କିଙ୍ଗ ଚାର୍ଲସ ତୃତୀୟ କ୍ୟାନସରରେ ପୀଡ଼ିତ, ସୂଚନା ଦେଲା ବକିଙ୍ଗହମ ପ୍ୟାଲେସ
ଲଣ୍ଡନ,୬।୨: ବ୍ରିଟେନର ରାଜା ଚାଲର୍ସ ତୃତୀୟ କର୍କଟ ରୋଗରେ ପୀଡିତ ଅଛନ୍ତି। ନିକଟରେ ତାଙ୍କର କର୍କଟ ରୋଗ ହୋଇଥିବା ଜଣାପଡିଛି। ବ୍ରିଟିଶ ରାଜ ପରିବାର ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ବକିଙ୍ଗହମ ପ୍ୟାଲେସ ଏକ ବିବୃତ୍ତିରେ କହିଛି ଯେ…
ମୋଦିଙ୍କର ରହିଛି ସ୍ବପ୍ନ ଦେଖିବାର ଅଧିକାର: ବିରୋଧୀ
ନୂଆଦିଲ୍ଲୀ,୬।୨: ଲୋକ ସଭା ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ର ୪୦୦ରୁ ଅଧିକ ଆସନ ଜିତିବାକୁ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବିକୁ ସ୍ବପ୍ନ ବୋଲି କହିଛନ୍ତି। ବିରୋଧୀ ଦଳ ଦାବି କରିଛନ୍ତି ଯେ ପାର୍ଲାମେଣ୍ଟରେ ତାଙ୍କର ଅତ୍ୟଧିକ…
ବନ୍ଧୁକ ମୁନରେ ଓ୍ବେଷ୍ଟ ଇଣ୍ଡିଜ ଖେଳାଳିଙ୍କଠାରୁ ଲୁଟ
ଜୋହାନ୍ସବର୍ଗ,୬।୨: ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ଏସଏଟି୨୦ କ୍ରିକେଟ ଲିଗ ପାଇଁ କ୍ରେଜ ଶିଖରରେ ଅଛି। ଏହି ଲିଗରେ ପ୍ରଶଂସକମାନେ ପ୍ରତିଦିନ ଅଧିକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ଯାଉଛନ୍ତି। ତେବେ ଏହି ଲିଗର ଉତ୍ସାହ ମଧ୍ୟରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଘଟିଛି ଯାହା…
‘ଏଥର ୪୦୦ ଅତିକ୍ରମ କରିବ’, ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଯେ, ଆସନ୍ତା ଲୋକ ସଭା ନିର୍ବାଚନରେ ଭାଜପା ୩୭୦ଟି ଆସନ ଏବଂ ଏନଡିଏ ୪୦୦ରୁ ଅଧିକ ଆସନ ମିଳିବ। କଂଗ୍ରେସ ଉପରେ କଟାକ୍ଷ କରି ସେ କହିଛନ୍ତି, ବିରୋଧୀ ଦଳ…
ଇଂଲଣ୍ଡର ଅନେକ ଖେଳାଳି ଅସୁସ୍ଥ, ତୃତୀୟ ଟେଷ୍ଟ ପୂର୍ବରୁ ଭାରତରୁ ପଳାଇବେ ପୂରା ଟିମ୍, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ
ନୂଆଦିଲ୍ଲୀ,୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ମାତ୍ର ଚାରି ଦିନରେ ଶେଷ ହୋଇଯାଇଛି। ଟିମ ଇଣ୍ଡିଆ ଏହି ଟେଷ୍ଟ ମ୍ୟାଚରେ ୧୦୬ ରନରେ ଜିତି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍ ୧-୧ରେ ବରାବର ରହିଛି। ଦ୍ୱିତୀୟ ଟେଷ୍ଟରେ…
ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘୋଷଣା: ବସ୍ରେ ମାଗଣାରେ ଯାତ୍ରା କରିବେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ
ନୂଆଦିଲ୍ଲୀ,୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଦିଲ୍ଲୀ ବସ୍ରେ ଯାତ୍ରା ମାଗଣା ହେବ। ଖୁବ୍ଶୀଘ୍ର ଏହାକୁ କ୍ୟାବିନେଟ ପାରିତ କରି କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ନିଷ୍ପତ୍ତି କିନ୍ନର…
୪୫ ବର୍ଷର ରେକର୍ଡ ଭାଙ୍ଗିଲେ ଅଶ୍ୱିନ
ବିଶାଖାପାଟନମ୍,୫।୨:ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଜିତିଛି। ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୧୦୬ ରନରେ ଜିତିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ସିରିଜକୁ ୧-୧କୁ ଆଣିଛି। ହାଇଦ୍ରାବାଦରେ ଖେଳାଯାଇଥିବା ପ୍ରଥମ ମ୍ୟାଚ ଇଂଲଣ୍ଡ ଜିତିଥିଲା।…
ଆମ୍ବେଡକରଙ୍କ ନାମରେ ନାମିତ ହେବ ବରମୁଣ୍ଡା ବସ୍ଷ୍ଟାଣ୍ଡ
ଭୁବନେଶ୍ୱର,୫ା୨(ଅସମାପିକା ସାହୁ): ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ରାମଜୀ ଆମ୍ବେଡକରଙ୍କ ନାମରେ ନାମିତ ହେବ ନବନିର୍ମିତ ବରମୁଣ୍ଡା ବସ୍ଷ୍ଟାଣ୍ଡ। ଏନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଡକ୍ଟର ଆମ୍ବେଡକର ଜଣେ ଦୂରଦର୍ଶୀ ନେତା ତଥା ସମର୍ପିତ…
ଆସନ୍ତା ଲୋକ ସଭାରେ ଦର୍ଶକ ଗ୍ୟାଲେରିରେ ନଜର ଆସିବେ ବିରୋଧୀ
ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାରେ କହିଛନ୍ତି, ଗଣତନ୍ତ୍ରର ସମ୍ମାନ ବୃଦ୍ଧି ପାଇଛି ଏବଂ ନୂତନ ପାର୍ଲାମେଣ୍ଟରେ ନୂତନ ପରମ୍ପରା ଆରମ୍ଭ ହୋଇଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ପାର୍ଲାମେଣ୍ଟର ଏହି…
ପେଟିଏମ ଓ୍ବାଲେଟ ଉପରେ ଅମ୍ବାନୀଙ୍କ ନଜର! କିଣିପାରନ୍ତି କମ୍ପାନୀ
ନୂଆଦିଲ୍ଲୀ,୫।୨:ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ ବ୍ୟାଙ୍କ ଉପରେ ପ୍ରତିବତିନ୍ଧକ ଲଗାଯିବା ପରେ କମ୍ପାନିର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ଉପରେ ସଙ୍କଟ ବଢିବାରେ ଲାଗିଛି । ୩ୟ କାରବାର ଦିନରେ କମ୍ପାନିର ଶେୟାର ଲଗାତାର କମିବାରେ ଲାଗିଛି। ଏବେ ପେଟିଏଟିମ…
ଜିଲା ଜେଲରେ ୬୩ କଏଦୀ ଏଚଆଇଭି ପଜିଟିଭ: ଅଧିକାରୀଙ୍କ ବଢ଼ିଲା ଚିନ୍ତା…
ଲକ୍ଷ୍ନୌ,୫।୨ : ଡିସେମ୍ବର ୨୦୨୩ ରେ ହୋଇଥିବା ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଲକ୍ଷ୍ନୌ ଜିଲା ଜେଲରେ ଅତି କମରେ ୩୬ ଜଣ କଏଦୀଙ୍କୁ ଏଚଆଇଭି ହୋଇଥିବା ଜେଲ ପ୍ରଶାସନ କହିଥିଲେ। ଜେଲରେ ଥିବା ଏଚଆଇଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା ବର୍ତ୍ତମାନ ୬୩…
ଏବେ ପରଦା ଉପରେ ରୋମାନ୍ସ କରିବାକୁ ଚାହାନ୍ତି ନାହିଁ ମିଷ୍ଟର ପରଫେକ୍ଟନିଷ୍ଟ, କହିଲେ ଅସଲ କାରଣ…
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଅମୀର ଖାନ୍ ତାଙ୍କ ଏକ୍ସ ଓ୍ବାଇଫ୍ କିରଣ ରାଓଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ ଅନେକ କଥା ଶେୟାର କରିଥିଲେ। ଅମୀର କହିଥିଲେ,…

