କାମ ନ ସରୁଣୁ ଉଠିଯାଉଛି ପିଚୁ
ଯାଜପୁର,୨୩ା୧(ହର୍ଷବର୍ଦ୍ଧନ ବେହେରା):ବ୍ୟୟ ଅଟକଳ ଅନୁଯାୟୀ ସୁଗମ ଓ ସୁଦୃଢ଼ ରାସ୍ତା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗ ବା ଆର ଆଣ୍ଡ ବି ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସ ରହିଛି। ତେଣୁ ରାଜ୍ୟ ସରକାର ଗ୍ରାମ୍ୟ ନିର୍ମାଣ ଓ ଜଳସେଚନ ବିଭାଗର ଏକାଧିକ…
ଶେଷ ହେବ ମ୍ୟାଲେରିଆ, ଆରମ୍ଭ ହେବ ଟିକାକରଣ
ନୂଆଦିଲ୍ଲୀ/ଜେନେଭା,୨୩।୧: ମ୍ୟାଲେରିଆ ହେଉଛି ଏକ ବିଶ୍ୱସ୍ତରୀୟ ରୋଗ, ଯେଉଁଥିପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହେଉଛି। ଏଥିରେ ବହୁ ସଂଖ୍ୟକ ଶିଶୁ ରହୁଛନ୍ତି। ଆଫ୍ରିକୀୟ ମହାଦେଶରେ ପ୍ରତିବର୍ଷ ମ୍ୟାଲେରିଆର ପ୍ରକୋପ ଦେଖିବାକୁ ମିଳେ। ଏହି ରୋଗରେ ପୀଡିତମାନଙ୍କ ମଧ୍ୟରୁ…
ଲକ୍ଷ୍ୟଠାରୁ ଦୂରରେ ୩ ସାମୁଦ୍ରିକ ଥାନା
କେନ୍ଦ୍ରାପଡ଼ା, ୨୩ା୧ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ୪୮ କିଲୋମିଟର ତଟାଞ୍ଚଳରେ ୩ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଛି। ଅନୁପ୍ରବେଶ ରୋକିବା ସହିତ ସ୍ଥାନୀୟ ଅଞ୍ଚଳର ଆଇନଶୃଙ୍ଗଳା ପରିସ୍ଥିତିର ସମୀକ୍ଷା ସହ କାର୍ଯ୍ୟାନୁଷ୍ଠାନ କରିବା ଏହାର ଲକ୍ଷ୍ୟ ଥିଲା। ତେବେ ଥାନା ପ୍ରତିଷ୍ଠାର…
ଆଜିଠୁ ବିଜେଡିର ପରିବାର ସମ୍ପର୍କ ଯାତ୍ରା
ଭୁବନେଶ୍ୱର, ୨୩ା୧(ଅସମାପିକା ସାହୁ):ବିଜେଡିର ପରିବାର ସମ୍ପର୍କ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହେବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରୁ ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଯାଏ ବିଜେଡି ପକ୍ଷରୁ ଏହି ଅଭିଯାନ ଚାଲିବ। ପରିବାର ସହ ନେତା…
ଦଳୀୟ ନେତାଙ୍କ ସହ ଚା’ ପିଇ ଧର୍ମେନ୍ଦ୍ରଙ୍କ ଆଲୋଚନା
କଟକ,୨3।୧(ଶିଳ୍ପା ପ୍ରିୟଦର୍ଶିନୀ):ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକ କାଳିଆବୋଦାସ୍ଥିତ ଶ୍ୟାମାକାଳୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ। ପରେ ସେ ୧୫ ମିନିଟ୍ ପର୍ଯ୍ୟନ୍ତ ମନ୍ଦିର ପରିସରରେ ଅତିବାହିତ କରିବା ସହ ସହ ଚା’…
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କଟକଣା
ଭୁବନେଶ୍ୱର,୨୩ା୧(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ଯ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା…
ଆମେରିକା ରାଷ୍ଟ୍ରପତିଙ୍କ ନାମରେ ନକଲି ରେକର୍ଡିଂ କଲ, ଭୋଟ ନ ଦେବାକୁ ନିବେଦନ
ଓ୍ବାଶିଂଟନ,୨୩।୧: ଆମେରିକାର ନ୍ୟୁ ହାମ୍ପସାୟରରେ ଆଜି ପ୍ରାଥମିକ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଭୋଟ ଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବରରେ ଏକ ନକଲି ରେକର୍ଡିଂ କଲ ନ୍ୟୁ ହାମ୍ପସାୟାର ଲୋକଙ୍କ ନିକଟରେ ପହଞ୍ଚିଛି। ଏହି ନକଲି…
ତରୁଣ ଖୁଲ୍ବେ ଜେଏସ୍ଏଲ୍ର ନୂଆ ସିଇଓ
ଯାଜପୁର,୨୩।୧ (ହର୍ଷବର୍ଦ୍ଧନ ବେହେରା): ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ କମ୍ପାନୀର ବରିଷ୍ଠ ଅଧିକାରୀ ତରୁଣ ଖୁଲ୍ବେଙ୍କୁ ନିଯୁକ୍ତି ଦିଆଯାଇଛି। ବିଶେଷକରି କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀ ଖୁଲ୍ବେଙ୍କର ସିଇଓ ଏବଂ ସମ୍ପୂର୍ଣ୍ଣ ଅବଧି ନିର୍ଦ୍ଦେଶକର ପଦୋନ୍ନତିକୁ…
ପୁଅ ଜିଦ୍ କଲେ ଏମିତି ଖେଳନା, କ୍ରେନ୍ ସାହାଯ୍ୟରେ ଘରକୁ ଆଣିଲେ ବାପା
ଖେଳନା ପିଲାମାନଙ୍କ ପ୍ରିୟ ଜିନିଷ ମଧ୍ୟରୁ ଅନ୍ୟତମ। ଏମିତି କୌଣସି ପିଲା ନାହାଁନ୍ତି ଯିଏ ଖେଳନା ପାଇଁ ଜିଦ୍ କରନ୍ତି ନାହିଁ। ପ୍ରାୟତଃ କାଛି ମା’ବାପା ପିଲାଙ୍କ ଜିଦ୍ ପୂରଣ କରିଥାନ୍ତି। କିନ୍ତୁ ଆଜିକାଲି ଜଣେ ବାପା ଚର୍ଚ୍ଚାରେ ଅଛନ୍ତି। ସେ…
ମାଲାବାରରେ ଜେମ୍ଷ୍ଟୋନ୍ ଫେଷ୍ଟିଭାଲ
ଭୁବନେଶ୍ୱର,୨୩।୧(ଅନୁରାଧା ମହାରଣା): ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଅଳଙ୍କାର ପ୍ରଦର୍ଶନୀ ‘ଜେମ୍ଷ୍ଟୋନ୍ ଫେଷ୍ଟିଭାଲ’ର ଶୁଭାରମ୍ଭ କରାଯାଇଛିି। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସର ଏକ୍ସକ୍ଲୁସିଭ ଶୋ’ରୁମ୍ ଭୁବନେଶ୍ୱରସ୍ଥିତ ଶହୀଦନଗର ଷ୍ଟୋରରରେ ଉକ୍ତ ଫେଷ୍ଟିଭାଲ ସୋମବାର ଠାରୁ…
ଶିନ୍ଦେଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୩।୧: ୨୦୨୨ ଜୁନ୍ରେ ଶିବସେନା ବିଭାଜିତ ହେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀକୁ ବିଧାନସଭା ବାଚସ୍ପତି ରାହୁଲ ନରଓ୍ବେକର ପ୍ରକୃତ ରାଜନୈତିକ ଦଳ ଘୋଷଣା କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ…
ଆତ୍ମସମର୍ପଣ କଲେ ୧୧ ବଳାତ୍କାରୀ
ଗୋଧ୍ରା,୨୩।୧: ବିଲ୍କିସ୍ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ…

