ଦୀପିକାଙ୍କୁ ଭେଟିବା ପାଇଁ ଆପଏଣ୍ଟମେଣ୍ଟ ନେଉଛନ୍ତି ରଣବୀର, ସୋସିଆଲ ମିଡିଆରେ ଭାଇରାଲ…
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଦମ୍ପତିମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ପ୍ରାୟତଃ କୌଣସି କାରଣରୁ ସବୁବେଳେ ଖବରରେ ରହିଥାନ୍ତି। ସମ୍ପ୍ରତି ଏହି ଦମ୍ପତି କଫି ବିଦ୍କରଣଙ୍କ ସହ ଅଷ୍ଟମ ସିଜିନର ଏପିସୋଡରେ ନଜର ଆସିଥିଲେ, ଯେଉଁଥିରେ ଦୁହେଁ…
୫ଟି, ନବୀନ ଓଡିଶାର ଅଧ୍ୟକ୍ଷଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ
ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ସାକ୍ଷାତ କଲେ ଜିଲାର ୩ ବିଧାୟକ। କନ୍ଧମାଳ ଜିଲାର ୩ ବିଧାୟକ ତଥା ଜି. ଉଦୟଗିରି ବିଧାୟକ ଓ ବିଜେଡିର ନବନିଯୁକ୍ତ ଜିଲା ସଭାପତି ସାଲୁଗା…
ବୁଲା କୁକୁର କାମୁଡିଲେ ଦାନ୍ତ ପିଛା ସରକାର ଦେବେ କ୍ଷତିପୂରଣ ୧୦ ହଜାର: ହାଇକୋର୍ଟ…
ଚଣ୍ଡିଗଡ଼,୧୪।୧୧ : ବୁଲା କୁକୁର କାମୁଡା ଘଟଣାରେ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ରାଜ୍ୟକୁ ଦାୟୀ କରି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୁକୁର କାମୁଡ଼ିବା ମାମଲାରେ ଦାନ୍ତ ପିଛା ସର୍ବନିମ୍ନ ୧୦,୦୦୦ ଟଙ୍କା ଦେବେ।…
ଗଞ୍ଜାମ ଆରଟିଓ ଅଫିସରୁ ୪ଦଲାଲ ଗିରଫ
ଛତ୍ରପୁର,୧୪।୧୧(ଦିଲ୍ଲୀପ ସାମଲ/ସନ୍ତୋଷ ପାଢୀ): ଗଞ୍ଜାମ ଆରଟିଓ ଅଫିସରୁ ୪ ଦଲାଲଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଛତ୍ରପୁର ଥାନା ଅନ୍ତର୍ଗତ ପାଲିଆ ଛତ୍ରପୁର ଗାଁର ଜଗନ୍ନାଥ ସାହୁ, କୁମାରବେଗପଲ୍ଲୀ ଗାଁର ରବିନ୍ଦ୍ର କୁମାର ଗୌଡ, ବ୍ରହ୍ମପୁରର ପି. ଚନ୍ଦ୍ର…
ସ୍ବାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା
ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୧୪।୧୧: ସ୍ବାମୀଙ୍କ ଦୁର୍ଘଟଣାରେ ମତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ଥାନା ଅନ୍ତର୍ଗତ ବାଙ୍କୋଇ ନିକଟ ବେଣାଗାଡ଼ିଆରେ। ମୃତକ ଜଣକ ହେଲେ ଅନିନ୍ଦିତା ସୁବୁଦ୍ଧି। ପୋଲିସ ମୃତଦେହ ଜବତ କରି ଖୋର୍ଦ୍ଧା ମେଡିକାଲରେ…
ସାବଧାନ ! ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ଜେଲ, ସଂସଦୀୟ କମିଟିର ପ୍ରସ୍ତାବ…
ନୂଆଦିଲ୍ଲୀ,୧୪।୧୧ : ସଂସଦୀୟ କମିଟି ପରାମର୍ଶ ଦେଇଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ ଦିଆଯାଉ। ଏହା ସହିତ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି। ଭାଜପା ଏମପି ବ୍ରିଜଲାଲଙ୍କ…
କୁମାରସ୍ବାମୀ କରିଛନ୍ତି ବିଦ୍ୟୁତ ଚୋରି: କଂଗ୍ରେସର ଅଭିଯୋଗ, ଭିଡିଓ ଭାଇରାଲ…
ବେଙ୍ଗାଲୁରୁ,୧୪।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ହୋଇଛି। କଂଗ୍ରେସ ଅଭିଯୋଗ କରିଛି ଦିୱାଲୀ ସମୟରେ ତାଙ୍କ ଜେପି ନଗର ବାସଭବନକୁ ସାଜସଜ୍ଜା ଆଲୋକରେ ସଜାଯାଇଥିଲା ଯେଉଁଥି ପାଇଁ ବିଦ୍ୟୁତ ଚୋରି ହୋଇଥିଲା। ସୋସିଆଲ ମିଡିଆରେ…
ଏନଆରଆଇ ବିବାହରେ ଥିବା ତ୍ରୁଟି ଯାଞ୍ଚ୍ କରିବାକୁ ବିଦେଶ ମନ୍ତ୍ରଣାଳୟର ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୪।୧୧ : ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଇନ ଆୟୋଗଙ୍କୁ କହିଛନ୍ତି ଏନଆରଆଇଙ୍କ ବିବାହ ପ୍ରସଙ୍ଗ ଯାଞ୍ଚ କରିବା ଏବଂ ଅନ୍ତର୍ଜାତୀୟ ଆଇନ ତଥା ବେସରକାରୀ ଆଇନ ଉପରେ ଏହାର ଢାଞ୍ଚାକୁ ମଜବୁତ କରିବା ଜରୁରୀ। ସୂଚନାନୁସାରେ, ସମ୍ପ୍ରତି ସମ୍ପୃକ୍ତ ଆଇନଗୁଡ଼ିକରେ ଥିବା…
ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ, ତୀବ୍ରତା ୬.୨…
କଲମ୍ବୋ,୧୪।୧୧ : ଶ୍ରୀଲଙ୍କାରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୬.୨ ରେ ମାପ କରାଯାଇଛି। ମଧ୍ୟାହ୍ନ ୧୨ଟା ୩୧ରେ ଏହି ଭୂକମ୍ପ ଘଟିଛି। ଏହାର କେନ୍ଦ୍ର ଭୂଗର୍ଭରେ କଲମ୍ବୋ ଠାରୁ ୧୦ କିଲୋମିଟର ଦକ୍ଷିଣ-ପୂର୍ବରେ…
ଗାଜା ଯୁଦ୍ଧରେ ୧୦୨ ଜାତିସଂଘ କର୍ମଚାରୀ ମୃତ, ୨୭ ଆହତ…
ଜେରୁଜେଲମ,୧୪।୧୧: ହମାସ ଏବଂ ଇସ୍ରାଏଲ ଯୁଦ୍ଧରେ ଜାତିସଂଘର ୧୦୨ କର୍ମଚାରୀ ନିହତ ହୋଇଛନ୍ତି। ଏଥିରେ କୁହାଯାଇଛି ଯୁଦ୍ଧ ଆରମ୍ଭରୁ ଜାତିସଂଘର ୨୭ ଜଣ କର୍ମଚାରୀ ଆହତ ହୋଇଛନ୍ତି। ମିଳିତ ଜାତିସଂଘ ରିଲିଫ ଆଣ୍ଡ ୱାର୍କସ ଏଜେନ୍ସି ଫର ପାଲେଷ୍ଟାଇନ ଶରଣାର୍ଥୀ (ୟୁଏନଆରଡବ୍ଲୁଏ)…
ଆତଙ୍କବାଦୀ ଆକ୍ରମଣ, ୨ ପୋଲିସ କର୍ମଚାରୀଙ୍କ ସମେତ ୩ ମୃତ…
ଇସଲାମାବାଦ,୧୪।୧୧: ପାକିସ୍ତାନର ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଦୁଇଟି ପୃଥକ ଆତଙ୍କବାଦୀ ଆକ୍ରମଣରେ ଦୁଇ ପୋଲିସଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ସେନା ଏହି ସୂଚନା ଦେଇଛି। ପାକିସ୍ତାନ ସେନାର ମିଡିଆ ୱିଙ୍ଗ ଇଣ୍ଟର ସର୍ଭିସେସ ଲୋକସମ୍ପର୍କ (ଆଇଏସଆରପି) ଏକ…
ପୁରୀ ରେଳଷ୍ଟେଶନ କୋଚିଂ ଡିପୋରେ ଲାଗିଲା ନିଆଁ
ପୁରୀ,୧୪l୧୧: ପୁରୀ ରେଳଷ୍ଟେଶନ କୋଚିଂ ଡିପୋରେ ଥିବା ଏକ ଟ୍ରେନ୍ରେ ମଙ୍ଗଳବାର ନିଆଁ ଲାଗିଯାଇଛି। ହେଲେ ନିଆଁ ଲାଗିବାର କାରଣ ଜଣାପଡିନାହିଁ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି। ହେଲେ ଅଗ୍ନିକାଣ୍ଡରେ ମୃତାହତ ସମ୍ପର୍କରେ ଜଣାପଡିନାହିଁ।…
Archives


