Home

ଆସାମରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୨୩।୧ : ଆସାମରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବା ସମୟରେ ଉତ୍ତେଜନା ଦେଖାଦେଇଛି । କଂଗ୍ରେସର ୫ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଗୁଆହାଟୀରେ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ଦେଖାଯିବାରୁ ପୋଲିସ…

ମହିଳା କେନ୍ଦ୍ରିକ ହେବ ଗଣତନ୍ତ୍ର ଦିବସ: ଭାରତୀୟ ମୂଳ ଫରାସୀ ସୈନିକ ପରେଡରେ କରିବେ ଅଂଶଗ୍ରହଣ, ପ୍ରଥମ ଥର ପାଇଁ ମହିଳା କଣ୍ଟିଜେଣ୍ଟ ସାମିଲ…

ନୂଆଦିଲ୍ଲୀ,୨୩।୧ : ଭାରତୀୟ ସେନାର ମେଜର ଜେନେରାଲ ସୁମିତ ମେହେଟ୍ଟା ମଙ୍ଗଳବାର ଗଣତନ୍ତ୍ର ଦିବସ ପରେଡ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଥମ ଥର ପାଇଁ ସମସ୍ତ ମହିଳା ସୈନିକଙ୍କୁ ନେଇ ଏକ ସୈନ୍ୟ କଣ୍ଟିଜେଣ୍ଟ କତ୍ତର୍ବ୍ୟ ପଥରେ ପରେଡ଼…

ପ୍ରାଣ ପ୍ରତିଷ୍ଠା ସମୟର ଭିଡିଓ ଶେୟାର କରି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୨୩।୧: ରାମନଗର ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ। ଗତକାଲି ଅର୍ଥାତ୍‌ ୨୨ ଜାନୁଆରୀରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଭାରତର ବଡ ଚେହେରା ଅଂଶଗ୍ରହଣ କରିଥିଲେ। ପ୍ରାଣ…

ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା: ଦଳରେ ସ୍ଥାନ ପାଇଲେ ୬ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୩।୧: ଆଇସିସି ଦିନିକିଆ ଟିମ ଅଫ ଦି ଇୟର ଘୋଷଣା କରିଛି। ଏଥିରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି ସ୍ବତନ୍ତ୍ର ଦଳରେ ଭାରତର ୬ ଜଣ ଖେଳାଳି ନିଜ ସ୍ଥାନ ହାସଲ କରିବାରେ ସଫଳ ହୋଇଥିବାବେଳେ ୨ ଜଣ ଖେଳାଳି…

ମିଜୋରାମରେ ଦୁର୍ଘଟଣାର ସମ୍ମୁଖୀନ ହେଲା ମ୍ୟାନ୍‌ମାର ସେନା ବିମାନ, ୬ ଆହତ

ଆଇଜଲ,୨୩।୧: ମଙ୍ଗଳବାର ସକାଳେ ମିଜୋରାମରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ମ୍ୟାନ୍‌ମାର ସୈନ୍ୟ ବିମାନ ଏଠାରେ ଥିବା ଲେଙ୍ଗପୁଇ ବିମାନବନ୍ଦରରେ ରନୱେରୁ ଖସିଯାଇଛି। ବିମାନରେ ପାଇଲଟଙ୍କ ସମେତ ବିମାନରେ ୧୪ ଜଣ ଲୋକ ଥିଲେ। ଏଥିମଧ୍ୟରୁ ୬ ଜଣ ଆହତ ହୋଇଛନ୍ତି।…

‘ଏମରଜେନ୍ସି’ର ରିଲିଜ ଡେଟ ଘୋଷଣା କଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଏମରଜେନ୍ସି’ ପାଇଁ କିଛି ସମୟ ପାଇଁ ଚର୍ଚ୍ଚାରେ ଥିଲେ। ଏବେ ସେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ତାଙ୍କ ମୁଭିର ରିଲିଜ ଡେଟ ଘୋଷଣା କରିଛନ୍ତି। ‘ଏମରଜେନ୍ସି’ ଚଳିତ…

ଚାଇନା ସହ ସମ୍ପର୍କ ବଢାଉଛି ମାଲଦ୍ୱୀପ, ମାଲେରେ ଡ୍ରାଗନର ଗୁଇନ୍ଦା ଜାହାଜ

ବେଜିଂ,୨୩।୧: ଭାରତ ସହିତ ତିକ୍ତତା ବଢିବା ପରେ ଚାଇନା ସହିତ ମାଲଦ୍ୱୀପର ବନ୍ଧୁତା ବୃଦ୍ଧି ପାଉଛି। ଫଳାଫଳ ହେଉଛି ଚାଇନାର ଗୁଇନ୍ଦା ଜାହାଜ ମାଲଦ୍ୱୀପ ଆଡକୁ ଗତି କରୁଛି। ଚାଇନାର ଏହି ଜାହାଜ ‘ଜିଆଙ୍ଗ ୟାଙ୍ଗ ହଙ୍ଗ ୦୩’ ମାଲଦ୍ୱୀପର ରାଜଧାନୀ…

ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଗୁଆହାଟୀରେ ପ୍ରବେଶ ପାଇଁ ରାସ୍ତା ବନ୍ଦ, କଂଗ୍ରେସ କର୍ମୀଙ୍କ ଉତ୍ତେଜନା

ଗୁଆହାଟୀ,୨୩।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ଉତ୍ତର ପୂର୍ବର ଆସାମର ଗୁଆହାଟୀରେ ପୁଣିଥରେ ବିବାଦ ଦେଖାଦେଇଛି। ସହରରେ ଯାତ୍ରା କରିବାକୁ ଅନୁମତି ନ ଥିବାରୁ କଂଗ୍ରେସ କର୍ମୀ ଏବଂ ପୋଲିସ…

୨୨୪୧ କୋଟି ଖର୍ଚ୍ଚ କରି ବଙ୍କର ତିଆରି କରୁଛନ୍ତି ଜୁକରବର୍ଗ, ମାଟି ତଳେ ହେବ ମହଲ, ବୋମା-ଭୂକମ୍ପକୁ ନାହିଁ ଡର

ଓ୍ବାଶିଂଟନ: ଫେସବୁକ ଏବଂ ହ୍ବାଟସ ଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଆଇଏନସିର ସିଇଓ ମାର୍କ ଜୁକରବର୍ଗ ଅଣ୍ଡରଗ୍ରାଉଣ୍ଡରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଜମି କିଣିଛନ୍ତି ଏବଂ ଏକ ବିଳାସପୂର୍ଣ୍ଣ…

ବନ୍ଦ ହେଲା ରାମ ମନ୍ଦିର ଦର୍ଶନ

ଅଯୋଧ୍ୟା,୨୩।୧: ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବାରୁ ମନ୍ଦିରରେ ପ୍ରବେଶ ବନ୍ଦ ହୋଇଯାଇଛି। ରାମ ମନ୍ଦିରର ପ୍ରବେଶ ଦ୍ୱାରରେ ଭକ୍ତମାନଙ୍କୁ ଅଟକାଇ ଦିଆଯାଇଥିଲା। ଗର୍ଭଗୃହ ଭିତରେ ଭକ୍ତଙ୍କ ଭିଡ ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ…

ରାମଲାଲାଙ୍କ ଆଗମନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ‘Ramoji’

ନୂଆଦିଲ୍ଲୀ,୨୩।୧: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାମଲାଲା ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି। ଏହି ଅବସରରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି। ନିଜ ନିଜ ଢଙ୍ଗରେ…

Snake Video: ଅହିରାଜକୁ ପାଇପ୍‌ ଯୋଗେ ଗାଧୋଉଥିଲେ ବ୍ୟକ୍ତି, ଫଣାଟେକି ଗର୍ଜନ କଲା ଜନ୍ତୁ; ଭିଡିଓ ଦେଖିଲେ…

ସାପ ବିଷଧର ହୋଇଥିବା ଯୋଗୁ ତା ସହ ଲାଗିବାକୁ ଅନେକ ଡରିଥାନ୍ତି। ହେଲେ ଜଣେ ବ୍ୟକ୍ତି ସାପକୁ ଗାଧୋଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି। ଟୁଇଟରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?