Home

କେବଳ ଶଙ୍ଖଚିହ୍ନ, ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ

ଭୁବନେଶ୍ୱର,୨୯ା୧(ଅସମାପିକା ସାହୁ): କେବଳ ଶଙ୍ଖଚିହ୍ନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାର ଓ ପିଲାମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ସେ ଜଣେ ମହାନ ଜନନାୟକ। ଶଙ୍ଖଚିହ୍ନ ଓଡ଼ିଶାବାସୀଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା।…

ଆଜିଠୁ ଶ୍ରୀଜଗନ୍ନାଥ ବସ୍‌ରେ ପୁରୀ ଆସିବେ ଶ୍ରଦ୍ଧାଳୁ

ପୁରୀ,୨୯ା୧(ଅଜିତ୍‌ ମହାନ୍ତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଏହାପରେ ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦେଖି ଖୁସି ବ୍ୟକ୍ତ କରୁଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତମାନେ…

ପୁଣି ବଢ଼ିଲା ବିଏସ୍‌କେୱାଇ ନବୀନ କାର୍ଡ ଆବେଦନ ଅବଧି

ଭୁବନେଶ୍ୱର, ୨୯।୧(ଅସମାପିକା ସାହୁ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ନବୀନ କାର୍ଡ ପାଇଁ ଆବେଦନ ଅବଧିକୁ ପୁଣି ବୃଦ୍ଧି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟବ୍ୟକ୍ତି ଯେପରି ଏଥିରୁ ବଞ୍ଚତ୍ତ ନ ହେବେ, ତାହାକୁ ଦୃଷ୍ଟିରେ ରଖି ସରକାର ଦ୍ୱିତୀୟଥର ଅନ୍‌ଲାଇନ…

ଟିକସ ଖିଲାପ କରୁଛନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୨୯।୧ (ବନ୍ଦନା ସେଠୀ): ଗତବର୍ଷ ଅପେକ୍ଷା ଚଳିତ ଆର୍ଥତ୍କ ବର୍ଷରେ ଅଧିକ ରାଜସ୍ବ ଆଦାୟ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲକ୍ଷ୍ୟ ରଖିଛି। କେବଳ ହୋଲ୍ଡିଂ ଟିକସ ବାବଦକୁ ୧୧୫କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ପ୍ରତି ଜୋନ୍‌କୁ ୩୨ରୁ…

ନିଜ ଆୟକୁ ସାର୍ବଜନୀନ କଲେ ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୨୯।୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦୁର୍ନୀତି ମୂଳୋତ୍ପାଟନ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ସେ ଏହି ଅଭିଯାନରେ ଦୁଇ ବର୍ଷ ମଧ୍ୟରେ ଅର୍ଜନ କରିଥିବା ଆୟକୁ ସାର୍ବଜନୀନ କରିଥିଲେ…

ସିନରଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ, ୨୯ା୧ (ଏପି): ଜାନିକ ସିନର ଅଷ୍ଟ୍ରେଲିଆନ ଓପନ ଟେନିସ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ। ଇଟାଲୀର ପ୍ରଥମ ଖେଳାଳି ହିସାବରେ ଅଷ୍ଟ୍ରେଲିଆନ ଓପନ ଜିତିବାର ସେ ଗୌରବ ଅର୍ଜନ କରିଛନ୍ତି। ୨୨ବର୍ଷୀୟ…

ସର୍ବଭାରତୀୟ ଲାଲମନି କ୍ରିକେଟ୍‌: ଏମ୍‌ଏମ୍‌ସିସି ଚାମ୍ପିୟନ

ସୋନପୁର,୨୯।୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଗାନ୍ଧୀ ପଡିଆରେ ଜିଲା କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ଚାଲିଥିବା ୩୫ତମ ସର୍ବଭାରତୀୟ ଲାଲମନି କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଏସ୍‌ଓସି ବ୍ଲାଷ୍ଟର ଆସାନସୋଲ, ପଶ୍ଚିମବଙ୍ଗ ଓ ଏମ୍‌ଏମ୍‌ସିସି ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।…

କଳିଙ୍ଗ ସୁପର୍‌ କପ୍‌: ଇଷ୍ଟ ବେଙ୍ଗଲ ଚାମ୍ପିୟନ୍‌

ଭୁବନେଶ୍ୱର, ୨୯।୧, (ସରୋଜ ଜେନା): ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଯାଇଛି କଳିଙ୍ଗ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ। ନିର୍ଦ୍ଧାରିତ ସମୟରେ ମ୍ୟାଚ ୨-୨ରେ ରହିବା ଫଳରେ ଅତିରିକ୍ତ ସମୟରେ କ୍ଲେଟନ୍‌ ସିଲ୍‌ଭାଙ୍କ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍‌ ଓଡ଼ିଶା ଏଫ୍‌ସି…

ଭାଷା ସମ୍ମିଳନୀରେ ଯୋଡ଼ିହେବେ ୧୩ଲକ୍ଷ ପ୍ରବାସୀ

ଭୁବନେଶ୍ୱର,୨୯।୧(ଶର୍ମିଷ୍ଠା ପାଣିଗ୍ରାହୀ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଅଛନ୍ତି। ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମଥର ଆୟୋଜନ କରାଯାଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍କଣ୍ଠା…

ମିଳନ ପୂର୍ବରୁ ସାର୍କ ପାଇଁ କାଳ ସାଜିଛି ବେଆଇନ ଟ୍ରଲର,ବୋଟ୍‌

ମହାକାଳପଡ଼ା,୨୯୧(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ପ୍ରକୃତିର ଅନବଦ୍ୟ ସୃଷ୍ଟି ଓ ସାମୁଦ୍ରିକ ଜୀବଜନ୍ତୁମାନଙ୍କ ପାଇଁ ଭୃସ୍ବର୍ଗ। ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲ, ଗଭୀର ସମୁଦ୍ରର ନୀଳ ଜଳ ରାଶି ପ୍ରକୃତି ପ୍ରେମୀଙ୍କୁ ଆକୃଷ୍ଟ କରିଥାଏ। ଗହୀରମଥାର ଜୈବ ବିବିଧତା…

ନୀତୀଶ ୬ମାସରେ ପୁଣି ମାରିବେ ଲମ୍ଫ! ଛାଡିବେ ଭାଜପାର ହାତ…, ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ

ପାଟନା,୨୯।୧: ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ଆନ୍ଦୋଳନର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ନୀତୀଶ କୁମାରଙ୍କୁ ନବମଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେବା ନେଇ ଏକ ବଡ ଦାବି କରିଛନ୍ତି। ରବିବାର ଅର୍ଥାତ୍‌ ଜାନୁଆରୀ ୨୮ରେ ସେ କହିଛନ୍ତି ଯେ ବିହାରରେ…

ପାସେଞ୍ଜର ଟ୍ରେନରୁ ଦ୍ରୁତଗାମୀ ଭଡ଼ା ଅସୁଲ

ଯାଜପୁର,୨୯ା୧(ହର୍ଷବର୍ଦ୍ଧନ ବେହେରା): କରୋନା ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ୨୦୨୧ ଏପ୍ରିଲରୁ ଓଡ଼ିଶାର ସମସ୍ତ ଯାତ୍ରୀବାହୀ ଓ ମେମୁ ପାସେଞ୍ଜର ଟ୍ରେନକୁ ସ୍ପେଶାଲ/ଦ୍ରୁତଗାମୀ କରାଯାଇଛି। ଆଜି ପର୍ଯ୍ୟନ୍ତ ସାଧାରଣ ଜନତାଠାରୁ ଦ୍ରୁତଗାମୀ ଭଡା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ରେଲଓ୍ବେର ଏଭଳି ଅବହେଳା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?