Home

ବିଧାୟକ ପ୍ରତାପ ଜେନାଙ୍କ କ୍ରିମିନାଲ ରିଭିଜନ୍‌ ପିଟିସନ୍‌ ମାମଲା: ଆବେଦନ ଶୁଣାଣିରୁ ଓହରିଲେ ବିଚାରପତି

କଟକ,୧୬ା୨ (କାର୍ତ୍ତିକ ସାହୁ): ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ପ୍ରତାପ ଜେନାଙ୍କ ପକ୍ଷରୁ ରୁଜୁ ରିଭିଜନ ପିଟିସନ ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ ଏଥିରୁ ଓହରି ଯାଇଥିବାରୁ ମୁଖ୍ୟ ବିଚାରପତିଙ୍କ…

କିଏ ଏହି ଇଣ୍ଡୋନେସିଆ ଅଭିନେତ୍ରୀ, ଯାହାଙ୍କୁ ରାଜାମୌଲି ମହେଶଙ୍କ ବିପକ୍ଷରେ ହିରୋଇନ୍‌ କରିବା ଲାଗି ବଳାଇଛନ୍ତି ମନ…

ବମ୍ବେ: ଆର୍‌ଆର୍‌ଆର୍‌ ସଫଳତା ପରେ ରାଜାମୌଲି ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତିି। ଏଥିରେ ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନାୟକ ସାଜିିବେ। ଫିଲ୍ମର ବଜେଟ ୧୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାର ପରୀକ୍ଷାମୂଳକ ଟାଇଟଲ୍‌ ହେଉଛି…

ଭୂତ ଡରରେ ହୋଟେଲ ଛାଡିବାକୁ ବାଧ୍ୟ ହୋଇଥିଲେ ଟିମ୍‌ ଇଣ୍ଡିଆର ଏହି ଖେଳାଳୀ, ବଖାଣିଲେ ଭୟାନକ ଅନୁଭବ

ନୂଆଦିଲ୍ଲୀ,୧୬।୨: ଭୂତଙ୍କ ଅସ୍ତିତ୍ୱକୁ ନେଇ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। ଏହି ଦ୍ୱନ୍ଦ ଭିତରେ କେତେ ଲୋକ ଏହାକୁ ମୂର୍ଖାମୀ ଲୋକେ ବିଶ୍ବାସ କରନ୍ତି। କିନ୍ତୁ ଏପରି ଏକ ସତ ଘଟଣା ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ପଢ଼ି ଆପଣଙ୍କ…

ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସିଙ୍କ ପରଲୋକ

ନୂଆଦିଲ୍ଲୀ,୧୬।୨: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରାପ୍ତ ଶେଫ୍‌ ଇମ୍‌ତିଆଜ୍‌ କ୍ୟୁରେସି। ଶୁକ୍ରବାର ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ ଆଇଟିସି ହୋଟେଲର ଖ୍ୟାତନାମା ମାଷ୍ଟରଶେଫ୍‌ ଥିଲେ। ତେବେ ତାଙ୍କ ନିଧନ ଖବର ଆସିବା ପରେ ଅନେକ ସେଲିବ୍ରିଟି ଶେଫ୍‌…

ଅଶ୍ୱିନ କହିଲେ ‘ମୁଁ ଦାୟୀ’

ରାଜକୋଟ୍‌, ୧୬ା୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତକୁ ୫ ରନ ପେନାଲ୍ଟି ହୋଇଥିଲା। ଏଭଳି ଘଟଣାକୁ ନେଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଆଇସିସିର ନିୟମାନୁଯାୟୀ ପିଚ୍‌ର ମଧ୍ୟଭାଗରେ ଦୌଡ଼ିଥିବାକୁ ନେଇ ବିବାଦ…

‘କ୍ଲାସମେଟ୍‌ଙ୍କୁ କିପରି ହତ୍ୟା କରିବେ’! ଛାତ୍ରଙ୍କୁ ରଚନା ଲେଖିବାକୁ ଦେଇ ବିବାଦରେ ଶିକ୍ଷକ

ଓ୍ବାଶିଂଟନ୍‌,୧୬।୨: ପିଲାବେଳେ ସ୍କୁଲରେ ରଚନା ଲେଖିବାକୁ ଦିଆଯାଇଥାଏ। ପିଲାମାନେ ସେ ବିଷୟ ଉପରେ ସୁନ୍ଦର ସୁନ୍ଦର ବର୍ଣ୍ଣନା କରି ସ୍କୁଲ ଶିକ୍ଷକଙ୍କୁ ଦେଇଥାନ୍ତି। ହେଲେ କେବେ କ୍ଲାସମେଟ୍‌କୁ କିପରି ମାରିବା ଏସମ୍ପର୍କରେ ରଚନା ଲେଖିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ନା। ଯୁକ୍ତରାଷ୍ଟ୍ରର ଜଣେ…

ସଂଖ୍ୟା ଗରିଷ୍ଠତା ଥାଇ ବି ଆସ୍ଥା ଭୋଟ୍‌ ଲୋଡ଼ିଲେ କେଜ୍‌ରିଓ୍ବାଲ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୬।: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବିଧାନସଭାରେ ତାଙ୍କ ସରକାରର ଶକ୍ତି ପ୍ରଦର୍ଶନ ପାଇଁ ଶୁକ୍ରବାର ଆସ୍ଥାଭୋଟ ଲୋଡ଼ିଛନ୍ତି। ଶନିବାର ଏହା ଉପରେ ଆଲୋଚନା ହେବ। ତେବେ ବିରୋଧୀ ଦଳ ପକ୍ଷରୁ କୌଣସି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥାଏ। ଏମିତିରେ…

ଫ୍ରିରେ ଟେଷ୍ଟି ଖାଦ୍ୟ ଖାଇବା ପାଇଁ ଡେଟ୍‌ରେ ଯାଇଥା’ନ୍ତି ଯୁବତୀ: ରିସର୍ଚ୍ଚ

ନୂଆଦିଲ୍ଲୀ,୧୬।୨: ଯେତେବେଳେ ବାହାଘର କଥା ପଡେ ଉଭୟ ଯୁବକ ଯୁବତୀ ପରସ୍ପରକୁ ଭଲଭାବେ ଜାଣିବା ପରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରି ବିବାହ କରିଥାନ୍ତି । ଏଥିପାଇଁ ଏବେ ସବୁଠାରୁ ଭଲ ଉପାୟ ହେଲା ଡେଟ । ଡେଟରେ ଯୁବକଯୁବତୀ ପରସ୍ପରକୁ…

ଭାରତୀୟ ବୋଲର୍‌ଙ୍କ ବଲ୍‌ ମାଡ଼ ଖାଉଥିବା ବେଳେ ହସୁଥିଲେ ରୋହିତ ଶର୍ମା, ରାଜକୋଟ ଟେଷ୍ଟରେ ଅଜବ ଦୃଶ୍ୟ

ରାଜକୋଟ,୧୬।୨: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରି ୪୪୫ ରନ ସ୍କୋର କରିଥିଲା। କ୍ୟାପଟେନ ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଚମତ୍କାର ଶତକ ହାସଲ କରିଥିଲେ। କିନ୍ତୁ ଏହା ପରେ…

ଆଜି ୬ ଜିଲାକୁ ‘ଲକ୍ଷ୍ମୀ’ ବସ୍‌ ସେବା ଆରମ୍ଭ, ଉପକୃତ ହେବେ ଖୋର୍ଦ୍ଧା-ପୁରୀ-କେନ୍ଦ୍ରାପଡ଼ା-ଭଦ୍ରକ-ଯାଜପୁର-ନୟାଗଡ଼ବାସୀ

ଭୁବନେଶ୍ୱର,୧୬।୨(ଅସମାପିକା ସାହୁ): ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲାରେ ଗଡ଼ିବ ‘ଲକ୍ଷ୍ମୀ ବସ୍‌’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏସବୁ ଜିଲାରେ ଲକ୍ଷ୍ମୀ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଗାଁ ଲୋକମାନେ…

ବାରମ୍ବାର ଟଏଲେଟ ଯିବାରୁ ବିମାନରୁ ମହିଳାଙ୍କୁ ଧକ୍କାଦେଇ ବାହାର କଲେ କ୍ରୁ ମେମ୍ବର

ମେକ୍ସିକୋ ସିଟି,୧୬।୨: ବିମାନରେ ବାରମ୍ବାର ଟଲଲେଟ ଯିବାରୁ ଜଣେ ମହିଳାଙ୍କୁ ବିମାନରୁ ବାହାର କରାଯାଇଛି। ଏନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ବିମାନରେ କ୍ରୁ ମେମ୍ବରମାନେ ତାଙ୍କୁ ଅସଦାଚରଣ କରିଛନ୍ତି। ଏଥିସହ ତାଙ୍କୁ ବିମାନରୁ ଧକ୍କା ଦେଇ ବାହାର କରିଦେଇଛନ୍ତି।…

ବିଜେଡିରେ ମିଶିଲେ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର,୧୬।୨: ସମସ୍ତ କଳ୍ପନାଜଳ୍ପନାର ଅନ୍ତ। ବିଜୁ ଜନତା ଦଳ(ବିଜେଡି)ରେ ମିଶିଲେ ରାଜନଗରର ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଶୁକ୍ରବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?