Home

ନୁଭୋକୋ ଭିସ୍ତାସ୍‌ର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୧।୨: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ୍‌ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ମଧ୍ୟ ଘୋଷଣା କରାଯାଇଛି। ଏପରିକି ୨୦୨୩-୨୪…

ବିଦ୍ୟୁତ୍‌ ଶୁଳ୍କ ନବଢ଼ାଇବାକୁ ଗ୍ରୀଡ୍‌କୋର ପ୍ରସ୍ତାବ

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଓଡ଼ିଶା ବିିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ଜନଶୁଣାଣୀରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ନ କରିବା ପାଇଁ ଗ୍ରୀଡକୋ ନିଜର ପକ୍ଷ ରଖିଛି। ବୁଧବାର ଅନୁଷ୍ଠିତ ବାର୍ଷିକ ରାଜସ୍ବ ଆବଶ୍ୟକତା ସମ୍ପର୍କିତ ଜନଶୁଣାଣୀରେ ଗ୍ରୀଡ଼କୋ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ…

ଇଡବ୍ଲ୍ୟୁଏସ୍‌ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର, ୧।୨(ଅସମାପିକା ସାହୁ): ଆର୍ଥିକ ଅନଗ୍ରସର ବର୍ଗ(ଇଡବ୍ଲ୍ୟୁଏସ୍‌) ଛାତ୍ରୀଛାତ୍ରଙ୍କ ଉଚ୍ଚଶିକ୍ଷା ପାଇଁ ଆଉ ଅର୍ଥ ବାଧକ ହେବନାହିଁ। ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଦୁଇ ଲକ୍ଷରୁ କମ୍‌ ବାର୍ଷିକ…

‘ଯକୃତରୋଗ ଦୂରକରେ ଗିଲୋୟ’

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ଗିଲୋୟ (ଟିନୋସପୋରା କର୍ଡିଫୋଲିଆ)ର ହେପାଟୋପ୍ରୋଟେକ୍ଟିଭ ବା ଯକୃତକୁ ସୁସ୍ଥ ରଖିବାର କ୍ଷମତା ଏବଂ ଅନ୍ୟାନ୍ୟ ଉପକାରିତାକୁ ୟୁକେ ପକ୍ଷରୁ ଗ୍ରହଣ କରାଯାଇଛିି। ୟୁକେର ପ୍ରସିଦ୍ଧ ଗବେଷଣା ପତ୍ରିକା ‘ଜର୍ନାଲ ଅଫ୍‌ ଦି ରୟାଲ ଫାର୍ମାସ୍ୟୁଟିକାଲ ସୋସାଇଟି ଅଫ୍‌ ଗ୍ରେଟ୍‌…

ମୋବାଇଲର ଅନ୍ୟାନ୍ୟ ସାମଗ୍ରୀ ଉପରେ କଷ୍ଟମ୍‌ ଡ୍ୟୁଟି ହ୍ରାସ

ଭୁବନେଶ୍ୱର,୧।୨(ଅନୁରାଧା ମହାରଣା): ମୋବାଇଲ ଫୋନ୍‌ ଉତ୍ପାଦନରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଉପରେ ଲାଗୁ କରାଯାଇଥିବା ୧୫ ପ୍ରତିଶତ କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ ପାଇଛି। କଷ୍ଟମ ଡ୍ୟୁଟିରେ କେନ୍ଦ୍ର ସରକାର ୩ଟି ବର୍ଗରେ ବିଜ୍ଞପ୍ତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି। ଏହି…

ହୋଣ୍ଡା କାର୍‌ସର ନୂତନ ସମାଧାନ ଉନ୍ମୋଚିତ

ନୂଆଦିଲ୍ଲୀ,୧।୨: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ଗୁଣାତ୍ମକ ଉତ୍ପାଦ ତଥା ନୂତନ ସମାଧାନ ‘ଅଲ୍‌ଟ୍ରା ବଡି କୋଟିଂ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ଏହି ଉତ୍ପାଦ ନୂତନ ଗାଡ଼ିର ସୁରକ୍ଷା ସହ ଚମକକୁ ସତେଜ…

ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ସେମିନାର

ଭୁବନେଶ୍ୱର,୧।୨: ଦେଶର ଅଗ୍ରଣୀ ସାମାଜିକ ସଂସ୍ଥା ତଥା ଚାଇଲ୍ଡ ହେଲ୍‌ପ ଫାଉଣ୍ଡେଶନ(ସିଏଚ୍‌ଏଫ୍‌) ପକ୍ଷରୁ ନୟାଗଡ଼ ଜିଲାର ଦଶପଲ୍ଲା ବାଳିକା ଉଚ୍ଚବିଦ୍ୟାଳୟଠାରେ ଏକ ରୋବୋଟିକ୍ସ ଆଣ୍ଡ ଡ୍ରୋନ୍‌ ଟେକ୍ନୋଲୋଜି ଉପରେ ଏକ ଦିନିକିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଦଶପଲ୍ଲାଠାରେ ଆୟୋଜିତ ଉକ୍ତ…

ରେକର୍ଡ ପରିମାଣର ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୧।୨: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୧୦ମ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ୍‌ ଟ୍ୟାକ୍ସ ବା ଜିଏସ୍‌ଟି) ସଂଗ୍ରହ କରାଯାଇଛି ବୋଲି ବୁଧବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା…

ମହିଳାଙ୍କୁ ପରିଚୟ ଦେଇଛି କନ୍ଧମାଳ ଷ୍ଟ୍ରବେରି

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଆଦିବାସୀ ମେଳାରେ କନ୍ଧମାଳ ଷ୍ଟ୍ରବେରି ଷ୍ଟଲ୍‌ରେ ବେଶ୍‌ ଭିଡ଼ ଜମୁଛି। ଗୋଟିଏ ପ୍ୟାକେଟର ମୂଲ୍ୟ ୧୦୦ଟଙ୍କା ରହିଛି। ଯିଏ ଯାଉଛି, ସିଏ କିଣୁଛି। ଜଣେ ଗ୍ରାହକ କହିଥିଲେ, ଆମ ମାଟିରେ ଷ୍ଟ୍ରବେରି ଫଳୁଛି। ଆମେ ଯଦି ଏହାକୁ କିଣି ସେମାନଙ୍କୁ…

ବ୍ୟବସାୟିକ ବିକାଶକୁ ଗୁରୁତ୍ୱ

ଭୁବନେଶ୍ୱର,୧।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ଓଡ଼ିଶା ୟୁନିଟ୍‌ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଓଆଇର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀଶ କର୍ନାଟକ ସମ୍ମାନିତ ଅତିଥି ଭାବେ ଯୋଗଦେବା ସହ ୟୁନିଟ୍‌ର…

ପ୍ରତି ଷ୍ଟଲ୍‌ରେ ଆଦିବାସୀ ସଶକ୍ତର କାହାଣୀ

ଭୁବନେଶ୍ୱର,୧।୨(ଶର୍ମିଷ୍ଠା ପାଣିଗ୍ରାହୀ)ଏବେ ରାଜଧାନୀର ମୁଖ୍ୟ ଆକର୍ଷଣ ପାଲଟିଛି ଆଦିବାସୀ ମେଳା। ଅପରାହ୍ନଠୁ ନେଇ ରାତି ୯ଟା ଯାଏ ମେଳାରେ ଲୋକଙ୍କ ସମାଗମ ଲାଗି ରହୁଛି। ଆଦିବାସୀ ସଂସ୍କୃତି, ପରମ୍ପରା ସହ ବିଶୁଦ୍ଧ ମସଲା, ଘରକରଣା ସାମଗ୍ରୀ ଏବଂ ସାରେ ସାଂସ୍କୃତିକ ଆସରକୁ…

ଦୃଷ୍ଟିହୀନଙ୍କ ପତ୍ତା ମିଳୁନି, ପରିବାର ସଦସ୍ୟଙ୍କୁ ତାଲା

ଭୁବନେଶ୍ବର, ୧।୨ (ବନ୍ଦନା ସେଠୀ)ସେବା ବଦଳରେ ଦାଦାଗିରି କଲାଣି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ସୁରକ୍ଷା ନାଁରେ ବାଉନ୍‌ସର ଓ ଗୁଣ୍ଡାଙ୍କୁ ମଧ୍ୟ ପୋଷା ଗଲାଣି। ମଙ୍ଗଳବାର ରାତିରେ ବିଏମ୍‌ସି ମୁଖ୍ୟାଳୟ ଆଗରେ ଆମରଣ ଅନଶନରେ ବସିଥିବା ଦୃଷ୍ଟିହୀନ ବ୍ୟବସାୟୀଙ୍କୁ ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?