Home

ଅପନା ଦଳ ସହ ସମ୍ପର୍କ ତୁଟାଇଲେ ଅଖିଳେଶ

ଲକ୍ଷ୍ନୌ,୨୧।୩: ଲୋକ ସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ଆସିଛି। ସମାଜବାଦି ପାର୍ଟି ଅପନା ଦଲ କମେରାବାଦି ସହ ମେଣ୍ଟ ସମ୍ପର୍କ ତୁଟାଇଦେଇଛି। ଏସପି ମୁଖ୍ୟ ଅଖିଳେଶ ନିଜେ ଏହା ଘୋଷଣା କରିଛନ୍ତି। ଅପ୍‌ନା ଦଲ କମେରାବାଦି ଏବଂ…

ଏଏସ୍‌ଓ ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲୁଟିଥିଲେ ଲକ୍ଷାଧିକ ଟଙ୍କା: ଗିରଫ ହେଲେ ଅବସରପ୍ରାପ୍ତ କର୍ମଚାରୀ

ଗୋପାଳପୁର,୨୧ା୩(ନବୀନ ରାଜ ଆଚାରୀ): ଚାକିରି କରାଇ ଦେବାକୁ କହି ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଗୁରୁବାର ଗୋପାଳପୁର ଥାନା ପୋଲିସ ଅବସରପ୍ରାପ୍ତ କର୍ମଚାରୀ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଟକ ସିଡିଏ-୭…

ଅଖିଳେଶଙ୍କ ବଡ ଘୋଷଣା

ଲକ୍ଷ୍ନୌ,୨୧।୩: ଲୋକସଭା ନିର୍ବାଚନର ଉଷ୍ମତା ମଧ୍ୟରେ ଉତ୍ତରପ୍ରଦେଶରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ, ଇଣ୍ଡିଆ ଆଲାଇନ୍ସର ସମାଜବାଦି ପାର୍ଟି ସହ ଥିବା ଅପନା ଦଲ କମେରାବାଦିଙ୍କ ସହ ହୋଇଥିବା ମେଣ୍ଟ ଭାଙ୍ଗିଯାଇଛି। ଏସପି ମୁଖ୍ୟ ଅଖିଳେଶ ନିଜେ ଏହା…

ଜଳପଥରେ ସମରାଭ୍ୟାସ: ସାମିଲ ହେଲେ ସମସ୍ତ ମେରାଇନ ଥାନା

ଭୋଗରାଇ,୨୧ା୩(ପ୍ରଦୀପ ଦାସ): ୨୦୦୮ ନଭେମ୍ବର ୧୧ରେ ମୁମ୍ବାଇରେ ସନ୍ତ୍ରାସବାଦୀ ଆକ୍ରମଣ, ୨୦୧୯ ଫେବୃଆରୀ ୧୪ ପୁଲଓ୍ବାମା ସୈନିକ ଗାଡ଼ିରେ ବିସ୍ଫୋରଣ ପରେ ଭାରତ ସରକାର ପ୍ରତିରକ୍ଷା ବାହିନୀକୁ ଜଳପଥରେ ବିଶେଷ ଭାବେ ନଜର କଡ଼ାକଡ଼ି କରିଛନ୍ତି। ବିଗତ ବର୍ଷପରି ତଟରକ୍ଷୀ ବାହିନୀ,…

ଜାତି ଜନଗଣନା ରାମବାଣ ନୁହେଁ, ଖାର୍ଗେଙ୍କୁ ଚିଠି ଲେଖିଲେ ଆନନ୍ଦ ଶର୍ମା

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଜାତିଗତ ଜନଗଣନାକୁ ନେଇ କଂଗ୍ରେସରେ ମତଭେଦ ଦେଖାଦେଇଛି। ସିଡବ୍ଲୁସି ଯଥା କଂଗ୍ରେସ ୱାର୍କିଂ କମିଟି ସଦସ୍ୟ ତଥା ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଜାତିଗତ ଜନଗଣନା ସମ୍ପର୍କରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ…

୨୦ ଲକ୍ଷ ଟଙ୍କା ହଡ଼ପ କରି ବିଇଓ ଗିରଫ

ଦାରିଙ୍ଗବାଡ଼ି/ଫୁଲବାଣୀ ,୨୧ା୩(ଅରୁଣ ସାହୁ/ରାକେଶ ରାଉତ): ନ୍ୟାଶନାଲ ପେନ୍‌ସନ୍‌ ସିଷ୍ଟମ(ଏନ୍‌ପିଏସ୍‌)ର ୨୦ ଲକ୍ଷ ଟଙ୍କା ହଡ଼ପ କରି ଭିଜଲାନ୍ସ ପଞ୍ଝାରେ ପଡ଼ି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର ଗିରଫ ହୋଇଛନ୍ତି। ବୁଧବାର ତାଙ୍କୁ ଦାରିଙ୍ଗବାଡ଼ିରୁ ଭିଜିଲାନ୍ସ ଉଠାଇ ନେଇ ଫୁଲବାଣୀରେ…

ରାହୁଲ ଗାନ୍ଧୀଙ୍କ ମାର୍କେଟ୍‌ ଡାଉନ୍‌

ନୂଆଦିଲ୍ଲୀ,୨୧।୩: ଭାଜପାର ବରିଷ୍ଠ ନେତା ରବି ଶଙ୍କର ପ୍ରସାଦ ଗୁରୁବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଚାନ୍ଦା ଉପରେ ହୋଇଥିବା ଅଭିଯୋଗ ଉପରେ ରବି ଶଙ୍କର ପ୍ରସାଦ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।…

ହ୍ବାଟସ୍‌ ଆପରେ ‘ବିକଶିତ ଭାରତ’ ବାର୍ତ୍ତା ଶେୟାର କରିବା ତୁରନ୍ତ ବନ୍ଦ କରନ୍ତୁ, ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୩: ସରକାରଙ୍କୁ ଗୁରୁବାର ନିର୍ବାଚନ କମିଶନ ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ହ୍ବାଟସ ଆପ ବାର୍ତ୍ତା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବୁଧବାର ‘ବିକଶିତ ଭାରତ ସମ୍ପର୍କ’ ଅଧୀନରେ ବହୁ ସଂଖ୍ୟକ ଲୋକଙ୍କୁ ହ୍ବାଟସ ଆପ ବାର୍ତ୍ତା ପଠାଯାଇଥିଲା।…

ଜ୍ଞାନବାପୀ ପରେ ଏବେ ଭୋଜଶାଳାରେ ଏଏସ୍‌ଆଇର ସର୍ଭେ, ଜାଣନ୍ତୁ କ’ଣ ରହିଛି ପୁରୁଣା ବିବାଦ…

ଭୋପାଳ,୨୧ା୩: ମଧ୍ୟପ୍ରଦେଶ ନିକଟ ଭୋଜଶାଳାରେ ଏସ୍‌ଆଇ ଟିମ୍‌ ଆସନ୍ତାକାଲି ଅର୍ଥାତ୍‌ ୨୨ ତାରିଖରୁ ଏକ ସର୍ଭେ କରିବ। ଏହି ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିନ୍ଦୁ ଫ୍ରଣ୍ଟ୍‌ ଫର୍‌ ଜଷ୍ଟିସ ଏହାର ଆବେଦନରେ ଦାବି କରିଛନ୍ତି ଯେ, ମୁସଲମାନମାନଙ୍କୁ ଭୋଜଶାଳାରେ…

ଶହଶହ ଫୁଟ ଉଚ୍ଚରୁ ଏମିତି ସଂଗ୍ରହ ହେଉଛି ମହୁ, ଭୟଙ୍କର ଭିଡିଓ ଦେଖିଲେ…

ସୋସିଆଲ ମିଡିଆର ଆମେ ଅନେକ ଜିନିଷ ଦେଖିବାକୁ ପାଇଥାଉ, ଯାହା ପୂର୍ବରୁ କେବେ ଜାଣି ନ ଥାଉ ବା ଦେଖି ନ ଥାଉ। ଏହି ଯେମିତି କାରଖାନାରେ ଜିନିଷଗୁଡ଼ିକ କିପରି ତିଆରି ହୁଏ କିମ୍ବା ପୋଷାକ କିପରି ଉତ୍ପାଦିତ ହୁଏ। ବର୍ତ୍ତମାନ…

ଇଡିର ଏହି ଉତ୍ତରରେ କେଜ୍‌ରିଓ୍ବାଲଙ୍କ ସମସ୍ୟା ବଢ଼ିପାରେ

ନୂଆଦିଲ୍ଲୀ,୨୧ା୩: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆବେଦନ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ମାମଲାର ଶୁଣାଣି କରୁଥିବା ବେଞ୍ଚ ଅନୁସନ୍ଧାନକାରୀ ଏଜେନ୍ସି ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)କୁ କହିଛି ଯେ, ଆପଣ କୋର୍ଟକୁ ନିଶ୍ଚିତ…

ନବୀନ ନିବାସରେ ଚାଲିଛି କସରତ

ଭୁବନେଶ୍ୱର,୨୧ା୩: ଇତିମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ବୈଠକ ଉପରେ ବୈଠକ ବସୁଛି। ଗୁରୁବାର ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ବସିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?