Home

ସଫା କରାଯାଉନି ଅଳିଆ ଆବର୍ଜନା

ସେମିଳିଗୁଡ଼ା/ସୁନାବେଡ଼ା,୨୯ା୧(ବାସୁଦେବ ବରାଡ଼/କୃତ୍ତିବାସ ପ୍ରଧାନ): ସମଗ୍ର ରାଜ୍ୟରେ ସର୍ବବୃହତ୍‌ ଆଦର୍ଶ ବଜାରର ମାନ୍ୟତା ପାଇଥିବା କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକର କୁନ୍ଦୁଲି ହାଟ ଏବେ ଅବହେଳିତ ଅବସ୍ଥାରେ ରହିଛି। ଏକଦା ଚାଷୀ ଓ ଚାଷ ଉତ୍ପାଦିତ ସାମଗ୍ରୀ ବିକ୍ରିକୁ ନେଇ ବେଶ୍‌ ଚଳଚଞ୍ଚଳ…

ଅନିଶ୍ଚିତତାରେ କୋରାପୁଟ ସହର ବାଇପାସ୍‌ ରାସ୍ତା

କୋରାପୁଟ,୨୯ା୧(ଅମିତାଭ ବେହେରା): କୋରାପୁଟ ସହରର ବାଇପାସ ରାସ୍ତା ନିର୍ମାଣ ନେଇ ଦୀର୍ଘ ୧୫ ବର୍ଷ ହେଲା ଜାତୀୟ ରାଜପଥ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମାତ୍ର ଏଯାଏ ବାଇପାସ ନିର୍ମାଣ ଆରମ୍ଭ ହୋଇପାରୁନି। କେବେ ଜାଗା…

ମାଲକାନଗିରି ମାନଚିତ୍ରରେ ଥାଇ ରେକର୍ଡରେ ନାହିଁ ଗ୍ରାମ

ମାଲକାନଗିରି,୨୯ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାନଚିତ୍ରରେ ଏକ ଗ୍ରାମ ଥାଇ ମଧ୍ୟ ରେକର୍ଡରେ ଉଲ୍ଲେଖ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ୨ ବର୍ଷ ପୂର୍ବେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଆନ୍ଧ୍ର ସୀମାନ୍ତକୁ ଲାଗି ଜୁମଡାଙ୍ଗ ଗ୍ରାମ ରହିଛି।…

ଭୁଲ ବ୍ୟକ୍ତିଙ୍କ ଉପରେ ଫିଲ୍ମ ହେବା ଦରକାର:ରଣବୀର

ମୁମ୍ବାଇ: ଡିସେମ୍ବର ୧ରେ ରଣବୀର କପୁର, ବବି ଦେଓଲ, ଅନିଲ କପୁର, ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ଆନିମଲ’ ରିଲିଜ ହୋଇଥିଲା। ମୁଭିଟି ରିଲିଜ ହେବାର ପ୍ରଥମ ଦିନରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଥିଲା ଏବଂ ବର୍ତ୍ତମାନ ଓଟିଟିରେ ରିଲିଜ ହେବା…

ଗାଁକୁ ରାସ୍ତା ନାହିଁ, ଲୋକଙ୍କୁ ଆବାସ ମିଳିନି

କେନ୍ଦୁଝର,୨୯।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ମାଲଦା ପଞ୍ଚାୟତ ଅନ୍ତର୍ଗତ ବଣଜଙ୍ଗଲ ପାହାଡ଼ ପର୍ବତଘେରା ଜମିରିଡ଼ିହି ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ସ୍କୁଲ, ପର୍ଯ୍ୟଟନସ୍ଥଳ, ସହରଠାରୁ ଗାଁର ଉନ୍ନତୀକରଣ କରୁଛନ୍ତି। ମାତ୍ର…

ଶିଶୁ ବଳାତ୍କାର ମାମଲା: ୬ ବର୍ଷରେ ବଢ଼ିଛି ୯୬ ପ୍ରତିଶତ…

ନୂଆଦିଲ୍ଲୀ,୨୯।୧ : ୨୦୧୬ ରୁ ୨୦୨୨ ଗତ ୬ ବର୍ଷ ମଧ୍ୟରେ ଶିଶୁ ବଳାତ୍କାର ମାମଲା ୯୬ ପ୍ରତିଶତ ବୃଦ୍ଧି ପାଇଛି। ଶିଶୁ ଅଧିକାର ଏନଜିଓ କ୍ରାଏ (ସିଆରଓ୍ବାଇ) ଦ୍ୱାରା ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ତଥ୍ୟର ବିଶ୍ଳେଷଣ ପରେ…

ବ୍ରାହ୍ମଣୀ ଘେରିବନ୍ଧ ରାସ୍ତାରେ ଖାଲ, ଯାତାୟାତରେ ବାଧା

ପଟ୍ଟାମୁଣ୍ଡାଇ,୨୯ା୧(କଳ୍ପତରୁ ନାୟକ): ଜିଲା ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଧୀନରେ ଥିବା ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରିବନ୍ଧ ବାଇପାସ୍‌ଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ସାଢେ ୧୭ କିମି ରାସ୍ତା ବିଭାଗୀୟ କର୍ତ୍ତୃପକ୍ଷ ଓ ଠିକାଦାରଙ୍କ ଲେଉଟିଆ କିଆରି ସାଜିଛି। ଦେଢ଼ବର୍ଷ ମଧ୍ୟରେ ଉକ୍ତ ରାସ୍ତାର ନିର୍ମାଣ…

ଅଟିଜିମ୍‌ : କାରଣ, ପ୍ରତିକାର

ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ ନୁହେଁ ଅଟିଜିମ୍‌ ହେବାରେ ଜିନ୍‌ଗତ ପ୍ରଭାବକୁ ଅସ୍ବୀକାର କରାଯାଇପାରିବନି। ବରଂ ଜିନ୍‌ଗତ ଓ ପରିବେଶଗତ ମିଳିତ ପ୍ରଭାବ ଏଥିପାଇଁ ଦାୟୀ। ତେବେ ସନ୍ତାନଟି ପରେ ଯେ ପ୍ରକୃତରେ ଅଟିଜମ୍‌ ସମସ୍ୟା ରହିଛି-ଏକଥାକୁ ନେଇ ପ୍ରଥମରୁ ହିଁ ନିଶ୍ଚିତ…

ଡାଇନୋସର୍‌ର ପୃଥିବୀ

ନିୟୁତ ନିୟୁତ ବର୍ଷ ତଳର କଥା; ଜନମାନବ ଶୂନ୍ୟ ଆଦିମ ପୃଥିବୀଟା ଥିଲା ନୀରବ ଓ ନିଷ୍ପନ୍ଦ। ଆଗ୍ନେୟଗିରିଗୁଡିକ ଅଗ୍ନି ଉଦ୍‌ଗିରଣ କରି ଦିଗ୍‌ବଳୟକୁ ଧୂମାୟିତ କରୁଥିଲେ I ଉଲ୍‌କାମାନେ ଆକାଶରେ ଦୂରନ୍ତ ଛୁଟି ଯାଉଥିଲେ ଓ ବିଶାଳ ଭୂଖଣ୍ଡଗୁଡିକର ସଂଘର୍ଷ…

ଆମେରିକାରେ ପ୍ରବେଶ କରୁଛନ୍ତି ଆତଙ୍କବାଦୀ ,ସୀମାରେ ବଡ଼ ଧରଣର ଆକ୍ରମଣ ଆଶଙ୍କା: ଟ୍ରମ୍ପଙ୍କ ଚେତାବନୀ…

ଓ୍ବାଶିଂଟନ,୨୯।୧ : ଆମେରିକାର ସୀମା ନିକଟରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଶଙ୍କା ବ୍ୟକ୍ତ କରିଛନ୍ତି। ଟ୍ରମ୍ପ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଆମେରିକା-ମେକ୍ସିକୋ…

ଜୋର୍ଡାନରେ ଆମେରିକା ବେସ ଉପରେ ଡ୍ରୋନ ଆକ୍ରମଣରେ ୩ ସେନା ମୃତ

କଲମ୍ବିୟା,୨୯।୧: ଜୋର୍ଡାନରେ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଆକ୍ରମଣରେ ୩ଜଣ ଆମେରିକୀୟ ସେନା ନିହତ ହୋଇଥିବାବେଳେ ଅନେକେ ଆହତ ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମେରିକା ଆକ୍ରମଣକାରୀଙ୍କୁ ଉତ୍ତରଦାୟୀ କରିବ। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ…

କେବଳ ଶଙ୍ଖଚିହ୍ନ, ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ: ପାଣ୍ଡିଆନ

ଭୁବନେଶ୍ୱର,୨୯ା୧(ଅସମାପିକା ସାହୁ): କେବଳ ଶଙ୍ଖଚିହ୍ନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିହ୍ନନ୍ତୁ। ନବୀନ ପଟ୍ଟନାୟକ ଆପଣଙ୍କ ପରିବାର ଓ ପିଲାମାନଙ୍କ ସ୍ବପ୍ନକୁ ସାକାର କରିବାକୁ ଦିନରାତି ଖଟୁଛନ୍ତି। ସେ ଜଣେ ମହାନ ଜନନାୟକ। ଶଙ୍ଖଚିହ୍ନ ଓଡ଼ିଶାବାସୀଙ୍କ ଆତ୍ମା, ବିଜୁ ପରିବାରର ଆତ୍ମା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?