Home

ବଡ଼ଧରଣର ଅଗ୍ନିକାଣ୍ଡ: ଜଳିଗଲା ୬ ମହଲା କୋଠା

ମୁମ୍ବାଇ,୧୩ା୧: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୬ ମହଲା ଜଳିଯାଇଛି। ଡୋମ୍ବିଭଲି ଲୋଢା ଫେଜ୍‌-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଛଅ ମହଲା କୋଠା ଜଳିଯାଇଛି। ନିଆଁ ଲାଗିବା…

ବନ୍ଦ ହୋଇଗଲା ଡିଜେ, ‘ଓଲା ସ୍କୁଟି’ରେ ଗୀତ ବଜାଇ ଦମଦାର ଡ୍ୟାନ୍ସ କଲେ କନ୍ୟା, ଭିଡିଓ ଦେଖି ଏମିତି କହିଲେ କମ୍ପାନୀର ସିଇଓ

ନୂଆଦିଲ୍ଲୀ,୧୩।୧: ଦେଶରେ ବିବାହକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଧୁମଧାମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଯାଏଁ ଖୁବ୍‌ ଖୁସିରେ ଏହାକୁ ପାଳନ କରିଥାନ୍ତି। ଯଦି ବିବାହ ଉିତ୍ସବରେ ମନୋରଞ୍ଜନର ଉତ୍ସ…

କିଏ ସେ ଧ୍ରୁବ୍‌ ଜୁରେଲ? ସୁନା ଚେନ୍‌ ବିକ୍ରି କରି ମା’ ଦେଇଥିଲେ କ୍ରିକେଟ କିଟ୍‌, ଏବେ ଦେଶ ପାଇଁ ଖେଳିବେ…

ନୂଆଦିଲ୍ଲୀ,୧୩।୧: ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ପ୍ରସ୍ତୁତ। ପ୍ରାରମ୍ଭିକ ଦୁଇ ମ୍ୟାଚ୍‌ ଲାଗି ଦଳ ଘୋଷଣା ମଧ୍ୟ ହୋଇସାରିଛି। ଏଥିରେ ୨୨ ବର୍ଷୀୟ ଧ୍ରୁବ୍‌ ଜୁରେଲଙ୍କୁ ଡେବ୍ୟୁର ସୁଯୋଗ ମିଳିଛି। ରଣଜୀ ଟ୍ରଫିରେ ଉତ୍ତରପ୍ରଦେଶରୁ…

କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ

ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି…

ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା

ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ।…

ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ

ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ…

ମନା କଲେ ନୀତୀଶ, ‘INDIA’ ମେଣ୍ଟର ମଙ୍ଗ ଧରିପାରନ୍ତି ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୩।୧: ‘ଇଣ୍ଡିଆ’ ମେଣ୍ଟର ସଂଯୋଜକ ହେବାକୁ ସଫାସଫା ମନା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଶନିବାର ମେଣ୍ଟର ବୈଠକ ବସିଥିଲା। ଦୁଇ ଘଣ୍ଟା ଧରି ଚାଲିଥିବା ବୈଠକରେ ସୁଯୋଗ ଦିଆଯିବା ସତ୍ତ୍ୱେ ନୀତୀଶ ସଂଯୋଜକ ହେବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି।…

ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍‌ ଦେଖି…

ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର…

ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର ଭିଡିଓଟି…

ମେଶିନଠାରୁ ବି ଶୀଘ୍ର ଟଙ୍କା ଗଣୁଛନ୍ତି ଏହି ମହିଳା, ଦେଖନ୍ତୁ ଚମକାଇବା ଭଳି VIDEO

ଦିନ ଥିଲା ବ୍ୟାଙ୍କରେ ପ୍ରାୟ ସମସ୍ତ କାର୍ଯ୍ୟ ହାତରେ ହେଉଥିଲା। ମେଶିନର ବ୍ୟବହାର ବିଲ୍‌କୁଲ କରାଯାଉ ନ ଥିଲା। ଟଙ୍କା ଗଣିବାଠାରୁ ଆରମ୍ଭ କରି ଗ୍ରାହକଙ୍କ ଡାଟା ରଖିବା ଯାଏ ପ୍ରତ୍ୟେକଟି କାର୍ଯ୍ୟ ବ୍ୟାଙ୍କ କର୍ମଚାରୀମାନେ ହାତରେ କରୁଥିଲେ। ହେଲେ ସମୟ…

କର୍ନାଟକକୁ ଝଟକା, ଆହତ ହେଲେ ପ୍ରସିଦ୍ଧ କ୍ରିଷ୍ଣା

ନୂଆଦିଲ୍ଲୀ,୧୩।୧: ଏବେ ରଣଜୀ ଟ୍ରଫିରେ ଟିମ ଇଣ୍ଡିଆର ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣ ଖେଳୁଛନ୍ତି। ସେ କର୍ନାଟକ ଦଳର ଏକ ଅଂଶ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସେ ଟିମ ଇଣ୍ଡିଆରେ ସ୍ଥାନ ପାଇନାହାଁନ୍ତି। ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ…

‘ପଶ୍ଚିମ ବଙ୍ଗରେ ହିନ୍ଦୁ ହେବା ଅପରାଧ’, ସାଧୁଙ୍କୁ ମାଡ ଘଟଣାରେ ରାଜନୀତି ସରଗରମ

କୋଲକାତା,୧୩।୧: ପଶ୍ଚିମବଙ୍ଗରେ ପାଲଘର ଭଳି ଘଟଣା ସାମ୍ନାକୁ ଆସିବା ପରେ ଭାଜପା ମମତା ସରକାରଙ୍କୁ ଟାର୍ଗେଟ କରିଛି। ଗୁରୁବାର ସାରେ ବିରାଟ ଜନତା ଉତ୍ତରପ୍ରଦେଶର ତିନିଜଣ ସାଧୁଙ୍କୁ ଚୋର ଭାବି ଅତି ନିର୍ମମ ଭାବେ ପିଟିଥିଲେ। ଏହି ମାମଲାରେ ପୋଲିସ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?