Home

ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର,୧୬।୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ। ବିଜୁ ଜନତା ଦଳ(ବିଜେଡି)ରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ…

ଟିମ୍‌ ବସ୍‌ରେ ମଦ ପିଉଥିଲେ କୋଚ୍‌, ଭିଡିଓ ସାମ୍ନାକୁ ଆସିବା ପରେ ହେଲେ ନିଲମ୍ବିତ

ହାଇଦ୍ରାବାଦ,୧୬।୨: ଯଦି ଖେଳାଳୀଙ୍କୁ ଖେଳ ସହିତ ଅନୁଶାସନ ଶିକ୍ଷା ଦେଉଥିବା ପ୍ରଶିକ୍ଷକ ନିୟମ ଏବଂ ସୀମା ଅତିକ୍ରମ କରନ୍ତି, ତେବେ ଏହା କୌଣସି ଖେଳ, ଖେଳାଳି କିମ୍ବା ଦଳ ପାଇଁ ଶୁଭଙ୍କର ନୁହେଁ । ହାଇଦ୍ରାବାଦରୁ ଏପରି ଏକ ମାମଲା ଆସିଛି…

ଆତଙ୍କବାଦୀଙ୍କୁ ଏକ୍ସରେ ପ୍ରିମିୟମ ସର୍ଭିସ ଦେଇଛନ୍ତି ଏଲନ ମସ୍କ, ରିପୋର୍ଟରେ ଖୁଲାସା

ଓ୍ବାଶିଂଟନ୍‌,୧୬।୨: ଦୁନିଆର ଲୋକପ୍ରିୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ବିଟରକୁ ଟେସଲା କମ୍ପାନୀର ମାଲିକ ଏଲନ ମସ୍କ କିଣିଛନ୍ତି। କମ୍ପାନୀ କିଣିବା ପରେ ମସ୍କ ଏହାକୁ ଟ୍ବିଟରରୁ ନାମ ପରିବର୍ତ୍ତନ କରି ଏକ୍ସ କରିଛନ୍ତି। ଗତବର୍ଷ ଏଲନ ମସ୍କ ଟ୍ବିଟରକୁ କିଣିବା ପରେ ଏକ…

Paytm: ପେଟିଏମ୍‌ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏବେ ମାର୍ଚ୍ଚ ୧୫ ଯାଏ କରିପାରିବେ ନେଣଦେଣ, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କରେ ଡିପୋଜିଟ୍‌ ଏବଂ ଅନ୍ୟ ନେଣଦେଣର ସମୟସୀମାକୁ ମାର୍ଚ୍ଚ ୧୫ ଯାଏ ବୃଦ୍ଧି କରିଛି। ଶୁକ୍ରବାର ଆର୍‌ବିଆଇ ପକ୍ଷରୁ ଏନେଇ ଏକ ସର୍କୁଲାର ଜାରି କରାଯାଇଛି। ପୂର୍ବରୁ ଜାନୁଆରୀ ୩୧ ରେ…

ଭାରତ ବନ୍ଦ ଆମ ଅଧିକାର ନା ଏହା ଅପରାଧ? କ’ଣ ଯେକେହି କରିପାରିବେ ଘୋଷଣା, ଜାଣନ୍ତୁ କ’ଣ କୁହେ ସମ୍ବିଧାନ…

ନୂଆଦିଲ୍ଲୀ,୧୬।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସ୍‌କେଏମ୍‌) ଏବଂ ଅନ୍ୟ ସଂଗଠନଗୁଡ଼ିକ ପକ୍ଷରୁ ଶୁକ୍ରବାର ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା। ସକାଳ ୬ରୁ ଅପରାହ୍ନ ୪ ଯାଏ କୃଷକ-ଶ୍ରମିକମାନେ କାମ ବନ୍ଦ କରିବାକୁ ଅପିଲ କରାଯାଇଥିଲେ ହେଁ ଏହାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ।…

ପୁଟିନଙ୍କ ଆଉ ଏକ ବିରୋଧୀ ନେତା ଆଲେକ୍ସି ନଭଲନିଙ୍କର ଜେଲରେ ମୃତ୍ୟୁ

ମସ୍କୋ,୧୬।୨: ଜେଲରେ ଥିବା ରୁଷିଆର ବିରୋଧୀଦଳର ନେତା ଆଲେକ୍ସି ନଭଲନିଙ୍କ ଦେହାନ୍ତ ହୋଇଛି। ୟାମାଲୋ-ନେନେଟସ ଅଞ୍ଚଳର କାରାଗାର ସେବା ଶୁକ୍ରବାର ଏହି ସୂଚନା ଦେଇଛି। ଏହି ଜେଲରେ ଆଲେକ୍ସି ନଭଲନି ତାଙ୍କ ଦଣ୍ଡ ଭୋଗୁଥିଲେ। ୟାମାଲୋ-ନେନେଟସ ସ୍ବୟଂଶାସିତ ଜିଲାର ଫେଡେରାଲ ପ୍ରାୟଦ୍ୱିପୀୟ…

‘ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ସମସ୍ତ ଯୋଗ୍ୟତା ରହିଛି’

ପାଟନା,୧୬।୨: ଭାରତର ପ୍ରଧାନମନ୍ତ୍ରୀ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନିକଟରେ ସମସ୍ତ ଯୋଗ୍ୟତା ରହିଛି। ଏପରି କହିଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଶୁକ୍ରବାର ବିହାରରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଛି। ଏହି ଅବସରରେ…

ଦୁନିଆରେ ପ୍ରଥମ, AI ପାର୍ଟନରଙ୍କୁ ବିବାହ କରିବେ ମହିଳା, ଜାଣନ୍ତୁ ଏହି ‘ହାଇବ୍ରିଡ କପୁଲ’ଙ୍କ ବିଷୟରେ…

ମାଦ୍ରିଦ,୧୬।୨: ବିବାହ ପାଇଁ ଜଣେ ପୁରୁଷ ଓ ଜଣେ ମହିଳା ଲୋଡା ପଡିଥାଏ। ହେଲେ କେବେ ଏଆଇକୁ ବିବାହ କରିବା ଶୁଣିଛନ୍ତି କି? ସେ ବି ଏକ ଛବି ଅର୍ଥାତ୍‌ ହୋଲଗ୍ରାମକୁ। ଦୁନିଆରେ ପ୍ରଥମ ଥର ଏପରି ଏକ ଘଟଣା ହେବାକୁ…

ପରଲୋକରେ ‘ଉଡାନ’ ଫେମ୍‌ ଅଭିନେତ୍ରୀ

ବମ୍ବେ: ଆଉ ନାହାନ୍ତି ଟେଲି ପରଦାର ଲୋକପ୍ରିୟ ଧାରାବାହିକ ’ଉଡାନ’ ଫେମ୍‌ ଅଭିନେତ୍ରୀ କବିତା ଚୌଧୁରୀ। ହୃଦଘାତରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଅଭିନେତ୍ରୀଙ୍କ ଭଣଜା ଅଜୟ ସୟାଲ ଏନେଇ ସୂଚନା ଦେଇଛନ୍ତି।…

କାର୍‌ ଚଳାଉଥିବା ସମୟରେ ମୁଣ୍ଡ କୁଣ୍ଡାଇବାରୁ କଟିଲା ଚାଲାଣ, ୩୩ହଜାର ଟଙ୍କାର ଜରିମାନା

କାର୍‌, ବାଇକ୍‌ କିମ୍ବା ସ୍କୁଟି ଚଲାଇବା ସମୟରେ ଲୋକେ ସଡକ ନିୟମର ବିଶେଷ ଧ୍ୟାନ ରଖିଥାନ୍ତି। ଯେପରିକି ରେଡ ଲାଇଟ୍‌ ସମୟରେ ଟ୍ରାଫିକରେ ଗାଡି ଅଟକାଇବା, ସ୍ପିଡକୁ ଲିମିଟରେ ରଖିବା, କାର୍‌ ଚଲାଇବାବେଳେ ସିଟ୍‌ ବେଲ୍ଟ ବିନ୍ଧିବା ସହ ଦୁଇଚକିଆ ଯାନ…

ରାଜକୋଟ ଟେଷ୍ଟରେ ଇତିହାସ ରଚିଦେଲେ ଅଶ୍ୱିନ

ରାଜକୋଟ,୧୬।୨: ଇତିହାସ ରଚିଛନ୍ତି ଭାରତର ଭେଟେରାନ୍‌ ସ୍ପିନର ରବଚିନ୍ଦ୍ରନ ଅଶ୍ୱିନ। ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ସେ ୫୦୦ ଉଇକେଟ ପୂରଣ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ୍‌ କ୍ରାଉଲୀଙ୍କୁ ଆଉଟ କରିବା ପରେ…

ଏଣିକି ଟୋଲ୍‌ଗେଟ୍‌ରେ ଚାଲିବନି ଆପଣଙ୍କ ପେଟିଏମ୍‌, ଏହି ୩୨ଟି ଅଥୋରାଇଜ ବ୍ୟାଙ୍କର ଚାଲିବ ଫାସଟାଗ

ନୂଆଦିଲ୍ଲୀ,୧୬।୨: ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?