‘ପଦକ ଦେଶବାସୀଙ୍କର, ଅସମ୍ମାନ କରନି’
କୋଲକାତା ସ୍ପୋଟର୍ସ ଜର୍ନାଲିଷ୍ଟ କ୍ଲବ (ସିଏସ୍ଜେସି)ର ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ ନିକଟରେ ମନ୍ଦରମାନିସ୍ଥିତ ବାନ୍ୟନ ଟ୍ରି ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାରାଲିମ୍ପିଆନ ଆଥଲେଟ୍ ପଦ୍ମଶ୍ରୀ ଦୀପା ମଲିକ ଓ ପୂର୍ବତନ ବିଶ୍ୱ ବିଲିୟାଡର୍ସ ଚାମ୍ପିୟନ ମନୋଜ କୋଠାରୀଙ୍କୁ ଲାଇଫ୍…
୫୦ ହଜାର ଦିଅ, ଗୁଣ୍ଠେ ଜମି ନିଅ
କଳିଙ୍ଗନଗର,୨୯।୧: ଯାଜପୁର ଜିଲାର ଦାନଗଦି ତହସିଲ ତଥା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଜନସଂଖ୍ୟା ବଢିବା ସାଙ୍ଗକୁ ସହରର କଳେବର ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କ ଘର ପାଇଁ ଜମିର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର ଓ…
ଫୋରମ୍ ମାର୍ଟରେ ଆଭୂଷଣ ଫ୍ୟାଶନ ଜୁଏଲର୍ସ
ଭୁବନେଶ୍ୱର,୨୯।୧: ଦେଶର ଅଗ୍ରଣୀ ଫ୍ୟାଶନ ଜୁଏଲେରି ବ୍ରାଣ୍ଡ୍ ‘ଆଭୂଷଣ ଫ୍ୟାଶନ ଜୁଏଲର୍ସ’ର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ସତ୍ୟନଗରସ୍ଥିତ ଫୋରମ୍ ମାର୍ଟଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଲିଉଡ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଏବଂ ଅଭିନେତା ସୁଜିତ ପାଇକରାୟ ସମ୍ମାନିତ…
ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟର ଉଦ୍ଘାଟିତ
ଭୁବନେଶ୍ୱର,୨୯।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଗୋଦରେଜ ଗ୍ରୁପର ଅଗ୍ରଣୀ କମ୍ପାନୀ ଗୋଦରେଜ ଏକ୍ସପେରିଏନ୍ସ ସେଣ୍ଟରର ଏକ୍ସକ୍ଲୁସିଭ ଆଉଟଲେଟ ଭୁବନେଶ୍ୱରର ବାପୁଜୀ ନଗରଠାରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଖାରବେଳ ଟ୍ରେଡିଂ ପ୍ରାଇଭେଟ ଲିମିଟେଡ ଆନୁକୂଲ୍ୟରେ ଉକ୍ତ…
ବଜାରରେ ଫ୍ରିଡମ୍ ଅଏଲର ନୂତନ ଉତ୍ପାଦ
ଭୁବନେଶ୍ୱର,୨୯।୧ (ଅଭୟ ଦାଶ): ଦେଶର ଅଗ୍ରଣୀ ଖାଇବା ତେଲ ଉତ୍ପାଦକ କମ୍ପାନୀ ତଥା ଜେମିନୀ ଏଡିବଲ୍ସ ଆଣ୍ଡ୍ ଫ୍ୟାଟ୍ସ ଇଣ୍ଡିଆ ଲିମିଟେଡ ବା ଜିଇଏଫ୍ ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଫ୍ରିଡମ୍ କଚ୍ଚି ଘନି ମଷ୍ଟାର୍ଡ ଅଏଲର ନୂଆ ୫ ଲିଟର…
ଆଜି ଖୋଲିବ ବିଏସ୍ଏଲ୍ର ଆଇପିଓ
ନୂଆଦିଲ୍ଲୀ,୨୯।୧: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବାୱେଜା ଷ୍ଟୁଡିଓଜ ଲିମିଟେଡ (ବିଏସ୍ଏଲ୍)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ) ୨୦୨୪ ଜାନୁଆରୀ ୨୯ରେ ଖୋଲିବ ବୋଲି ବିଏସ୍ଏଲ୍ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ର ନିର୍ମାଣ ଏବଂ ନବୋନ୍ମେଷୀ…
ଜେନେରେଟିଭ୍ ଏଆଇରେ ବଢ଼ୁଛି ପୁଞ୍ଜି ବିନିଯୋଗ
ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମ୍ପାନୀଗୁଡିକ ଜେନେରେଟିଭ ଏଆଇରେ ପୁଞ୍ଜି ବିନିଯୋଗ ବୃଦ୍ଧି କରୁଛନ୍ତି। ଇନ୍ଫୋସିସ ରିସର୍ଚ୍ଚର ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଇନ୍ଫୋସିସ ରିସର୍ଚ୍ଚ ୟୁନିଟ ଇନ୍ଫୋସିସ ନଲେଜ ଇନ୍ଷ୍ଟିଚ୍ୟୁଟ (ଇକାଇ)ର ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆ,…
ରାମ ମନ୍ଦିର ହେବ ଅଭେଦ୍ୟ, ଯେବେ ଆକାଶ ମାର୍ଗରେ ରହିବ ଇସ୍ରାଏଲର ଆଣ୍ଟି ଡ୍ରୋନ ସିଷ୍ଟମ
ନୂଆଦିଲ୍ଲୀ,୨୯।୧: ଅଯୋଧ୍ୟାରେ ରାମ ମନ୍ଦିରର ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯାଉଛି। ଏହି ସମୟରେ, ପୋଲିସ ସୂତ୍ର ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ନିଶ୍ଚିତ କରିଛି ଯେ ଉତ୍ତରପ୍ରଦେଶର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ସହିତ ଅଯୋଧ୍ୟା ରାମ ମନ୍ଦିରର ସୁରକ୍ଷା…
ବାଣ କାରଖାନାରେ ବିସ୍ଫୋରଣ: ୩ ମୃତ, ଅନେକ ଆହତ
ବେଙ୍ଗାଲୁରୁ,୨୯ା୧: କର୍ନାଟକର ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ୩ ମୃତକ ହେଲେ ସ୍ବାମୀ (୫୫), ଭର୍ଗେସ (୬୮) ଏବଂ ଚେତନ (୨୫)। ଦକ୍ଷିଣ କନ୍ନାଡାର ବେଲଥାନଗଡ଼ିରେ ଥିବା ବାଣ…
ଆଜିଠୁ ଭାଜପା କୃଷକମୋର୍ଚ୍ଚାର ରାଜ୍ୟବ୍ୟାପୀ ଆନ୍ଦୋଳନ
ଭୁବନେଶ୍ୱର, ୨୯।୧(ଅସମାପିକା ସାହୁ): ଓଡ଼ିଶାରେ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଏବଂ ଧାନମଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାର ଦେଉଥିବା ଅର୍ଥର ବାଟମାରଣା ପ୍ରତିବାଦରେ ଭାଜପା କୃଷକମୋର୍ଚ୍ଚା ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୫୮ଟି ସବ୍ଡିଭିଜନ…
କ୍ରିଏଟିଭିଟିରେ ଓଡ଼ିଶା ବହୁତ ଷ୍ଟ୍ରଙ୍ଗ୍
ଓଡ଼ିଶା ମାଟିର ପୁଅ, ମାତ୍ର ଜାତୀୟ ସ୍ତରରେ ବେଶ୍ ଲୋକପ୍ରିୟ। ଅଭିନୟରେ ବାନ୍ଧି ରଖିପାରୁଥିବା ଜଣେ ଅନନ୍ୟ କଳାକାର। ହିନ୍ଦୀ, ଇଂଲିଶ ଏବଂ ଓଡ଼ିଆ ଫିଲ୍ମ ସହ ବହୁ ୱେବ୍ ସିରିଜ୍ରେ ନିଖୁଣ ଅଭିନୟ ତାଙ୍କୁ ଦେଇଛି ସ୍ବତନ୍ତ୍ର ପରିଚୟ। ସେ…
ପୁଣି ବର୍ଷା ହେଲେ ଶୀତ ପ୍ରକୋପ ବଢ଼ିବ
ଭୁବନେଶ୍ୱର,୨୯।୧(ଅନୁରାଧା ମହାରଣା): ଏବେ ଦିନରେ ଖରା ଓ ରାତିରେ ଥଣ୍ଡା ଅନୁଭୂତ ହେଉଛି। ଶୀତ ଲହରି ଜାରି ରହିଥିବାବେଳେ ରାଜ୍ୟର ଅଧିକାଂଶ ସ୍ଥାନରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ତେବେ ଆଗକୁ ବର୍ଷା ସମ୍ଭାବନା ରହିଥିବାରୁ ଶୀତ ପ୍ରକୋପ ବଢ଼ିବ ବୋଲି…

