Home

ଅଟଳ ସେତୁରୁ ଡେଇଁଲେ ମହିଳା ଡାକ୍ତର

ମୁମ୍ବାଇ,୨୧।୩: ଅଟଳ ସେତୁ ଉପରୁ ସମୁଦ୍ରକୁ ଡେଇଁ ପଡିଛନ୍ତି ଜଣେ ମହିଳା ଡାକ୍ତର। ଗତ ୩ ଦିନ ହେଲାଣି ତାଙ୍କ ପତ୍ତା ମିଳୁନି। ଏପରି ଏକ ଅଘଟଣ ମୁମ୍ବାଇରେ ଥିବା ନବନିର୍ମିତତ ଅଟଳ ସେତୁରେ ଘଟିଛି। ନିଖୋଜ ଥିବା ମହିଳା ଡାକ୍ତରଜଣକ…

ଆଜି କଂଗ୍ରେସର ତୃତୀୟ ତାଲିକା!

ନୂଆଦିଲ୍ଲୀ,୨୧।୩: ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ବସିଥିବା ନିର୍ବାଚନ କମିଟି ବୈଠକରେ ୧୧ ରାଜ୍ୟ ପାଇଁ ୮୦ ଜଣ ପ୍ରାର୍ଥୀଙ୍କ ନାଁ ପ୍ରସ୍ତୁତ କରାଯାଇଥିବା କୁହାଯାଉଛି । କେନ୍ଦ୍ରୀୟ…

ଭିସୁଟକୁ ମଡର୍ଣ୍ଣ ଡ୍ରେସ୍‌ ପିନ୍ଧି ଏଣ୍ଟ୍ରି ମନା

ସମ୍ବଲପୁର,୨୧।୩: ଭିସୁଟ୍‌ କୁଳପତିଙ୍କ କଡା ନିର୍ଦ୍ଦେଶ। ଆଧୁନିକ ଏବଂ ଛୋଟ ପୋଷାକ ପିନ୍ଧି ଆସିପାରିବେନି ଛାତ୍ରୀଛାତ୍ର। ଏନେଇ ସମ୍ବଲପୁର ଭିସୁଟ କୁଳପତି ନୋଟିସ୍‌ ଜାରି କରିଛନ୍ତି। ଚଳିତ ବର୍ଷ ବସନ୍ତ ଉତ୍ସବ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଥିବା…

ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ତିହିଡି,୨୧।୩(ସଞ୍ଜିତ ବଳ): ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ସନିଆ ଦାସ(୧୮) ଏବଂ ତାଙ୍କ ଘର ତିହିଡି ବ୍ଲକ…

୬୦ ବର୍ଷ ବୟସରେ ପୁଣି ବିବାହ କଲେ ଗୋବିନ୍ଦା

ଗୋବିନ୍ଦା ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା। ଆଜି ବି ଲକ୍ଷ ଲକ୍ଷ ଲୋକ ତାଙ୍କ ନୃତ୍ୟ, କମେଡି ଏବଂ ଅଭିନୟ ବିଷୟରେ ପାଗଳ। ଗୋବିନ୍ଦା ବଡ ପରଦାରୁ ବହୁତ ଦିନ ଦୂରରେ ଅଛନ୍ତି, କିନ୍ତୁ ଛୋଟ ପରଦାରେ ଏହି ଅଭିନେତା…

ଜଣେ ଜିଲାପାଳ, ଦୁଇ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର,୨୧ା୩: ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ଓଡ଼ିଶାର ଜଣେ ଜିଲାପାଳ ଏବଂ ୨ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଏବଂ କଟକ ଗ୍ରାମାଞ୍ଚଳ ଏସ୍‌ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ ଢେଙ୍କାନାଳ ଜିଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ହୋଇଛି।…

ଟ୍ରେନ୍‌ ଟିକେଟ୍‌ କାଟିବାକୁ ବି ଆମ ପାଖେ ଟଙ୍କା ନାହିଁ: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଦଳର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ପ୍ରସଙ୍ଗରେ…

ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ

ନୂଆଦିଲ୍ଲୀ,୨୧।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ…

ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍‌ ପରେ କ୍ଷମା ମାଗିଲା ପତଞ୍ଜଳି

ନୂଆଦିଲ୍ଲୀ,୨୧।୩: ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି। ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ଅର୍ଥାତ୍‌…

ଦାମ ରାଉତ ଗୁରୁତର

ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍‌ ଡେଡ୍‌ ହୋଇଥିବା ସମ୍ବିତ…

ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା

ବେଙ୍ଗାଲୁରୁ,୨୧।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ନିର୍ଦ୍ଦଳୀୟ ନିର୍ବାଚନ ଲଢିବା ଏବଂ କଂଗ୍ରେସରେ ସାମିଲ ହେବା ଭଳି କଳ୍ପନାଜଳ୍ପନା…

ପୁଣି ତାଇଓ୍ବାନକୁ ନାଲିଆଖି ଦେଖାଇଲା ଚାଇନା

ବେଜିଂ,୨୧।୩: ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଗୁରୁବାର ସକାଳେ ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?