ଶୀତ ରାତିରେ ଖୋଲା ଆକାଶ ତଳେ କେହି ଶୋଇବେ ନାହିଁ : ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ…
ଲକ୍ଷ୍ନୌ,୧୬।୧୨ : ଶୀତ ରାତିରେ ଖୋଲା ଆକାଶ ତଳେ କେହି ଯେପରି ଶୋଇବେ ନାହିଁ , ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତା କଡରେ ଖୋଲା ସ୍ଥାନରେ ଶୋଇଥିବା ବ୍ୟକ୍ତିଙ୍କୁ ରାତ୍ରି ଆଶ୍ରୟସ୍ଥଳକୁ ନେବା…
ଭାଇଭାଉଜଙ୍କ ସହ ମା’ ଦେଉଛନ୍ତି ନିର୍ଯାତନା! ଦେହର କ୍ଷତଚିହ୍ନ ଦେଖାଇ ସହାୟତା ଲାଗି ହାତ ଯୋଡ଼ିଲେ ସିଆଇଡି ଫେମ୍ ଅଭିନେତ୍ରୀ
ବମ୍ବେ: ପାରିବାରିକ ହିଂସାର ଶିକାର ହୋଇଛନ୍ତି ଟେଲି ପରଦାର ଲୋକପ୍ରିୟ ଶୋ’ ‘ସିଆଇଡି’ ଫେମ୍ ଅଭିନେତ୍ରୀ ବୈଷ୍ଣବୀ ଧନରାଜ। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ଦେଖିବା ପରେ ଟେଲିଭିଜନଗତରେ ହଲଚଲ ସୃଷ୍ଟି ହୋଇଛି। ଭିଡିଓରେ ବୈଷ୍ଣବୀ…
‘କ୍ରେଡିଟ୍ କାର୍ଡ’ ଆଣିଲା ଏଲ୍ଆଇସି: ମାଗଣାରେ ମିଳିବ ୫ ଲକ୍ଷର ବୀମା ସୁରକ୍ଷା ସମେତ ଅନେକ ଲାଭ, ଜାଣନ୍ତୁ…
ନୂଆଦିଲ୍ଲୀ,୧୬।୧୨: ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି) କ୍ରେଡିଟ୍ କାର୍ଡ ଲଞ୍ଚ କରିଛି। ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁରକ୍ଷା ସହ ଅନେକ ଲାଭ ପ୍ରଦାନ କରାଯାଉଛି। କ୍ରେଡିଟ୍ କାର୍ଡରେ ଯୋଗଦାନ ଏବଂ ବାର୍ଷିକ ଶୁଳ୍କ ନାହିଁ। ଏହାଛଡ଼ା…
ମୋ ଘରକୁ ରାତିରେ ଏକୁଟିଆ ଆସ, ମହିଳା ବିଚାରପତିଙ୍କୁ ଜିଲା ଜଜଙ୍କ ଯୌନ ନିର୍ଯାତନା, ଚନ୍ଦ୍ରଚୂଡଙ୍କୁ ଲେଖିଲେ ଚିଠି…
ଲକ୍ଷ୍ନୌ,୧୬।୧୨ : ଉତ୍ତରପ୍ରଦେଶର ବାନ୍ଦା ଜିଲାରେ ପୋଷ୍ଟ ହୋଇଥିବା ଜଣେ ମହିଳା ବିଚାରପତି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖି ଜଣେ ଜିଲା ଜଜଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ମହିଳା ବିଚାରପତି ମଧ୍ୟ ତାଙ୍କ…
ଘର ରୋଷେୟାଙ୍କ ଦୁଖ ଦେଖିପାରିଲେନି କୁନିପୁଅ, ଟୁର୍ନାମେଣ୍ଟ ଜିତିଥିବା ଟଙ୍କାରେ କିଣିଦେଲେ ମୋବାଇଲ ଫୋନ
କଥାରେ ଅଛି ‘ବଚ୍ଚେ ମନ କି ସଚ୍ଚେ’। ମାଟିରେ ହାଣ୍ଡି-ମାଠିଆ ଗଢିବା ସମୟରେ କୁମ୍ଭାର ଚିକିଟା ମାଟିର ବ୍ୟବହାର କରିଥାଏ। ହାଣ୍ଡି-ମାଠିଆର ଗଢିବାବେଳେ ଯେପରି କିଛି ଭୁଲ ନ ହୁଏ ସେଥିପାଇଁ ତାକୁ ଧ୍ୟାନର ସହ ଗଢିଥାଏ। ସେହିପରି ଶିଶୁଟିର ଦୁର୍ଗୁଣ-ସୁଗୁଣ…
ମାଲବାହୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା…
ନୂଆଦିଲ୍ଲୀ,୧୬।୧୨: ଭାରତୀୟ ନୌସେନା ମାଲ୍ଟା ଫ୍ଲାଗ ଲାଗିଥିବା ଏକ ମାଲ ପରିବହନ ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି। ସୂଚନା ପାଇବା ପରେ ନୌସେନା ତୁରନ୍ତ ପଦକ୍ଷେପ ନେଇ ଏହାର ଗୋଟିଏ ସର୍ଭେଲାନ୍ସ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇଥିଲା।…
ଲଞ୍ଚପ୍ୟାଡରେ ୨୫୦ରୁ ୩୦୦ ଆତଙ୍କବାଦୀ, ଭାରତରେ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର…
ଶ୍ରୀନଗର,୧୬।୧୨: ପାକିସ୍ତାନ ଭାରତ ବିରୋଧରେ ଏହାର ଘୃଣ୍ୟ କାର୍ଯ୍ୟକଳାପରୁ ବିରତ ହେବାର ନା ଧରୁନି। ପୁଣି ଥରେ ସୀମାରୁ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ପାକିସ୍ତାନର ହାତ ରହିଛି। ଗୁପ୍ତଚର ଏଜେନ୍ସିରୁ ସୂଚନା ପାଇବା ପରେ ବିଏସଏଫ…
ଗାଈର ଗୋବରରେ ମହାକାଶ ଯିବ ରକେଟ, ପ୍ରଥମ ଥର ରକେଟ ଇଞ୍ଜିନରେ ଏଲବିଏମର ସଫଳ ପ୍ରୟୋଗ
ଟୋକିଓ,୧୬।୧୨: ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଆଲୋଚନା ଜାରି ରହିଛି। ଏଥିପାଇଁ ଗ୍ଲୋବାଲ ଓ୍ବାର୍ମିଂକୁ କମ୍ କରିବାକୁ ହେଲେ କାର୍ବନ ଉତ୍ସର୍ଜନର ପରିମାଣ କମେଇବାକୁ ପଡିବ ବୋଲି ନିଷ୍ପତ୍ତି ନିଆଯାଇଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରକେଟ୍…
ବିବାହ ସମୟରେ ପିନ୍ଧି ପାରିବେନି ଲେହେଙ୍ଗା
ଚଣ୍ଡିଗଡ଼: ମହାରାଷ୍ଟ୍ରର ନାନ୍ଦେଡ ନଗରର ଶ୍ରୀ ହଜୁର ସାହିବରେ ବିବାହ ସମୟରେ ପିନ୍ଧାଯାଇଥିବା ପୋଷାକ ଉପରେ କଡା ନିୟମ ଲାଗୁ କରାଯାଇଛି। ବର ଏବଂ କନ୍ୟାମାନେ ଗୁରୁଦ୍ୱାରରେ ବିବାହ ସମୟରେ ଭାରୀ ବା ଓଜନିଆ ଲେହେଙ୍ଗା ପିନ୍ଧି ପାରିବେ ନାହିଁ। ସେ…
ମିଡିଆ ସେକ୍ଟରରେ ନିଜର ଉପସ୍ଥିତି ମଜବୁତ କରୁଛନ୍ତି ଗୌତମ ଆଦାନି, କିଣିଲେ ଆଉ ଏକ ନ୍ୟୁଜ ଏଜେନ୍ସି
ନୂଆଦିଲ୍ଲୀ,୧୬।୧୨: ଆଗଧାଡିର ଉଦ୍ଦ୍ୟୋଗପତି ଗୌତମ ଆଦାନି ନ୍ୟୁଜ ଏଜେନ୍ସି ଆଇଏଏନଏସ(IANS India) କୁ କ୍ରୟ କରିଛନ୍ତି। ଏହାସହ ଏବେ ଅଦାନି ଗ୍ରୁପ ମିଡିଆ କ୍ଷେତ୍ରରେ ନିଜର ଉପସ୍ଥିତିକୁ ମଜଭୁତ କରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ମାର୍ଚ୍ଚରେ କ୍ୱିଣ୍ଟଲିଅନ ବିଜନେସ ମିଡିଆ…
‘ତୁମ ଗୟେ ତୋ ରୁଠ୍ ଗୟେ ଦିନ ବାହାର କେ’, ଜଷ୍ଟିସ କୌଲଙ୍କ ଫେରଓ୍ବେଲରେ ଫେଜ ଅହମ୍ମଦଙ୍କ ଶାୟରୀ କହିଲେ ଜଷ୍ଟିସ ଚନ୍ଦ୍ରଚୂଡ
ନୂଆଦିଲ୍ଲୀ,୧୬।୧୨:ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସଞ୍ଜୟ କିଶାନ କୌଲ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ସର୍ବୋଚ୍ଚ ନ୍ୟାୟଳରେ ତାଙ୍କର ୬ବର୍ଷର କାର୍ଯ୍ୟକାଳ ଶେଷ ହୋଇଛି। ତେବେ ତାଙ୍କୁ ବିଦାୟକାଳୀନ ସମର୍ଦ୍ଧନା ଦେବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ମୁଖ୍ୟ…
ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ କମ୍ପାନୀରୁ ୩୨କୋଟି ଟଙ୍କା ଠକିଲେ ଫେସବୁକର ବରିଷ୍ଠ ଅଧିକାରୀ
ଓ୍ବାଶିଂଟନ୍,୧୬।୧୨: ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ ଅସାଧୁ ବ୍ୟବସାୟ, ନକଲି ଅଭିଯୋଗ ଓ ଲାଞ୍ଚ ମାଧ୍ୟମରେ କମ୍ପାନୀରୁ ୪ମିଲିୟନ(୩୨କୋଟି ଟଙ୍କା)ର…
Archives


