Home

ସ୍ବାସ୍ଥ୍ୟ ବୀମା କ୍ଷେତ୍ରରେ ନୂଆ ନିୟମ! ଯେ କୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ହେବ ଉପଲବ୍ଧ…

ନୂଆଦିଲ୍ଲୀ,୨୫।୧ : ସ୍ବାସ୍ଥ୍ୟ ବୀମା ପଲିସି କିଣୁଥିବା ଲୋକଙ୍କ ପାଇଁ ଏକ ନୂଆ ନିଷ୍ପତ୍ତି ଆସିଛି। ସେମାନେ ବର୍ତ୍ତମାନ ଦେଶର ଯେକୌଣସି ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସୁବିଧା ପାଇବେ। ସେହି ଡାକ୍ତରଖାନା ବୀମା କମ୍ପାନୀ ତାଲିକାରେ ନ ଥିଲେ ମଧ୍ୟ କିଛି…

ବେଆଇନ ସିମ୍‌ କାରବାରରେ ୪ ଗିରଫ

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସାଇବର ପୋଲିସ ମୋବାଇଲ ସିମ୍‌ କାରବାର ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମସ୍ତେ ଘସିପୁରା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେମାନେ ବିଭିନ୍ନ ଲୋକଙ୍କୁ…

ଏଥର ସାଧାରଣ ନିର୍ବାଚନରେ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି, ସେଇଠି ଭୋଟ୍‌

ଭୁବନେଶ୍ୱର,୨୫ା୧: ଏଥର ସାଧାରଣ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍‌ ଦେଇପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ଭୋଟ୍‌ଗ୍ରହଣ କେନ୍ଦ୍ର କରାଯିବ। ୮୦ ବର୍ଷରୁ ଅଧିକ ବୟସ୍କ…

ଇଣ୍ଡିଆରେ ଫାଟ ବଢ଼ିଲା: କଂଗ୍ରେସଠାରୁ ଦୂରେଇଲେ ନୀତୀଶ, ଭାରତ ନ୍ୟାୟ ଯାତ୍ରାରେ ହେବେନି ସାମିଲ…

ପାଟନା,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହୀ ଯାତ୍ରା ୨୯ ଜାନୁଆରୀରେ ବିହାରରେ ପହଞ୍ଚିବାକୁ ଯାଉଛି। ନୀତୀଶଙ୍କ ଏହି ପଦକ୍ଷେପକୁ ଇଣ୍ଡିଆରେ ବଢୁଥିବା ଫାଟର ଆଉ ଏକ ପଦକ୍ଷେପ…

ଖୁସି ଖବର: ବଜାରକୁ ଆସିବ ଚିକେନ-ମଟନର ସ୍ବାଦ ଦେଉଥିବା ଛତୁ…

ସୋଲନ,୨୫।୧ : ଶାକାହାରୀମାନେ ଯେଉଁମାନେ ଆମିଷ ଖାଦ୍ୟରୁ ଦୂରେଇ ରୁହନ୍ତି ସେମାନେ ଏବେ ଛତୁରେ ଚିକେନ ଏବଂ ମଟନର ସ୍ବାଦ ପାଇ ପାରିବେ। ସେମାନଙ୍କ ପାଇଁ ଏଭଳି ଛତୁ ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ। ସୋଲାନର ସେଣ୍ଟ୍ରାଲ ମଶରୁମ ରିସର୍ଚ୍ଚ…

ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌…

ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ ବକ୍ସିଂରୁ…

ଟେମ୍ପୋକୁ ଧକ୍କାଦେଲା ଟ୍ୟାଙ୍କର, ୧୨ ମୃତ, ଘନ କୁହୁଡ଼ି ଦୁର୍ଘଟଣାର କାରଣ…

ଶାହାଜାହାନପୁର,୨୫।୧ : ଗୁରୁବାର ସକାଳେ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲାରେ ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏକ ଟ୍ୟାଙ୍କର ଆଲ୍ଲାହାଗଞ୍ଜ ପୋଲିସ ଷ୍ଟେଶନ ଅଞ୍ଚଳରେ ଟେମ୍ପୋକୁ ଧକ୍କା…

ଧସିଲା ସୁନାଖଣି, ୭୦ ମୃତ

ମାଳି,୨୫ା୧: ଆଫ୍ରିକାର ମାଳିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଫ୍ରିକା…

Saudi Arabia To Open 1st Alcohol Store: ପ୍ରଥମ ମଦ ଦୋକାନ ଏବେ ସାଉଦିରେ !…

ରିୟାଦ,୨୫।୧ : ସାଉଦି ଆରବର ରାଜଧାନୀ ରିୟାଦରେ ପ୍ରଥମ ମଦ ଦୋକାନ ଖୁବ ଶୀଘ୍ର ଖୋଲିବାକୁ ଯାଉଛି। ଖବର ଅନୁଯାୟୀ ଏଠାରେ କେବଳ ଅଣ-ମୁସଲମାନ କୂଟନୀତିଜ୍ଞଙ୍କୁ ମଦ ଦିଆଯିବ। ମଦ୍ୟପାନ ଉପରେ ସାଉଦି ଆରବର ଆଭିମୁଖ୍ୟ ଅତ୍ୟନ୍ତ କଠୋର। ଯଦି ସାଧାରଣ…

ପାହାଡ଼ ଉପରେ କ୍ରିକେଟ ଖେଳର ଭିଡ଼ିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, କହିଲେ ଭାରତ କ୍ରିକେଟକୁ ଏକ ଅନ୍ୟ ସ୍ତରକୁ ନେଇଯାଇଛି…

ନୂଆଦିଲ୍ଲୀ,୨୫।୧ : ପ୍ରସିଦ୍ଧ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ତାଙ୍କ ଫଲୋଅରଙ୍କ ସହିତ ମଜାଳିଆ ଭିଡିଓ ଶେୟାର କରନ୍ତି। ସେ ବର୍ତ୍ତମାନ ହିମାଚଳ ପ୍ରଦେଶର ପାହାଡରେ କ୍ରିକେଟ ଖେଳୁଥିବା ସ୍ଥାନୀୟ ଲୋକଙ୍କ ଏକ ଭିଡିଓ…

ହନିମୁନ୍‌ ପାଇଁ ସ୍ତ୍ରୀଙ୍କୁ ଗୋଆ ନେବାକୁ କହି ଅଯୋଧ୍ୟା ନେଇଗଲେ ସ୍ବାମୀ, ଛାଡ଼ପତ୍ର ଦେଇଦେଲେ ସ୍ତ୍ରୀ, ପୂରା ଘଟଣା ଜାଣିଲେ…

ସମଗ୍ର ଦେଶ ରାମଙ୍କ ଭକ୍ତିଭାବରେ ବୁଡ଼ି ରହିଥିବା ବେଳେ କିଛି ଲୋକ ଭିନ୍ନ ଧରଣର ଥିବା ଏକ ଖବରରୁ ଜାଣିବାକୁ ମିଳିଛି। ଲୋକେ କେମିତି ଆଉ କେତେବେଳେ ଅଯୋଧ୍ୟା ଯାଇ ଟିକେ ରାମଲାଲାଙ୍କ ଝଲକ ପାଇବା ପାଇଁ କେତେ କ’ଣ ଯୋଜନା…

Naked Man’ Festival: ମହିଳା ହେବେ ସାମିଲ, ୧୬୫୦ ବର୍ଷ ପରେ ମିଳିଲା ଅନୁମତି…

ଟୋକିଓ,୨୫।୧ : ଜାପାନରେ ୧୬୫୦ ବର୍ଷ ପରେ ମହିଳାମାନଙ୍କୁ ଏକ ପୁରୁଷ ମହୋତ୍ସବରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ଏଥିପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏହି ଉତ୍ସବର ନାମ ହେଉଛି ‘ନଗ୍ନ ମଣିଷ’ ମହୋତ୍ସବ(ନେକେଡ ମ୍ୟାନ ଫେଷ୍ଟଭାଲ)। ଜାପାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?