Home

ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର ଏକ…

୨୭୭ ସାହସିକତା ପଦକ, ଓଡ଼ିଶାରୁ ପାଇବେ ୧୫ ଜଣ

ଭୁବନେଶ୍ୱର,୨୫ା୧: ସାଧାରଣତନ୍ତ୍ର ଦିବସରେ ବିଭିନ୍ନ କ୍ଷେତ୍ରରେ ୨୭୭ ଜଣଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ। ଏଥିମଧ୍ୟରେ ଓଡ଼ିଶାର ୧୫ ଜଣଙ୍କ ନାଁ ରହିଥିବା ଏମ୍‌ଏଚ୍‌ଏ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣ ଏସ୍‌ଆଇ, ଜଣେ ହାବିଲଦାର, ୭ କମାଣ୍ଡୋ ସାହସିକତା ପୁରସ୍କାର…

କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି…

ମଧ୍ୟାହ୍ନଭୋଜନ ପରେ ହେଉଛି ବିଦ୍ୟାଳୟ ଛୁଟି

ସିନାପାଲି,୨୫।୧(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଚଉରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଛୁଟି କରାଯାଉଥିବା ଅଭିଯୋଗ ହେଉଛି। ସେହିପରି ଋତୁକାଳୀନ ଆବାସିକ ପ୍ରଯତ୍ନ କେନ୍ଦ୍ରର ଅନ୍ତେବାସୀଙ୍କୁ ଛାଡି ଶିକ୍ଷକମାନେ ଚାଲିଯାଉଥିବା…

ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍‌ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ…

ଘରେ ଲଗାଇଛନ୍ତି କି ଶ୍ରୀରାମଙ୍କ ପତାକା, ଜାଣନ୍ତୁ ଏବେ କ’ଣ କରିବେ, ନଚେତ୍‌…

ଚଳିତ ମାସ ୨୨ ତାରିଖରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଅଯୋଧ୍ୟାରେ କରାଯାଇଛି। ଏହାକୁ ନେଇ ସାରା ଦେଶରେ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥିଲା। ଏହି କାରଣରୁ ପ୍ରଭୁ ରାମଙ୍କ ପତାକାର ଚାହିଦା ମଧ୍ୟ ବୃଦ୍ଧି ପାଇଥିଲା। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି…

ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର…

ଭାରସାମ୍ୟ ହରାଇ ରାଜପଥ କଡ଼ରେ ଥିବା ମୁଢ଼ି ମିଲ୍‌ରେ ପଶିଗଲା ଟ୍ରେଲର, ୩ ଗୁରୁତର

ପାଟଣା, ୨୫।୧(ବୀର କିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଆଇରନ ବୋଝେଇ ଟ୍ରେଲର ରାଜପଥ କଡ଼ରେ ଥିବା…

Gallantry Awards: ୧୧୩୨ କର୍ମଚାରୀ ହେବେ ସମ୍ମାନୀତ, ଜମ୍ମୁ-କଶ୍ମୀର ପୋଲିସର ସର୍ବାଧିକ ୭୨ ଜଣ, ତାଲିକାରେ ଓଡ଼ିଶାର ୧୫ ଜଣ…

ନୂଆଦିଲ୍ଲୀ,୨୫।୧ : କେନ୍ଦ୍ର ସରକାର ଗୁରୁବାର ଜାତୀୟ ସାହସିକତା ଏବଂ ସେବା ପୁରସ୍କାର ଘୋଷଣା କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତାଲିକା ଅନୁଯାୟୀ ଚଳିତ ବର୍ଷ ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗର…

ଆସନ୍ତା ୨୭ରେ ରାଜ୍ୟର ସମସ୍ତ ସ୍କୁଲ-କଲେଜ ଛୁଟି

ଭୁବନେଶ୍ବର,୨୫।୧(ଅସମାପିକା ସାହୁ): ଆସନ୍ତା ଶନିବାର (୨୭ ତାରିଖ)ରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି। ଏହି ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ କଲେଜ…

Indian Railways: କବଚ ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ, ୧୬୦ କିମି ବେଗରେ ଯାଉଥିବା ଟ୍ରେନ ରେଡ ସିଗନାଲରେ ଆପେଆପେ ଅଟକି ଗଲା…

ଆଗ୍ରା,୨୫।୧ : ଉତ୍ତର କେନ୍ଦ୍ରୀୟ ରେଳବାଇର ଆଗ୍ରା ଡିଭିଜନ ସୂଚନା ଦେଇଛି ଅଟୋମେଟିକ ଟ୍ରେନ ପ୍ରୋଟେକ୍ସନ ସିଷ୍ଟମ ‘କବଚ’ର ବ୍ରେକିଂ ସିଷ୍ଟମର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷା ଏକ ସେମି ହାଇ ସ୍ପିଡ ଟ୍ରେନରେ କରାଯାଇଥିଲା। ଯେଉଁଥିରେ ଘଣ୍ଟା ପ୍ରତି…

ଆଲିଙ୍ଗନକୁ ନେଇ ଚର୍ଚ୍ଚାରେ ଦେବାଶିଷ, ଅରିନ୍ଦମ୍‌

କଟକ,୨୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାଏଙ୍କୁ ନେଇ ସହରରେ ଚର୍ଚ୍ଚା ହୋଇଛି। ବୁଧବାର କଟକ ବକ୍ସି ବଜାରଠାରେ ଅନୁଷ୍ଠିତ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?