Home

ବାଜ୍‌ବଲ୍‌କୁ ହରାଇବା ଲକ୍ଷ୍ୟରେ ଭାରତୀୟ ସ୍ପିନର

ହାଇଦ୍ରାବାଦ,୨୫ା୧(ପି.ଟି.): ଘରୋଇ ମାଟିରେ ଭାରତ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଦଳ। ବିଗତ ୧୨ ବର୍ଷ ମଧ୍ୟରେ ଏହା କୌଣସି ଘରୋଇ ସିରିଜରେ ପରାଜିତ ହୋଇନାହିଁ। ଇଂଲଣ୍ଡ ନିଜର ଚିରାଚରିତ ବାଜ୍‌ବଲ୍‌ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କ ଭରସାରେ…

ରିଲାଏନ୍ସ ଡିଜିଟାଲରେ ସର୍ବବୃହତ୍‌ ଇଲେକ୍ଟ୍ରୋନିକ୍ସ ସେଲ୍‌

ନୂଆଦିଲ୍ଲୀ,୨୫।୧: ରିଲାଏନ୍ସ ଗ୍ରୁପ୍‌ର ଅଗ୍ରଣୀ ସଂସ୍ଥା ରିଲାଏନ୍ସ ଡିଜିଟାଲ ପକ୍ଷରୁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ (ରିପବ୍ଲିକ୍‌ ଡେ) ଉପଲକ୍ଷେ ଡିଜିଟାଲ ଇଣ୍ଡିଆ ସେଲ୍‌ର ଶୁଭାରମ୍ଭ କରାଯାଇଛି। ଏହି ସେଲ୍‌ ୨୦୨୪ ଜାନୁଆରୀ ୨୮ ପର୍ଯ୍ୟନ୍ତ ଦେଶର ସମସ୍ତ ରିଲାଏନ୍ସ ଡିଜିଟାଲ…

ବରୁଣେଶ୍ୱର ମେଳାରେ ଅମିୟଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୨୫।୧ : ଫ୍ରିଡମ୍‌ ଅଏଲ୍‌ର ଓଡ଼ିଶା ହେଡ୍‌ ଅମିୟ କୁମାର ଧଳଙ୍କୁ ନିକଟରେ ବରୁଣେଶ୍ୱର କ୍ଲବ୍‌ ଯାତ୍ରା କମିଟି ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ମଧ୍ୟ ବିଞ୍ଝାରପୁର ବ୍ଲକ୍‌…

ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ ସର୍ଜରି

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ଭୁବନେଶ୍ୱର ଶହୀଦନଗରସ୍ଥିତ ସ୍ପର୍ଶ ହସ୍ପିଟାଲରେ ବିରଳ ୩୬୦ଂ ଫ୍ୟୁଜନ୍‌ ସର୍ଜରି ସଫଳ ହୋଇଛି। ଏହା ସଫଳ ହେବାରୁ ଢେଙ୍କାନାଳ ଅଞ୍ଚଳର ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ଜୀବନରକ୍ଷା ହୋଇପାରିଛି। ବ୍ୟକ୍ତି ଜଣକ ଓଜନିଆ ଜିନିଷ ଉଠାଉଥିବାବେଳେ ଟ୍ରାକ୍ଟର ଉପରୁ…

ଫେବୃଆରୀ ୧୬ରୁ ଓଡ଼ିଶା ମତ୍ସ୍ୟ, ପ୍ରାଣୀସମ୍ପଦ ସମାବେଶ

ଭୁବନେଶ୍ୱର,୨୫।୧(ଅନିଲ ଦାସ): ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ୩ ଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଆୟୋଜନ ହେବ। ସମାବେଶରେ ରାଜ୍ୟରୁ ପ୍ରାୟ ୬ ହଜାର ଚାଷୀ, ମହିଳା ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଭାଗନେବେ।…

ନିବେଶ ବଜାରକୁ ଡିପ୍‌ଫେକ୍‌ ଭିଡିଓ ବିପଦ

ଭୁବନେଶ୍ୱର,୨୫।୧(ଅନୁରାଧା ମହାରଣା): ମନୋରଞ୍ଜନ ଜଗତ ପରେ ଡିପ୍‌ଫେକ୍‌ ଭିଡିଓର ପ୍ରାଦୁର୍ଭାବ ନିବେଶ ବଜାରରେ ଦେଖିତ୍ବାକୁ ମିଳୁଛି। ଷ୍ଟକ୍‌ ନିବେଶ ଟିପ୍ସ ଦେଉଥିବା ଏହି ନକଲି ଭିଡିଓଗୁଡିକ ନିବେଶକାରୀଙ୍କୁ ପୁଞ୍ଜି ବିପଦରେ ପକାଇପାରେ। ଏହି ଡିପ୍‌ଫେକ୍‌ ଭିଡିଓ ନିବେଶ ବଜାରରେ ଚିନ୍ତାର କାରଣ…

ପର୍ଯ୍ୟଟନର ବିକାଶରେ ଦେଶର ବିକାଶ

ପର୍ଯ୍ୟଟନର ବିକାଶରେ ଦେଶର ବିକାଶ ସମ୍ଭବ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଜାନୁଆରୀ ୨୫ରେ ଭାରତରେ ‘ଜାତୀୟ ପର୍ଯ୍ୟଟନ ଦିବସ’ ପାଳନ କରାଯାଇଥାଏ। ଭାରତରେ ପର୍ଯ୍ୟଟନର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ପରମ୍ପରା ଏବଂ ସଂସ୍କୃତି…

ମତଦାତା ଗଣତନ୍ତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ

ଅଧିକ ଯୁବ ଭୋଟରଙ୍କୁ ରାଜନୈତିକ ପ୍ରକ୍ରିୟାରେ ଭାଗନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିବର୍ଷ ଜାନୁଆରୀ ୨୫କୁ ‘ଜାତୀୟ ଭୋଟର ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତର ନିର୍ବାଚନ ଆୟୋଗର ମୂଳ ଦିବସ ପାଳନ ପାଇଁ ଏହା…

ଲୋକ ସଭା ନିର୍ବାଚନ ପରେ ରାହୁଲ ଗିରଫ ହେବେ: ହିମନ୍ତ

ଗୁଆହାଟୀ,୨୫ା୧: ଆସାମରେ ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତାଙ୍କୁ ଲୋକ ସଭା ନିର୍ବାଚନ ପରେ ଗିରଫ କରାଯିବ ବୋଲି ବୁଧବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଶିବସାଗର ଜିଲାର ନଜିରାରେ…

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୨୫ା୧: ବିଶ୍ୱରେ ପରିଚିତି ଲାଭ କରିଥିବା ଭାରତର ଅନ୍ୟତମ ସୁସ୍ବାଦୁ ବ୍ୟଞ୍ଜନ ବଟର ଚିକେନ୍‌ର ଉଦ୍ଭାବକ କିଏ। ଏହି ପ୍ରଶ୍ନକୁ ନେଇ ଏବେ ଦେଶର ଦୁଇଟି ରେଷ୍ଟୁରାଣ୍ଟ ଚେନ୍‌ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ…

ସ୍ଲିପ୍‌ ଅଫ ଟଙ୍ଗ୍‌: ପୁଣି ଭୁଲ କହିଲେ ରାହୁଲ, ଚା‘ ଗରମ ପାଇଁ ଷ୍ଟୋଭ୍‌ରେ କୋଇଲା ପକାଇବା ଦରକାର…

ଗୁଆହାଟୀ,୨୫।୧ : ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା ପାଇଁ…

‘ଫାଇଟର’ ରିଲିଜ ପରେ ସାମ୍ନାକୁ ଆସିଲା ଦୀପିକାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର କୌଣସି ଅଲଗା ପରିଚୟ ଦରକାର ନାହିଁ। ଦୀପିକା ତାଙ୍କ ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟକୁ ଜିଣିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?