Home

ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ

ଭୁବନେଶ୍ୱର,୧୬ା୩: ଶନିବାର ଭାରତ ନିର୍ବାଚନ ଆୟୋଗ ରାଜ୍ୟରେ ୨୧ଟି ଲୋକ ସଭା ଏବଂ ୧୪୭ ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହି ଅନୁଯାୟୀ, ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…

ରାତିରେ ଲେଡିଜ୍‌ ହଷ୍ଟେଲରେ ପ୍ରବେଶ ଉଦ୍ୟମ ବେଳେ ଧରାପଡ଼ିଲେ ସ୍ବର୍ଣ୍ଣ ବିଜେତା

ନୂଆଦିଲ୍ଲୀ,୧୬ା୩: ଅଡୁଆରେ କମନ୍‌ଓ୍ବେଲ୍ଥ ଗେମ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲୀ। ରାତିଅଧରେ ଲେଡିଜ୍‌ ହଷ୍ଟେଲ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ସେଧରାପଡ଼ିଥିଲେ । ପରେ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଲାଗି ଲଗାଯାଇଥିବା ଜାତୀୟ କ୍ୟାମ୍ପରୁ…

ନିର୍ବାଚନରେ ଆଦର୍ଶ ଆଚରଣ ବିଧି କ’ଣ? ଲାଗୁ ହେବା ପରେ କାହା ଉପରେ ଲାଗିଯାଏ ପ୍ରତିବନ୍ଧକ? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ସହ ଓଡ଼ିଶା ବିଧାନସଭା ଲାଗି ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଦେଶରେ ୭ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଜୁନ୍‌ ୪ରେ ଫଳାଫଳ ଆସିବ। ନିର୍ବାଚନ ତାରିଖ ଘୋଷଣା ହେବା ସହ ସାରା…

ଖେଳିବାକୁ ଯାଇ ଘରକୁ ଫେରି ନ ଥିଲେ ଦୁଇ ଭଉଣୀ, ଆଜି ପୋଖରୀରୁ ମିଳିଲା ମୃତଦେହ

କଳିଙ୍ଗନଗର,୧୬ା୩(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦୀ ଫାଣ୍ଡି ଅନ୍ତର୍ଗତ ଯଖପୁରା ପଞ୍ଚାୟତର ବାଳୁଙ୍ଗାବନ୍ଦୀ ଗ୍ରାମ ନିକଟରେ ଥିବା ଏକ ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଏହି ଗ୍ରାମ ନିକଟରେ ଏକ ଫାର୍ମ ହାଉସରେ ମୟୂରଭଞ୍ଜ ଅଞ୍ଚଳରେ…

ପ୍ରୋତ୍ସାହନ ରାଶି ମିଳିବା ଦାବିରେ ଓ୍ବାର୍ଡସଭ୍ୟଙ୍କର ଭୋଟ୍‌ ବର୍ଜନ ଧମକ

ନିରାକାରପୁର,୧୬ା୩(ମାନସ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଚଳିତମାସ ଗତ ୧୨ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ପାରିତୋଷିକ ଓ ଭତ୍ତା ବଢ଼ାଇଛନ୍ତି। ହେଲେ ଓ୍ବାର୍ଡ ସଭ୍ୟ ଓ ସଭ୍ୟା୍‌ମାନଙ୍କର ଭତ୍ତା ୨୪୦ଟଙ୍କାରୁ ଏବେ ୪୮୦କୁ ବୃଦ୍ଧି କରିଛନ୍ତି। ହେଲେ…

ପାକିସ୍ତାନ କୋଚ୍‌ ହେବାକୁ ମନା କଲେ ଏହି ଭେଟେରାନ୍‌, ପିସିବିର ବଢ଼ିଲା ଚିନ୍ତା

ଇସଲାମାବାଦ,୧୬।୩: ପାକିସ୍ତାନ କ୍ରିକେଟ ଦଳ ନୂଆ କୋଚ୍‌ ଚୟନ କରୁଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଥିପାଇଁ ଅନେକ ନାମ ଉପରେ ବିଚାର କରୁଛି। ଏସବୁ ମଧ୍ୟରେ ବୋର୍ଡକୁ ଏକ ଝଟ୍‌କା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ(କୋଚ୍‌) ଦୌଡ଼ରେ ଅଷ୍ଟ୍ରେଲିଆର ପୂର୍ବତନ…

ନିର୍ବାଚନ ତାରିଖ ଘୋଷଣା ପରେ ହଟିଲା ହୋର୍ଡିଂ

ଦାରିଙ୍ଗବାଡ଼ି,୧୬ା୩(ଅରୁଣ ସାହୁ): ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ଶନିବାର ତାରିଖ ଘୋଷଣା ହେବା ପରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦଳୀୟ କର୍ମୀମାନେ ନିଜ ଦଳର ହୋର୍ଡିଂଗୁଡିକୁ ହଟାଇ ଦେଇଛନ୍ତି। ତେବେ ଏହା ଉକ୍ତ ବ୍ଲକ ଅଞ୍ଚଳର ସମସ୍ତ ପଞ୍ଚାୟତରେ…

ବିଧବା ଭତ୍ତା ପାଇବାରୁ ବଞ୍ଚିତ ଜାହାଜ

କେନ୍ଦୁଝର,୧୬ା୩: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ ବହୁ କ୍ଷେତ୍ରରେ ଗରିବ ହିତାଧିକାରୀ ଯିଏ ଯୋଜନା ପାଇବାକୁ ହକଦାର ସେ ଯୋଜନାରୁ ବଞ୍ଚିତ ଅଛନ୍ତି। ପ୍ରକାଶ…

ନାଁ ଲୁଚାଇ କୋଟି କୋଟି ଟଙ୍କାର ବଣ୍ଡ କିଣିଛନ୍ତି ଏହିସବୁ ବଡ କମ୍ପାନୀ

ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍‌ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। ପ୍ରାୟ ୩୦ଟି ଫାର୍ମା କମ୍ପାନୀ ୯୦୦କୋଟି ଟଙ୍କାର ବଣ୍ଡ…

ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ

ଛତ୍ରପୁର,୧୬ା୩(ଦିଲ୍ଲୀପ ସାମଲ): ଲୋକଙ୍କ ସେବା ଯୋଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲା ବେଶ୍‌ ସଜାଗ ହୋଇ ରହିଛି। ଦିନକୁ ଦିନ ଲୋକେ ସାଇବର ଠକେଇର ଶିକାର ହେଉଥିବାରୁ ଏହାର ପ୍ରତିକାର ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର…

ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ

ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ…

ଭୋଟ ପରିଚୟ ନ ଥିଲେ ବି ଦେଇପାରିବେ ଭୋଟ୍‌? ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ,୧୬।୩: ଆସନ୍ତା ସାଧାରଣ ନିର୍ବାଚନ ଲାଗି ବାଜିଛି ବିଗୁଲ। ଏପ୍ରିଲ ୧୯ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯିବ। ୨୦୨୪ରେ ୭ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳବାସୀ ଭୋଟ ଦେବେ। ଓଡ଼ିଶା ବିଷୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?