Home

ନିର୍ବାଚନ କମିଶନରଙ୍କ ଟ୍ବିଟକୁ ନେଇ ବଢିଲା ସମ୍ଭାବନା, ଏପ୍ରିଲରେ ହୋଇପାରେ ନିର୍ବାଚନ

ଆଦିଲ୍ଲୀ,୨୩।୧: ଚଳିତ ବର୍ଷର ଏପ୍ରିଲ ମାସରେ ହୋଇପାରେ ସାଧାରଣ ନିର୍ବାଚନ। ନିର୍ବାଚନ କମିଶନରଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ହୋଇଥିବା ଟ୍ବିଟକୁ ନେଇ ବଢ଼ିଲା ସମ୍ଭାବନା। ଏପ୍ରିଲ ୧୬ ସମ୍ଭାବ୍ୟ ଭୋଟ ଗ୍ରହଣ ତାରିଖ କି ବୋଲି ପ୍ରଶ୍ନ ଉଠିଥିଲା। ଏନେଇ ଆସୁଥିବା…

କେବେ ବି କରନ୍ତୁ ନାହିଁ ଏହି ୪ ଭୁଲ୍‌, ପାଖରୁ ଦୂରେଇ ଯିବେ ଲକ୍ଷ୍ମୀ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଭାରତର ସବୁଠାରୁ ମହାନ ବିଦ୍ୱାନ, ଅର୍ଥଶାସ୍ତ୍ରୀ ଏବଂ ମାର୍ଗଦର୍ଶକ କୁହାଯାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଧନସମ୍ପତ୍ତିକୁ ନେଇ ଅନେକ କିଛି ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ମନୁଷ୍ୟ ଦ୍ୱାରା ଜାଣତରେ ହେଉ କିମ୍ବା ଅଜଣାତରେ କରାଯାଉଥିବା ଭୁଲ ବିଷୟରେ…

ଗିଲ୍‌ ମୋ ଆଦର୍ଶ: ସ୍ନେହିତ

ନୂଆଦିଲ୍ଲୀ,୨୩।୧: ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ପ୍ରଶଂସକ କାହିଁରେ କେତେ। ନିଜର ସ୍ବତନ୍ତ୍ର ବ୍ୟାଟିଂ ଶୈଳୀକୁ ନେଇ ତାଙ୍କୁ ଅନେକେ ଆଦର୍ଶ ବୋଲି ମନେ କରିଥାନ୍ତି। ନ୍ୟୁଜିଲାଣ୍ଡ ଅଣ୍ଡର ୧୯ ବିଶ୍ୱକପ୍‌ ଟିମ୍‌ର ସଦସ୍ୟ ଏବଂ ଭାରତୀୟ ମୂଳର ସ୍ନେହିତ ରେଡ୍ଡି…

Aadhaar Biometric: ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ ଲକ-ଅନଲକ କରିବାର ସହଜ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧ : ଆଧାର କାର୍ଡ ପ୍ରତି ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏଥିରେ ଜଣଙ୍କର ପ୍ରତ୍ୟେକ ତଥ୍ୟ ଅଛି। ଦେଶ ବୈଷୟିକ କ୍ଷେତ୍ରରେ ଯେତେ ବିକାଶ କରୁଛି, ବିପଦ ମଧ୍ୟ ସେତିକି ବଢୁଛି। ହ୍ୟାକରମାନେ ସର୍ବଦା ନୂଆ ଉପାୟରେ ଠକେଇ କରିବାକୁ…

୩୯ ବଲ୍‌ରେ ମାରିଥିଲେ ଶତକ, ଏବେ ୮.୩ ଓଭରରେ ଟି୨୦ ମ୍ୟାଚ୍‌ ଶେଷ କରି ଚର୍ଚ୍ଚାରେ ଏହି ବ୍ୟାଟ୍ସମ୍ୟାନ୍‌ !

ନୂଆଦିଲ୍ଲୀ,୨୩।୧: ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂକୁ ନେଇ ଟି୨୦ କ୍ରିକେଟ ରୋମାଞ୍ଚକର ହୋଇଥାଏ। ଯିଏ ଯେତେ ଚୌକା ଛକା ମାରେ, ତାର ନାଁ ସେତେ ହୋଇଥାଏ। ଠିକ ଏଭଳି କିଛି ଇଣ୍ଟରନ୍ୟାଶନାଲ ଲିଗ୍‌ ଟି୨୦(ଆଇଏଲ୍‌ଟି୨୦) ମୁକାବିଲାରେ ଦେଖିବାକୁ ମିଳିଛି। ଏଠାରେ ୮.୩ ଓଭରରେ…

ଫାଇନାଲ ପୂର୍ବରୁ ବିକ୍କି ବିଦା

ବମ୍ବେ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌’। ୧୭ତମ ସିଜନରେ ଅନେକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏବେ ଆଉ ଜଣେ ହେଲେ ବିଦା। ସେ ହେଉଛନ୍ତି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ସ୍ବାମୀ ବିକ୍କି ଜୈନ। ଫିନାଲେ…

ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା

ସଲାମବାଦ,୨୩।୧: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି। ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି। ସଦ୍ୟତମ ଘଟଣାନୁସାରେ…

ରାମଲାଲାଙ୍କ ଦର୍ଶନ ମାତ୍ର ହଜାରେ ଟଙ୍କାରେ: ଯିବା-ଆସିବା-ଖାଇବା ମାଗଣା, କିଏ ଦେଉଛି ଜାଣନ୍ତୁ…

ଅଯୋଧ୍ୟା,୨୩।୧ : , ଅଯୋଧ୍ୟାରେ ଭଗବାନ ରାମଙ୍କ ନୂତନ ମନ୍ଦିର ଉଦଘାଟନ କରାଯାଇଛି। ଉଦଘାଟନୀ ଉତ୍ସବର ପ୍ରଥମ ଦିନରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥିଲା। ଭକ୍ତଙ୍କ ଏହି ଭାବନାକୁ ଦୃଷ୍ଟିରେ ରଖି ସେମାନଙ୍କୁ କେବଳ…

ରାମଲଲାଙ୍କ ଦର୍ଶନ ପାଇଁ ଭିଡ ବେକାବୁ: ପୋଲିସର ଲାଠିଚାର୍ଜ, ଭକ୍ତ ଆହତ

ଅଯୋଧ୍ୟା,୨୩।୧: ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାରେ ମଙ୍ଗଳବାର ପ୍ରବଳ ଭିଡ ହୋଇଛି। ସ୍ଥିତି ଏଭଳି ହୋଇଥିଲା ଯେ, ପୋଲିସକୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ମୃଦୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ତଥାପି ସ୍ଥିତି ନିୟନ୍ତ୍ରଣକୁ ଆସି ପାରି ନ ଥିଲା…

ଶେୟାର ବଜାରରେ ଭୂକମ୍ପ: ନିବେଶକଙ୍କ ୮ ଲକ୍ଷ କୋଟି ବୁଡ଼ିଲା…

ମୁମ୍ବାଇ,୨୩।୧ : ଷ୍ଟକ ମାର୍କେଟରେ ମଙ୍ଗଳବାର ମାସିକ ଅବଧି ଶେଷ ହେବା ପୂର୍ବରୁ ବଜେଟ ଏବଂ ବେଞ୍ଚମାର୍କ ସୂଚକାଙ୍କ ହ୍ରାସ ପାଇଛି। ମଙ୍ଗଳବାର ସକାଳେ ଏକ ଶକ୍ତିଶାଳୀ ଆରମ୍ଭ ସତ୍ତ୍ୱେ ସେନସେକ୍ସ ଏବଂ ନିଫ୍ଟି ରେଡ ହୋଇ ଯାଇଥିଲା। ୧,୦୫୩.୧୦ ପଏଣ୍ଟ…

ନିଜ କମ୍ପାନୀର ସର୍ଭିସକୁ ଖରାପ କହିଲା ‘ଏଆଇ ଚାଟବୋଟ୍‌’, କଷ୍ଟମରଙ୍କୁ କଲା ଗାଳି, ଭାଇରାଲ ହେଉଛି ସ୍କ୍ରିନସଟ୍‌

ଶିଂଟନ୍‌,୨୩।୧: ନିକଟରେ ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ୍‌ ଭାଇରାଲ ହୋଇଛି। ଯେଉଁଥିରେ ଏଆଇ ଚାଟ୍‌ବୋଟ୍‌ ନିଜ କମ୍ପାନୀର ସର୍ଭିସ ଖରାପ ବୋଲି ମେସେଜ କରିଛି। ଜଣେ ବ୍ୟକ୍ତି କିଛି ପ୍ରଶ୍ନ ପଚାରିବାରୁ ଚାଟବୋଟ୍‌ ଏପରି ରିପ୍ଲାଏ କରିଛି। କହିରଖୁଛୁ କି, ଇଉରୋପୀୟ…

ICC Test Team : କୋହଲି-ରୋହିତ-ବୁମରା ଟେଷ୍ଟ ଦଳରୁ ବାହାର, ୨ ଭାରତୀୟ ଖେଳାଳି ସାମିଲ…

କୋଲକାତା,୨୩।୧ : ଆଇସିସି ୨୦୨୩ବର୍ଷର ସର୍ବୋତ୍ତମ ଟେଷ୍ଟ ଦଳ ଘୋଷଣା କରିଛି। ବିଶ୍ୱ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଶ୍ରେଷ୍ଠ ଦଳରେ ପାଞ୍ଚ ଜଣ କଙ୍ଗାରୁ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?