Home

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଜୟପୁର ପହଞ୍ଚିଲେ ମୋଦି

ନୂଆଦିଲ୍ଲୀ,୨୪।୧: ଦୁଇ ଦିନିଆ ଭାରତ ଗସ୍ତ କାର୍ଯ୍ୟକ୍ରମରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଜୟପୁରରେ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ରାଜ୍ୟପାଳ କଲରାଜ ମିଶ୍ର ତାଙ୍କୁ ସ୍ବାଗତ କରିଥିଲେ। ମାକ୍ରୋନ ମୁଖ୍ୟ ଅତିଥି ଭାବରେ ଗଣତନ୍ତ୍ର ଦିବସ…

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପରିଣୀତି

‘ମୁମ୍ବାଇ: ‘ଲେଡିଜ ଭର୍ସେସ୍‌ ରିକି ବେହଲ’ ସହିତ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳିଥିଲା ଅଭିନେତ୍ରୀ ରାଘବ ଚଢ଼ାଙ୍କୁ ବିବାହ କରିବା ପରେ ଖୁବ୍‌ଶୀଘ୍ର ରାଜନୀତିରେ…

ନୀତୀଶଙ୍କ ପ୍ରତି ମୁଭମେଣ୍ଟ ଉପରେ ଭାଜପାର ନଜର, ବିହାର ରଣନୀତିକୁ ନେଇ ପ୍ରଧାନମନ୍ତ୍ରୀ, ଶାହା, ନଡ୍ଡାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୫।୧: ବିହାରର ଘଟଣାକ୍ରମକୁ ନେଇ ରଣନୀତି ଉପରେ ବୁଧବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡ୍ଡାଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା। କେନ୍ଦ୍ର ସରକାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରସିଦ୍ଧ…

IND Vs ENG 1st Test: ଯଶସ୍ବୀଙ୍କ ବିସ୍ଫୋରକ ବ୍ୟାଟିଂ ସହ ପ୍ରଥମ ଦିନର ଖେଳ ଶେଷ, ଭାରତର ସ୍କୋର-୧୧୯/୧

ହାଇଦ୍ରାବାଦ,୨୫।୧: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁକାବିଲା ଆରମ୍ଭ ହୋଇଛି। ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଇଂଲଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଦଳ…

ଅଷ୍ଟ୍ରେଲିଆରେ ୩ ମହିଳାଙ୍କ ସମେତ ୪ ଭାରତୀୟ ବୁଡ଼ିଗଲେ

କାନବେରା,୨୫ା୧: ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି ଯାଇଛନ୍ତି। ଏନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ବୁଧବାର ଭିକ୍ଟୋରିଆର ଫିଲିପ୍‌ ଦ୍ୱୀପରେ ଏହି ଘଟଣା ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ନିଉହେଭେନ୍‌ ନିକଟରେ…

Video: ନିଜ ଛୁଆ ଲାଗି ଅଜଗର ସହ ଲଢ଼ିଲା ମା’ କଙ୍ଗାରୁ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ସୋସିଆଲ ମିଡିଆରେ ପ୍ରତ୍ୟହ ଅନେକ ଚକିତ କଲାଭଳି ଭିଡିଓ ସାମ୍ନାକୁ ଆସିଥାଏ। ବିଶେଷକରି ଖାଦ୍ୟ ଏବଂ ଖାଦକ ମଧ୍ୟରେ ଦେଖିବାକୁ ମିଳୁଥିବା ଜବରଦସ୍ତ ଲଢ଼େଇର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏହି କ୍ରମରେ ଏକ କଙ୍ଗାରୁ କିଭଳି ତାର ଛୁଆକୁ ରକ୍ଷା…

ବିନା ବିଶ୍ରାମରେ ୧୮ ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ଦେଲେ ବାଳକ ରାମ

ଅଯୋଧ୍ୟା,୨୪।୧: ଥଣ୍ଡା ଶୀତରେ ‘ଶିଶୁ ରାମ’ ଭକ୍ତମାନଙ୍କୁ ୧୮ ଘଣ୍ଟା ପର୍ଯ୍ୟନ୍ତ ବିନା ବିଶ୍ରାମରେ ଦର୍ଶନ ଜାରି ରଖିଥିଲେ। ନିଜର ନୂଆ ମନ୍ଦିରରେ ରହିବାର ତୃତୀୟ ଦିନରେ ସମସ୍ତଙ୍କର ପ୍ରିୟ ବାଳକ ରାମ ସକାଳ ୪ଟାରୁ ନିଦରୁ ଉଠିଲେ ଏବଂ ପରେ…

ପ୍ରଥମ ଦିନ ରାମଲାଲାଙ୍କୁ ଦାନରେ ମିଳିଛି ୩ କୋଟି ୧୭ ଲକ୍ଷ ଟଙ୍କା, ଆଜିଠୁ ବଦଳିଲା ଦର୍ଶନ ସମୟ

ଅଯୋଧ୍ୟା,୨୫।୧: ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରକୁ ଭକ୍ତମାନେ ମନଖୋଲି ଦାନ କରୁଛନ୍ତି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ପ୍ରଥମ ଦିନ ଦେଶର କୋଣ ଅନୁକୋଣରୁ ଭକ୍ତମାନେ ୩ କୋଟି ୧୭ ଲକ୍ଷ ଟଙ୍କା ଦାନ ଦେଇ ଏକ ନୂଆ ରେକର୍ଡ କରିଛନ୍ତି।…

‘ଆପଣମାନେ ମୋ ପରିବାର, ଆପଣଙ୍କ ସ୍ବପ୍ନ ପୂରା କରିବା ମୋର ସଂକଳ୍ପ’

ନୂୂଆଦିଲ୍ଲୀ,୨୫ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ପ୍ରଭୁ ରାମଙ୍କ ନାମ ନେଇଛନ୍ତି। ବୁଲନ୍ଦସହରରେ ୧୯ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ମୂଳଦୁଆ ପକାଇବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ…

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ସ୍ବାମୀ

ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଘଞ୍ଚ ଜଙ୍ଗଲରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହକୁ ପୋଲିସ ଜବତ କରିଛି। ଏହା ଏକ ହତ୍ୟା ଘଟଣା ବୋଲି ଦାରିଙ୍ଗବାଡ଼ି ଆଇଆଇଆସି ଆନନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି। ହତ୍ୟାର ଶିକାର…

ଏଆଇ ଭବିଷ୍ୟବାଣୀ: ୨୦୨୪ରେ ବିଶ୍ୱର ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧରୁ ହେବ ତୃତୀୟ ବିଶ୍ୱଯୁଦ୍ଧ, ମରିବେ ୨ କୋଟିରୁ ଅଧିକ…

ଲଣ୍ଡନ,୨୫।୧ : ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱରେ କ’ଣ ହୋଇପାରେ, ଏହାର ଭୟାବହତା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରକାଶ କରିଛି। ଏଆଇ ଏକ ଆଶ୍ଚର୍ଯ୍ୟଜନକ ହାଇପୋଥେଟିକାଲ ଭବିଷ୍ୟବାଣୀର ଏକ ସେଟ ପ୍ରସ୍ତୁତ…

ଛାତ ଉପରେ ଧାନଚାଷ, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଠିକ୍‌ ସେମିତି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?