ବାତ୍ୟା ‘ଅକ୍ୱାନ’ ପାଇଁ ବଡ଼ ନିଷ୍ପତ୍ତି: ଗଞ୍ଜାମରେ ଆସନ୍ତାକାଲି ଗଡ଼ିବନି ବସ୍ କି ଟ୍ରକ୍
ଛତ୍ରପୁର, ୧୯।୧୧ (ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ଏବଂ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୦ ତାରିଖ (ଶୁକ୍ରବାର)…
୧୦୦ ରନ ପୂର୍ବରୁ ୫ ୱିକେଟ ପଡ଼ିଲା, ତା’ପରେ ଟିମ ଇଣ୍ଡିଆ ଉପରେ ଜୋରଦାର ପ୍ରେସର; ୬୮୦ ରନରେ ଇନିଂସ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ
ନୂଆଦିଲ୍ଲୀ,୧୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ‘ବେସିନ ରିଜର୍ଭ’ (Basin Reserve) ଠାରେ ଚାଲିଛି। ଗୁରୁବାର (ନଭେମ୍ବର ୧୯) ଆରମ୍ଭ ହୋଇଥିବା ଏହି ମ୍ୟାଚର ପ୍ରଥମ ଦିନରେ ଅତ୍ୟନ୍ତ ରୋମାଞ୍ଚକର କ୍ରିକେଟ ଦେଖିବାକୁ ମିଳିଥିଲା। ନ୍ୟୁଜିଲ୍ୟାଣ୍ଡ…
ବାତ୍ୟା ମୁକାବିଲା ପାଇଁ କୋରାପୁଟ ପ୍ରଶାସନ ପ୍ରସ୍ତୁତ: ୧୬ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଉପରେ ରହିଛି ନଜର…
କୋରାପୁଟ,୧୯ା୧୧(ଅମିତାଭ ବେହେରା ) ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’କୁ ନେଇ ସଜାଗ ହୋଇଛି କୋରାପୁଟ ଜିଲା ପ୍ରଶାସନ। ବାତ୍ୟା ମୁକାବିଲା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏ ନେଇ ଗୁରୁବାର ଜିଲାପାଳ ମନୋଜ ସତ୍ୟଓ୍ବାନ୍ ମହାଜନଙ୍କ ଅଧ୍ୟକ୍ଷତାରେ…
ବାତ୍ୟା ଅକ୍ବାନ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କଲେ ମହାକାଳପଡ଼ା ବିଧାୟକ, ଆଶ୍ରୟସ୍ଥଳୀରେ ଲୋକଙ୍କୁ ଭେଟି ଦେଲେ ସାହସ
ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ମାଡ଼ି ଆସୁଛି ବାତ୍ୟା ଅକ୍ବାନ । ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଉପକୂକ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ଏ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ…
ଭାରତକୁ ଧମକ ଦେଇଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ଆସୁଛନ୍ତି ଦିଲ୍ଲୀ, ଜାଣନ୍ତୁ ସେ କ’ଣ କହିଥିଲେ…
ଇସଲାମାବାଦ/ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ, ଯିଏ ପୂର୍ବରୁ ଭାରତ ବିରୋଧରେ ଧମକ ଦେଇଥିଲେବର୍ତ୍ତମାନ ତାଙ୍କର ଆଗାମୀ ଭାରତ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସେ ପଡ଼ୋଶୀ ଦେଶରେ ଜଳବାୟୁ ବିଭାଗର ଦାୟିତ୍ୱରେ ଥିବା ମନ୍ତ୍ରୀ ଅଟନ୍ତି। ଭାରତର ନିମନ୍ତ୍ରଣ କ୍ରମେ,…
ବାତ୍ୟା ଅକ୍ବାନ, ୯ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେଲା ପ୍ରଶାସନ
ରାଜନଗର,୧୯ା୧୧ (ଭାସ୍କର ରାଉତରାୟ ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ବ୍ଲକ ସାଗର କୂଳରେ ବସବାସ କରୁଥିବା ପେଣ୍ଠ,…
‘ସେହୱାଗ’ ହୋଇଥିବାର ମୂଲ୍ୟ ଆର୍ଯ୍ୟବୀରଙ୍କୁ ଦେବାକୁ ପଡ଼ିଛି; କାହିଁକି ଏମିତି କହିଲେ ପିତା ବୀରେନ୍ଦ୍ର ସେହଓ୍ବାଗ? ଜାଣନ୍ତୁ ଏହାର କାରଣ
ନୂଆଦିଲ୍ଲୀ,୧୯।୧୧: ବୀରେନ୍ଦ୍ର ସେହୱାଗ କ୍ରିଜରେ ଥିବାବେଳେ ନିର୍ଭୀକ ବ୍ୟାଟିଂ ପାଇଁ ଏବଂ ମାଇକ୍ରୋଫୋନ ସାମ୍ନାରେ ନିଜ ମତାମତକୁ ସ୍ପଷ୍ଟ ଓ ଖୋଲାଖୋଲି ଭାବେ ରଖିବା ପାଇଁ ଜଣାଶୁଣା; ଏହି କାରଣରୁ ହିଁ ତାଙ୍କର ମନ୍ତବ୍ୟଗୁଡ଼ିକ ପ୍ରାୟତଃ ତୁରନ୍ତ ଭାଇରାଲ ହୋଇଯାଏ। ନିକଟରେ,…
ରାଜସ୍ଥାନ ରୟାଲ୍ସରେ ଫାଟ! କାହିଁକି ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୟସ୍ବାଲ? ବଡ଼ ଚର୍ଚ୍ଚା ପରେ KKR ଆଉ…
ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ରିଟେନସନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ (RR) ଦଳରେ ଷ୍ଟାର ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି। ରିପୋର୍ଟ ଅନୁଯାୟୀ, ଯଶସ୍ୱୀ ଦଳ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ…
ଏକାଠି ହେଲେ ବିଶ୍ୱର ତିନୋଟି ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର; ଟ୍ରମ୍ପ, ସି ଜିନପିଙ୍ଗ, ପୁଟିନଙ୍କ ମଧ୍ୟରେ ଐତିହାସିକ ବୈଠକ
ବେଜିଂ,୧୯।୧୧: ବିଶ୍ୱର ତିନି ପ୍ରମୁଖ ଶକ୍ତିଯୁକ୍ତରାଷ୍ଟ୍ର ଆମେରିକା, ଚାଇନା ଏବଂ ରୁଷିଆର ରାଷ୍ଟ୍ରମୁଖ୍ୟମାନେ ପ୍ରଥମ ଥର ପାଇଁ ଏକାଠି ଆଲୋଚନା ମେଜରେ ବସିଛନ୍ତି। ନଭେମ୍ବର ୧୯ରେ ଚାଇନାର ଶେନଜେନ (Shenzhen) ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚାଇନା ରାଷ୍ଟ୍ରପତି ସି…
ବାତ୍ୟା ‘ଅକ୍ୱାନ’ ମୁକାବିଲା ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବରିଷ୍ଠ ଆଇଏଏସ ଅଧିକାରୀ
ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁରୁବାର ସକାଳଠାରୁ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ଧୀରେ ଧୀରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ…
IPL 2027 ନିଲାମରେ କେଉଁ ୧୦ ଜଣ ଖେଳାଳିଙ୍କୁ କେହି କିଣିବେ ନାହିଁ? ଏହି ଖେଳାଳିମାନେ ନିଶ୍ଚିତ ଭାବରେ ରହିବେ ଅନସୋଲ୍ଡ!
ନୂଆଦିଲ୍ଲୀ,୧୯।୧୧: IPL 2027 ପାଇଁ ଖେଳାଳିଙ୍କୁ ନିଜ ଦଳରେ ରଖିବା (retention) ପ୍ରକ୍ରିୟା ଶେଷ ହେବା ପରେ, ଏବେ ସମସ୍ତଙ୍କ ନଜର ନିଲାମ ଉପରେ ରହିଛି। IPL 2027 ର ମିନି-ନିଲାମ ଡିସେମ୍ବର ୧୬ରେ ଗୋଆ ଠାରେ ଅନୁଷ୍ଠିତ ହେବ, ଯାହା…
୭୫ ବର୍ଷ ବୟସରେ ବିଧାୟକଙ୍କ ପରଲୋକ, ରାଜ୍ୟରେ ଶୋକ
ଚେନ୍ନାଇ,୧୯ା୧୧: ତାମିଲନାଡୁର ରାଜନୀତିରୁ ଆସିଛି ଦୁଃଖଦ ଖବର । ଟିଭିକେ (TVK) ବିଧାୟକ ଭି.ଏସ୍. ବାବୁଙ୍କର ଗୁରୁବାର ପରଲୋକ ହୋଇଛି । ଚେନ୍ନାଇସ୍ଥିତ MGM ହେଲ୍ଥକେୟାର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଅପରାହ୍ନ ୨ଟା ୨୪ ମିନିଟ୍ରେ ତାଙ୍କର ମୃତ୍ୟୁ ହୋଇଥିବା…

