Home

ବ୍ଲୁ ଆଧାର କାର୍ଡ କ’ଣ, କାହିଁକି ଏହା ଜରୁରୀ

ନୂଆଦିଲ୍ଲୀ: ଭାରତର ସମସ୍ତ ଲୋକଙ୍କ ପାଇଁ କିଛି ଡକ୍ୟୁମେଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଥିରେ ଆଧାର କାର୍ଡ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଦେଶର ୯୦ ପ୍ରତିଶତ ଜନସଂଖ୍ୟାଙ୍କର ଆଧାର କାର୍ଡ ଅଛି। ଏହାର ଅର୍ଥ, ଯଦି ଆମେ କଥା ହେବା, ପ୍ରାୟ…

ମାର୍କସିଟରେ ନାଁ ଭୁଲ ଥିଲେ ଏମିତି କରିପାରିବେ ଠିକ

ନୂଆଦିଲ୍ଲୀ,୧୭।୩: ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ମାର୍କସିଟ ସଭିଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲେଜରେ ଆଡମିଶନ ନେବା ପାଇଁ ଏହି ମାର୍କସିଟ ଗୁଡିକ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ…

କୃଷକ ଆନ୍ଦୋଳନ ମଧ୍ୟରେ ଚାଲିଗଲା ପୋଲିସକର୍ମୀଙ୍କ ଜୀବନ, ଗୋଟିଏ ଦିନ ପୂର୍ବରୁ ଜଣେ ଚାଷୀଙ୍କର ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ହରିୟାଣା ପୋଲିସର ସବ-ଇନ୍ସପେକ୍ଟର ହିରାଲାଲ ବୋଲି ଜଣାପଡିଛି। ନ୍ୟୁଜ ଏଜେନ୍ସି ଏନଆଇ କହିଛି ଯେ ହିରାଲାଲଙ୍କୁ…

ଆଜିଠୁ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ: ଭିନ୍ନକ୍ଷମଙ୍କୁ ମିଳିବ ଅଧିକ ଘଣ୍ଟାଏ ସମୟ

ଭୁବନେଶ୍ୱର,୧୭।୨: ଆଜିଠୁ ଆରମ୍ଭ ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା । ଚଳିତ ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ , ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି। ସେହିଭଳି ଧନ୍ଦାମୂଳକରେ ୫…

ତୃତୀୟ ଟେଷ୍ଟରୁ ହଠାତ୍‌ ବାହାରିଗଲେ ରବିଚନ୍ଦ୍ରନ ଅଶ୍ୱିନ

ରାଜକୋଟ,୧୭।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରୁ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦ ଦିଆଯାଇଛି। ବ୍ୟକ୍ତିଗତ କାରଣରୁ ସେ ରାଜକୋଟରେ ଚାଲିଥିବା ପ୍ରତିଯୋଗିତାରୁ ନିଜ ନାମ ପ୍ରତ୍ୟାହାର କରି ନେଇଛନ୍ତି। ସେ ଆଉ ଏହି…

ଆପ୍ଟି ପ୍ଲସ୍‌ର ଓଏଏସ୍‌ ଫାଉଣ୍ଡେଶନ କୋର୍ସ

ଭୁବନେଶ୍ୱର,୧୭।୨ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କୋଚିଂ ସେଣ୍ଟର ଆପ୍ଟି ପ୍ଲସ୍‌ ଏକାଡେମୀର ବହୁ ପ୍ରତୀକ୍ଷିତ ‘ଓଏଏସ୍‌ ଫାଉଣ୍ଡେଶନ କୋର୍ସ’ ପାଠ୍ୟକ୍ରମ (କାର୍ଯ୍ୟକ୍ରମ) ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ବର୍ଷ ମାର୍ଚ୍ଚରୁ ଫାଉଣ୍ଡେଶନ କୋର୍ସର ପ୍ରଥମ…

ଏସ୍‌ବିଆଇର ନୂତନ ଅଭିଯାନ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ( ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ଏସ୍‌ବିଆଇ)ର ନୂତନ ଅଭିଯାନ ‘ସେଲ୍‌ଫ-ସବ୍‌ସ୍କ୍ରିପ୍‌ସନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗ୍ରାହକମାନଙ୍କୁ ଡିଜିଟାଲ କାର୍ଯ୍ୟକ୍ରମ ମାଧ୍ୟମରେ ପିଏମ୍‌ଜେଜେବିୱାଇ ଓ ପିଏମ୍‌ଏସ୍‌ବିୱାଇ ଯୋଜନାରେ ସାମିଲ କରିବା ଲାଗି…

ଏଲ୍‌ଆଇସିର ନୂତନ ଯୋଜନା ଉନ୍ମୋଚିତ

ନୂଆଦିଲ୍ଲୀ,୧୭।୨: ଭାରତୀୟ ଜୀବନ ବୀମା ନିଗମ (ଲାଇଫ ଇନ୍‌ସ୍ୟୁରାନ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ବା ଏଲ୍‌ଆଇସି)ର ନୂତନ ଯୋଜନା ‘ଅମ୍ରିତ୍‌ବଳ’(ପ୍ଲାନ୍‌ ୮୭୪)ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସିର ମୁମ୍ବାଇ କାର୍ଯ୍ୟାଳୟଠାରେ ଏକ ସ୍ବତନ୍ତ୍ର ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜନ…

୮୪,୫୬୦ କୋଟିର ପ୍ରତିରକ୍ଷା କ୍ରୟକୁ ମଞ୍ଜୁରୀ

ନୂଆଦିଲ୍ଲୀ,୧୭।୨(ପି.ଟି.) : ସଶସ୍ତ୍ର ବଳର ଆକ୍ରମଣ କ୍ଷମତା ବଢ଼ାଇବା ପାଇଁ ମଲ୍ଟିମିଶନ ବିମାନ ସମେତ ୮୪,୫୬୦ କୋଟି ଟଙ୍କାର ସାମରିକ ସରଞ୍ଜାମ କ୍ରୟ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା…

ବିରୋଧୀଙ୍କୁ ସନ୍ଦେଶଖାଲି ମନା

କୋଲକାତା/ନୂଆଦିଲ୍ଲୀ,୧୭।୨(ପି.ଟି.): ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲାର ସନ୍ଦେଶଖାଲି ବ୍ଲକ୍‌ ଅଞ୍ଚଳରେ ମହିଳାମାନଙ୍କୁ ଯୌନ ନିର୍ଯାତନା ଓ ସେମାନଙ୍କ ଜମିକୁ ବଳପୂର୍ବକ ଦଖଲ ଘଟଣାକୁ ନେଇ ଶାସକ ଓ ବିରୋଧୀ ଦଳ ପରସ୍ପରକୁ ଦୋଷାରୋପ କରୁଥିବାବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଶୁକ୍ରବାର…

ଇନ୍‌ସାଟ-୩ଡିଏସ୍‌ ସାଟେଲାଇଟ୍‌ ଲଞ୍ଚ୍‌ ଆଜି

ଚେନ୍ନାଇ,୧୭।୨: ଇନ୍‌ସାଟ୍‌-୩ଡିଏସ୍‌ ପାଣିପାଗ ସାଟେଲାଇଟ୍‌ ଶନିବାର ଲଞ୍ଚ୍‌ ହେବାକୁ ଥିବାବେଳେ ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଜିଏସ୍‌ଏଲ୍‌ଭି-ଏଫ୍‌୧୪ ରକେଟ୍‌ର ଏହା ୧୬ତମ ମିଶନ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଶନିବାର ଅପରାହ୍ନ ୫ଟା ୩୫ ମିନିଟ୍‌ରେ ଉତ୍‌କ୍ଷେପଣ କରାଯିବ…

ତୀବ୍ର ହେବ ଚାଷୀ ଆନ୍ଦୋଳନ

ଅମୃତସର/ହିସାର/ମୁଜାଫରନଗର,୧୭।୨(ପି.ଟି.): ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌)ର ଭାରତ ବନ୍ଦ ଡାକରା ଯୋଗୁ ଶୁକ୍ରବାର ପଞ୍ଜାବରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା। ଫଳରେ ବସ୍‌ଯାତ୍ରୀମାନେ ବିଭିନ୍ନ ଷ୍ଟାଣ୍ଡରେ ଅଟକି ରହି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫସଲର ସର୍ବନିମ୍ନ ସହାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?