ବିଶ୍ୱସ୍ତରୀୟ ପଥରେ କଟକ ରେଳଷ୍ଟେସନ: ବିମାନବନ୍ଦର ଢାଞ୍ଚାରେ ପ୍ରବେଶ, ମୁଖ୍ୟକୋଠାରେ ନୌବାଣିଜ୍ୟର ଝଲକ
କଟକ,୨୩ା୧ (କାର୍ତ୍ତିକ ସାହୁ) ବିଶ୍ୱସ୍ତରୀୟ ରେଳଷ୍ଟେସନର ମାନ୍ୟତା ପାଇବାକୁ ଯାଉଛି କଟକ ରେଳଷ୍ଟେସନ। ରେଳଷ୍ଟେସନର ନୂତନ କୋଠାରେ ଆକର୍ଷଣୀୟ ରୂପରେ ଶୋଭାପାଇବ ନୌବାଣିଜ୍ୟର ମନୋରମ ଭାସ୍କର୍ଯ୍ୟ। ଓଡ଼ିଆ ନୌବାଣିଜ୍ୟର ସ୍ମୃତି ରୋମନ୍ଥନ ସହ ଐତିହାସିକ ବାଲିଯାତ୍ରାକୁ ବର୍ଷତମାମ ମନେ ପକାଇଦେବ ଏହି…
NEET MDS 2024: ତିନି ଘଣ୍ଟାରେ ୨୪୦ ପ୍ରଶ୍ନ, ମୋଟ ମାର୍କ ୯୬୦, ଜାଣନ୍ତୁ କିପରି ହେବେ ସଫଳ…
ନୂଆଦିଲ୍ଲୀ,୨୩।୧ : ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ନ୍ୟାଶନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍)ମାଧ୍ୟମରେ କରାଯାଇଥାଏ। ଏଥିରେ ଏମବିବିଏସ,ଏମଡି, ବିଡିଏସ ତଥା ଏମଡିଏସ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଥାଏ। ୩୧ ମାର୍ଚ୍ଚ ୨୦୨୪ ରେ NEET MDS 2024 ପରୀକ୍ଷା ଅନୁଷ୍ଠିତ…
ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବାରେ ଅସମର୍ଥ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ : ଅଧ୍ୟୟନରୁ ସ୍ପଷ୍ଟ
ନୂଆଦିଲ୍ଲୀ,୨୩।୧: ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଆଇ କୃଷିଠୁ ମହାକାଶ…
ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ…
ଓ୍ବାଶିଂଟନ/ପ୍ୟାରିସ,୨୩।୧ : କରୋନା ମହାମାରୀ କବଳରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରି ନାହିଁ । ଏବେ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ବିପଜ୍ଜନକ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଏହି ଭୂତାଣୁ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନରେ ବରଫ…
ପ୍ରାଣ ପ୍ରତିଷ୍ଠା ଦିନ ଦେଶରେ ହୋଇଛି ୧.୨୫ଲକ୍ଷ କୋଟିର ବ୍ୟବସାୟ, ବିକ୍ରି ହୋଇଛି ଏହି ସବୁ ସାମଗ୍ରୀ
ନୂଆଦିଲ୍ଲୀ,୨୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଅର୍ଥବ୍ୟବସ୍ଥାରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ତେଣୁ ଆଗାମୀ ସମୟରେ ସହ ଜଡ଼ିତ ଅର୍ଥବ୍ୟବସ୍ଥାର ବଡ ବିସ୍ତାର ହେବାର ସମ୍ଭାବନା ରହିଛି। ଦେଶର ବ୍ୟବସାୟୀ ସଙ୍ଘ କନଫେଡେରସନ ଅଫ ଅଲ…
ଚାଇନାର ବଢ଼ିଲା ଅଡୁଆ: ସୁରକ୍ଷା ପରିଷଦରେ କୋଣଠେସା କରିବାକୁ ଯୋଜନା…
ବେଜିଂ,୨୩।୧ : ଚାଇନାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଜାତିସଂଘରେ ଚାଇନାକୁ କୋଣଠେସା କରିବାକୁ ପ୍ରସ୍ତୁତି ଚାଲିଛି। ବାସ୍ତବରେ, ସମ୍ପ୍ରତି ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ୟୁନିଭର୍ସାଲ ପେରିଓଡିକ ରିଭ୍ୟୁ (ୟୁପିଆର) ୱାର୍କିଂ ଗ୍ରୁପର ଚତୁର୍ଥ ଅଧିବେଶନ ଚାଲିଛି। ଏହି…
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ଭାରତ ରତ୍ନ
ନୂଆଦିଲ୍ଲୀ,୨୩।୧: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କୁ ମିଳିବ ଭାରତ ରତ୍ନ । ବୁଧବାର ଜାନୁଆରୀ ୨୪ କର୍ପୂରୀ ଠାକୁରଙ୍କ ଜୟନ୍ତୀ ଥିବା ବେଳେ ତାଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଠାକୁରଙ୍କୁ…
ଋଣ ଟଙ୍କା ଆଦାୟ କରିବାକୁ ଯାଇ ଫାଇନାନ୍ସ କର୍ମଚାରୀ ଆକ୍ରମଣର ଶିକାର, ଜଣେ ଗିରଫ
ହିଞ୍ଜିଳିକାଟୁ, ୨୩ା୧(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଟଙ୍କା ଆଦାୟ କରିବାକୁ ଯାଇ ଏକ ଘରୋଇ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି । ଋଣ ନେଇଥିବା ମହିଳାଙ୍କ ସ୍ବାମୀ ଫାଇନାନ୍ସ କମ୍ପାନୀର ୨ କର୍ମଚାରୀଙ୍କୁ କୋଡିରେ ଆକ୍ରମଣ କରିଥିବା ଅଭିଯୋଗ…
Dearness Allowance: ସରକାର ଦେବେ କରୋନା ସମୟର ବକେୟା ୧୮ ମାସର ମହଙ୍ଗା ଭତ୍ତା: ଆଶା ବାନ୍ଧିଛନ୍ତି କର୍ମଚାରୀ ସଂଗଠନ…
ନୂଆଦିଲ୍ଲୀ,୨୩।୧ : କେନ୍ଦ୍ର ସରକାରଙ୍କ ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଆଶା କରୁଛନ୍ତି କରୋନା ମହାମାରୀ ସମୟରେ ଅଟକାଯାଇଥିବା ମହଙ୍ଗା ଭତ୍ତା (ଡିଏ)ର ୧୮ ମାସର ବକେୟା ସରକାର ରିଲିଜ କରିବ। ତେବେ ଏଭଳି ପ୍ରସ୍ତାବ ଉପରେ ବିଚାର…
ଜନ୍ମସ୍ଥାନରେ ନେତାଜୀ ଜୟନ୍ତୀ
କଟକ,୨୩ା୧ (କାର୍ତ୍ତିକ ସାହୁ) ମହାନ୍ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜୟନ୍ତୀ ସମାରୋହ ଓଡ଼ିଆବଜାରସ୍ଥିତ ତାଙ୍କ ଜନ୍ମସ୍ଥାନରେ ମଙ୍ଗଳବାର ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର…
ଶ୍ରୀରାମ କଲେ ମାଲାମାଲ: ବଜାରରେ ଧାର୍ମିକ ପତାକା ଆଉଟ ଅଫ ଷ୍ଟକ, ତିନିଗୁଣା ଦାମ୍ରେ ବିକ୍ରି ହେଲା ଦୀପ…
ନୂଆଦିଲ୍ଲୀ,୨୩।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ନେଇ ରାଜଧାନୀ ଦିଲ୍ଲୀ ବଡ଼ ଧରଣର କାରବାର ହୋଇଛି। ରାମନାମୀ ଗେରୁଆ ପତାକା ଆଉଟ ଅଫ ଷ୍ଟକ ହୋଇଯାଇଥିଲା। କେବଳ ଏତିକି ନୁହେଁ, ଦୀପଗୁଡ଼ିକ ତିନି ଗୁଣା ଅଧିକ ଦାମରେ…
୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନାର ଅଳଙ୍କାର ପିନ୍ଧିଛନ୍ତି ରାମଲଲା
ଅଯୋଧ୍ୟା,୨୩।୧: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର। ସୋମବାର ମନ୍ଦିରକୁ ଉଦ୍ଘାଟନ କରିବା ସହ ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର…

