁଇଟି ହ୍ବିସ୍କି ବୋତଲ ରଖିଲେ ବରିଷ୍ଠ ଓକିଲ, ଆଉ ତା’ ପରେ…

ଆଦିଲ୍ଲୀ,୫।୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ତାଙ୍କ ଶୁଣାଣିରେ ଦେଇଥିବା ପ୍ରମୁଖ ରାୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଏହି ଟିପ୍ପଣୀ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ତେବେ ଶୁକ୍ରବାର ହେଉଥିବା ଏକ ମାମଲାର ଶୁଣାଣି ସମୟରେ…

ଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: ଭି.କେ. ପାଣ୍ଡିଆନ

ଭୁବନେଶ୍ୱର,୫।୧:ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-ଟି ତଥା ‘ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ…

ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ କଂଗ୍ରେସ ନେତା

ନୂଆଦିଲ୍ଲୀ,୫।୧: ରାମଲାଲାଙ୍କ ଉତ୍ସବରେ ଯୋଗଦେବେ କଂଗ୍ରେସ ନେତା। ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ କଂଗ୍ରେସ ନେତାମାନେ ଯୋଗଦେବା ନେଇ ଅନୁମତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ। ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଗୁରୁବାର କଂଗ୍ରେସର ଦିଲ୍ଲୀ ମୁଖ୍ୟାଳୟରେ ଦଳ ସବୁ…

ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା

ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ…

ଦେଶର ସମସ୍ତ କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ପାଟନା ହାଇକୋର୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍‌

ପାଟନା,୫।୧: ପାଟନା ହାଇକୋର୍ଟ ସମେତ ଦେଶର ସବୁ କୋର୍ଟକୁ ବୋମାରେ ଉଡାଇଦେବାକୁ ଆସିଛି ଧମକ। ଶୁକ୍ରବାର ଇ-ମେଲ୍‌ ଯୋଗେ ପାଟନା ହାଇକୋର୍ଟକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି। ଖବର ପାଇବା ପରେ ପୋଲିସ, ବୋମା ନିଷ୍କ୍ରୟକାରୀ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି…

ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ

ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ ଦୃଷ୍ଟିରେ…

ପୂର୍ବତନ ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ସୁସ୍ମିତା, ଖାସ୍‌ ବାର୍ତ୍ତା ଲେଖି…

ବମ୍ବେ: ବ୍ରେକ୍‌ଅପ୍‌ ସତ୍ତ୍ୱେ ପୂର୍ବତନ ପ୍ରେମିକଙ୍କ ସହ ବନ୍ଧୁତାର ସମ୍ପର୍କ ଭୁଲିନାହାନ୍ତି ବଲିଉଡ୍‌ ଡିଭା ସୁସ୍ମିତା ସେନ୍‌। ଲଗାତର ଭାବେ ଦୁହିଁଙ୍କୁ ପାର୍ଟି ନଚେତ ଛୁଟି ବିତାଉଥିବାର ଦେଖିବାକୁ ମିଳେ। ଏହି କ୍ରମରେ ସୁସ୍ମିତା ଏବେ ରୋହମନ ଶଲ୍‌ଙ୍କ ଜନ୍ମଦିନ ଉପଲକ୍ଷେ…

ଓଲଟିଲା ବିଏସଏଫ ଭ୍ୟାନ୍‌, ୧୭ ଯବାନ ଗୁରୁତର

କୁମହାରି,୫।୧: ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲାରେ ବିଏସଏଫ ଭ୍ୟାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭ୍ୟାନ ଓଲଟି ୧୭ ଜଣ ବିଏସଏଫ ଯବାନ ଗୁରୁୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?