ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ରେ ଶ୍ରେଷ୍ଠ ୫୦ରେ ଦୁଇଜଣ ଭାରତୀୟ…
ନୂଆଦିଲ୍ଲୀ,୨।୧୦ : ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପ ନାରାୟଣ ନାୟକ ଏବଂ ଆନ୍ଧ୍ରପ୍ରଦେଶର ଇଂଲିଶ ଶିକ୍ଷକ ହରି କୃଷ୍ଣ ପଟାଚାରୁ ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁନେସ୍କୋ ସହଯୋଗରେ…
ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ…
ଲଣ୍ଡନ,୨।୧୦: ଲଣ୍ଡନରେ ‘ମହାଭାରତ’ର ସମସାମୟିକ ଥିଏଟର ମଞ୍ଚ ଆରମ୍ଭ ହୋଇଛି। ଏଥିରେ ଅନେକ ଭାରତୀୟ ସଙ୍ଗୀତ ଏବଂ ନୃତ୍ୟ କଳା ପ୍ରଦର୍ଶିତ ହେବ। ଚରିତ୍ରଗୁଡ଼ିକରେ ସାରା ବିଶ୍ୱରୁ ଅଭିନେତାମାନେ ସାମିଲ ହେବେ। ଏହି ମ୍ୟୁଜିକାଲ ଆସନ୍ତା ସପ୍ତାହରେ ବାରବିକାନ ଥିଏଟରରେ ବ୍ରିଟେନରେ…
ମହାତ୍ମା ଗାନ୍ଧୀ, ଶାସ୍ତ୍ରୀଙ୍କ ବଳିଦାନକୁ ମନେପକାଇଲେ ମୋଦି
ନୂଆଦିଲ୍ଲୀ,୨।୧୦: ଅକ୍ଟୋବର ୨ ଅର୍ଥାତ୍ ଆଜି ଦେଶରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ନେତାଙ୍କୁ ସ୍ମରଣ କରିଛନ୍ତି। ଜାତିର ପିତା…
ଟ୍ରୁଡୋଙ୍କୁ ସମାଲୋଚନା କଲେ ଏଲନ ମସ୍କ…
ଓ୍ବାଶିଂଟନ, ୨।୧୦: ସ୍ପେସ ଏକ୍ସ ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି। ମସ୍କ ଟ୍ରୁଡୋଙ୍କୁ ଲୋକଙ୍କ ବାକ ସ୍ବାଧୀନତାକୁ ଦମନ କରିଥିବା ଅଭିଯୋଗ କରିଛି। ବାସ୍ତବରେ, କାନାଡା ସରକାରଙ୍କ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨।୧୦: ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରୁଛି। ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଅନେକ ସେଲିବ୍ରିଟି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ବିଶ୍ୱକପ୍ରେ ଦୁଇ ଦ୍ୱିଶତକ
ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍ ସ୍କୋର…
ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ
ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍ ରୋଲବଲ୍ ଚାମ୍ପିୟନଶିପ୍ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ…
ଭାରତୀୟ ମହିଳା ଦଳ ରନରଅପ୍
ଭୁବନେଶ୍ୱର, ୨।୧୦(ତପନ ସ୍ବାଇଁ): ଚାଇନିଜ୍ ତାଇପେରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ ଏସିଆ ରଗ୍ବୀ ଚାମ୍ପିୟନଶିପ୍ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତ ଓ ଚାଇନିଜ୍ ତାଇପେ ମଧ୍ୟରେ ଫାଇନାଲ ହୋଇଥିଲା। ଏଥିରେ ଭାରତୀୟ…
ଫ୍ରେଣ୍ଡଶିପ୍ ଫୁଟ୍ବଲ: ଟାଟା ଷ୍ଟିଲ ଚାମ୍ପିୟନ
ଭୁବନେଶ୍ୱର, ୨ା୧୦ (ବିଜୟ ରଣା): ସ୍ଥାନୀୟ ଓଡ଼ିଶା ଫୁଟ୍ବଲ ଏକାଡେମୀଠାରେ ରବିବାର ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ୍ କପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଅଫିସର୍ସ ଏକାଦଶକୁ ୨-୧ ଗୋଲ୍ରେ ପରାସ୍ତ କରି ଟାଟା ଷ୍ଟିଲ ଏକାଦଶ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ ୪ଟି ଦଳ…
ପରବିନ୍ଙ୍କୁ ଅଲିମ୍ପିକ୍ସ କୋଟା, ନିଖତଙ୍କୁ ବ୍ରୋଞ୍ଜ
ହାଙ୍ଗଝୋ,୨ା୧୦(ପି.ଟି.): ଏସିଆନ୍ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ରବିବାର ନିଖତ ଜରିନ୍ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପରବିନ୍ ହୁଦା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ…
ଭାରତ ପଦକ ସଂଖ୍ୟା ୫୦ ଟପିଲା
ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ ପଦକ…
ଗୁଣବତ୍ତା ଉତ୍ପାଦ ଯୋଗାଣକୁ ଗୁରୁତ୍ୱ
ଭୁବନେଶ୍ୱର, ୨।୧୦: ଦେଶର ପ୍ରମୁଖ ଖାଇବା ତେଲ ବ୍ରାଣ୍ଡ୍ ହାତୀ ମାର୍କା କଚ୍ଚି ଘନି ସୋରିଷ ତେଲ ଚଳିତ ପାର୍ବଣ ଋତୁରେ ବଣ୍ଡଲ କଲେକ୍ସନର ଶୁଭାରମ୍ଭ କରାଯାଇଛି। ଏ ସମ୍ପର୍କରେ ହାତୀ ସୋରିଷ ତେଲର ସଭାପତି ରାଘବ ଭଗତ କହିଛନ୍ତି, ଆମେ…
Archives


